ଏୟାର ଓଡ଼ିଶା କ’ଣ ଏକ ଫାର୍ସ ସଂସ୍ଥା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଦୁଇ ସପ୍ତାହ ହେଲା ଏୟାର ଓଡ଼ିଶା ବିମାନ ସେବା ଠପ।
ଓଡ଼ିଶାରେ ବିମାନ ସେବା ଯୋଗାଇ ଦେବାକୁ ଚୁକ୍ତିବଦ୍ଧ ହୋଇଥିବା ଏୟାର ଓଡ଼ିଶା ଏକ...
ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ମହାପ୍ରଭୁଙ୍କ ରାଇ ଦାମୋଦର ବେଶ। ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କ ଭିଡ଼।
ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ ମାସ। ବିଶ୍ୱାସ ରହିଛି ଏହି ମାସରେ ହବିଷ କଲେ ପୂଣ୍ୟ ମିଳିଥାଏ। କୁମାର ପୂର୍ଣ୍ଣିମା...
ଜୁଆ ଆଡ଼ାରେ ଖଣ୍ଡଗିରି ପୋଲିସର ଚଢ଼ାଉ, ୬ ଜୁଆଡ଼ି ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଏମ୍ସ ନଗରରେ ଚାଲିଥିବା ଏକ ଜୁଆ ଆଡ଼ାରେ ଖଣ୍ତଗିରି ଥାନା ପୋଲିସ ଚଢ଼ାଉ କରିଥିଲା। ଯାହାଫଳରେ ବୁଧବାର ସନ୍ଧ୍ୟାରେ ଖଣ୍ତଗିରି ଥାନା ପୋଲିସ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି।
ସେମାନେ...
‘ମି ଠୁ’ ଆନ୍ଦୋଳନ ଜାଲରେ ଶୋ’ ମ୍ୟାନ୍ ସୁଭାଷ ଘାଇ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ମାଧୁରୀ ଦୀକ୍ଷିତ, ଐଶ୍ୱର୍ଯ୍ୟା ରାୟ, ମହିମା ଚୌଧୁରୀ ଓ ମିନାକ୍ଷୀ ଶେଷାଦ୍ରୀଙ୍କୁ ଷ୍ଟାର ବନେଇଥିବା ନିର୍ଦ୍ଦେଶକ ସୁଭାଷ ଘାଇ କିପରି ବିଭିନ୍ନ ସମୟରେ ଯୌନ ଶୋଷଣ କରିଛନ୍ତି, ତା’ର ଖୁଲାସା...
ପୂଜାମଣ୍ଡପରେ ମା’ ଗଜଲକ୍ଷ୍ମୀ, ରଙ୍ଗିନ ଆଲୋକମାଳାରେ ଝଲସୁଛି କେନ୍ଦ୍ରାପଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ମା' ଗଜଲକ୍ଷ୍ମୀଙ୍କ ପୂଜା ଆଜିଠାରୁ ଆରମ୍ଭ ହୋଇଛି। ମା' ଲକ୍ଷ୍ମୀ ଐରାବତ ହସ୍ତୀ ସହିତ ଆଜି ପୂଜାମଣ୍ଡପରେ ବିଜେ କରିଛନ୍ତି। କେନ୍ଦ୍ରାପଡ଼ା ସହର ସମେତ ପୁରପଲ୍ଲିରେ ଉତ୍ସାହ...
ଆଳିରେ ଖାରବେଳଙ୍କୁ ଆକ୍ରମଣ, ଗାଡ଼ି ଭାଙ୍ଗିଦେଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଉତ୍କଳ ଭାରତ ପାର୍ଟିର ରାଜ୍ୟ ସଭାପତି ଖାରବେଳ ସ୍ୱାଇଁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଆକ୍ରମଣ। ଏନେଇ ଖାରବେଳ କେନ୍ଦ୍ରାପଡ଼ା ଏସ୍ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତାଙ୍କ ପାର୍ଟି କର୍ମୀ ଓ...
ସୁପ୍ରିମକୋର୍ଟରେ ରାଫେଲ୍ ଚୁକ୍ତି – ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଫେଲ ଡିଲ୍କୁ ନେଇ ପିଆଇଏଲ୍
ସିବିଆଇ ତଦନ୍ତ ଦାବି
ତଦନ୍ତ ଅଧିକାରୀଙ୍କୁ ବଦଳି ନକରିବାକୁ ନିବେଦନ
ସୁପ୍ରିମକୋର୍ଟରେ ପହଞ୍ଚିଲା ରାଫେଲ୍ ଚୁକ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ କରିବାକୁ ରୁଜୁ...
ଜିରୋ କାଜୁଆଲିଟି ଉପରେ ଉଠିଲା ପ୍ରଶ୍ନ – ୭୭ ଛୁଇଁଲା ତିତ୍ଲି ମୃତ୍ୟୁ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଫାଇଲିନ ପରି ବାତ୍ୟା ତିତ୍ଲିକୁ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଥିଲେ ରାଜ୍ୟ ସରକାର। ଏଥିପାଇଁ ସବୁ ପ୍ରଶାସନିକ ଅଧିକାରୀଙ୍କ ଛୁଟି ବାତିଲ କରି ପ୍ରଭାବିତ ଅଞ୍ଚଳରେ ଡେରା ପକାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।...
ଜୁଆଖେଳ: ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ୫୦୦ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ବ୍ୟାପକ ଚଢ଼ାଉ। ଜୁଆଖେଳରେ ସମ୍ପୃକ୍ତ ଥିବା ୫୦୦ରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହିତ ଜୁଆ ଖେଳାଳିଙ୍କଠାରୁ ବିପୁଳ...
ନୂଆ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କ ବିଷୟରେ ଜାଣନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଟପ୍ ଦୁଇ ଜଣ ଅଧିକାରୀ ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କୁ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦେବା ପରେ ନରେନ୍ଦ୍ର ମୋଦି ସରକାର ଏମ୍ ନାଗେଶ୍ୱର...





















