କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲେ ଶିକ୍ଷକ – ସମର୍ଥନ କଲେ ବିରୋଧୀ, ଗୃହରେ ହଙ୍ଗାମା
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଜିଲା ଶିକ୍ଷକ ଆନ୍ଦୋଳନ। ଗୁରୁଦିବସରେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲେ ଶିକ୍ଷକ। ଆନ୍ଦୋଳନକୁ ସମର୍ଥନ କରିଛନ୍ତି କଂଗ୍ରେସ, ବିଜେପି।
ପରମ୍ପରାରେ ଲାଗିଲା କଳଙ୍କ। ପବିତ୍ର ଗୁରୁଦିବସକୁ କଳା ଦିବସ ଭାବେ ପାଳନ...
ବିଧାନସଭାରେ ଆସିଲା ଅତିରିକ୍ତ ବଜେଟ୍ – ଜାଣନ୍ତୁ କେଉଁ ଯୋଜନା ପାଇଁ ମିଳିଲା କେତେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ। ଏଥିପାଇଁ ମୋଟ ୧୨ ହଜାର ୭୯୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଆଜି ବିଧାନସଭାରେ...
‘ଓଡ଼ିଶାରେ ବିଜେପିର କିଛି ଖାତା ଖତିଆନ ନାହିଁ, ୨୦୧୯ରେ ବିଜେଡିକୁ ଟକ୍କର ଦେବ କଂଗ୍ରେସ’
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଓଡ଼ିଶାରେ ବିଜୁ ବାବୁଙ୍କ ସହ ଲଢ଼ୁଥିଲା। ଏବେ ନବୀନ ବାବୁଙ୍କ ସହ ଲଢ଼ୁଛି। ୨୦୧୯ରେ ମଧ୍ୟ ସିଧାସଳଖ ଲଢ଼େଇ ହେବ। ବିଜେପିର ଚାନ୍ସ ନାହିଁ। କାରଣ ଓଡ଼ିଶାରେ ବିଜେପିର କିଛି...
ଭଲ ଡାକ୍ତର ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋନପୁର: ସୋନପୁର ଜିଲ୍ଲା ବୀରମହାରାଜପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଛି। ଡାକ୍ତରଖାନାକୁ ଏକ ସ୍ୱୟଂ ସଂପୂର୍ଣ୍ଣ ଡାକ୍ତରଖାନାରେ ପରିଣତ...
ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ – କେନ୍ଦ୍ର କୋର୍ଟକୁ ବଲ୍ ଗଡ଼ାଇଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ...
ମିଷ୍ଟର ଫରଫେକସନିଷ୍ଟ୍ ଆମିର ଖାନ ହାତଛଡ଼ା କରିଥିବା ସୁପରହିଟ୍ ସିନେମା
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ମିଷ୍ଟର ଫରଫେକସନିଷ୍ଟ୍ ଆମିର ଖାନ ବେଶ୍ କେତୋଟି ଫିଲ୍ମକୁ ହାତଛଡ଼ା କରିଥିଲେ, ଯାହା ପରେ ସୁପରହିଟ୍ ବି ହୋଇଥିଲା। ଆସନ୍ତୁ ସେଥିମଧ୍ୟରୁ କେତେକ ସିନେମା ସମ୍ପର୍କରେ ଜାଣିବା।
ଆମିରଙ୍କ ସ୍ଥାନରେ...
ଦିଲ୍ଲୀପ କୁମାର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
ବଲିଉଡର ଟ୍ରାଜେଡ଼ି କିଙ୍ଗ ଦିଲ୍ଲୀପ କୁମାରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ। ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବଲିଉଡର ଟ୍ରାଜେଡ଼ି କିଙ୍ଗ୍ ଦିଲ୍ଲୀପ କୁମାରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ଖବର...
ଅଙ୍ଗନବାଡ଼ି କର୍ମୀଙ୍କୁ ଡେଙ୍ଗୁ, କେନ୍ଦ୍ରାପଡ଼ା ମେଡିକାଲରେ ନାହିଁ ସ୍ୱତନ୍ତ୍ର ୱାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଥିଲା ପାଠପଢ଼ା
ଅଙ୍ଗନବାଡ଼ି କର୍ମୀଙ୍କୁ ଡେଙ୍ଗୁ ପରେ ଅଭିଭାବକମାନଙ୍କ ମନରେ ଭୟ
କେନ୍ଦ୍ରାପଡ଼ା ମେଡିକାଲରେ ନାହିଁ ସ୍ୱତନ୍ତ୍ର ୱାର୍ଡ
ଡେଙ୍ଗୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ଶିଶୁ ରୋଗୀ
କେନ୍ଦ୍ରାପଡ଼ା:...
‘ପଟାଖା’ର ନୂଆ ଗୀତ ରିଲିଜ୍
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
‘ପଟାଖା’ର ନୂଆ ଗୀତ ରିଲିଜ୍। ଫିଲ୍ମର ଆଇଟମ୍ ଗୀତରେ ନଜର ଆସିବେ ମଲାଇକା।
ବିଶାଳ ଭରଦ୍ୱାଜଙ୍କର ଆଗାମୀ ଫିଲ୍ମ ‘ପଟାଖା’ର ନୂଆ ଗୀତ ‘ହେଲୋ ହେଲୋ’ ଆଜି ରିଲିଜ୍ ହୋଇଛି। ଏହି...
ଓଡ଼ିଶାରେ ହେବ ଆଗୁଆ ନିର୍ବାଚନ! ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେଡି ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଉଠିଲା ଆଗୁଆ ନିର୍ବାଚନ ଚର୍ଚ୍ଚା। ଆଗୁଆ ନିର୍ବାଚନ ରେସ୍ରେ ସାମିଲ ହେଲା ବିଜେଡି।
ଦେଶରେ ଏକକ ଏବଂ ଆଗୁଆ ନିର୍ବାଚନ କରିବାକୁ ବିଜେପି ଜୋର୍ ଦେଇ ଆସୁଛି। ଏନେଇ ନିର୍ବାଚନ କମିଶନଙ୍କ...





















