ଓଆରଏଚଡିସି ଦୁର୍ନୀତି ମାମଲା – ଦୁଇ ଜଣଙ୍କୁ ତିନି ବର୍ଷ ଲେଖାଏଁ ଜେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ(ଓଆର୍‌ଏଚଡିସି) ଦୁର୍ନୀତି ମାମଲାରେ ଆଉ ଦୁଇ ଜଣଙ୍କୁ ତିନି ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ସେମାନେ ହେଲେ ଓଆର୍‌ଏଚ୍‌ଡିସି...

ତାନ୍ତ୍ରିକ କଥାରେ ପଡ଼ି ଛଅବର୍ଷର ଝିଅକୁ ମାରି ପୋତି ଦେଲେ ବାପା-ମା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁସ୍ଥ ସନ୍ତାନଟିଏ ପାଇବା ଆଶାରେ ଛଅବର୍ଷର ରୋଗୀଣା ଝିଅକୁ ତଣ୍ଟି ଚିପି ମାରି ନିଜ ଘରେ ପୋତି ଦେଲେ ମୋରାଦାବାଦର ଜଣେ ଦମ୍ପତି। ଅନ୍ଧବିଶ୍ୱାସରୁ ଜଘନ୍ୟ ଅପରାଧ। ସୁସ୍ଥ ସନ୍ତାନଟିଏ ପାଇବା...

ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ନିବେଶକଙ୍କୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ନଭେମ୍ବରରେ ଓଡିଶାରେ ହେବାକୁଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ପ୍ରସ୍ତୁତି ନେଇ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ନିବେଶକଙ୍କୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ...

ସ୍ତ୍ରୀ ପାଇଁ ରାଜପଥରେ ହାତାହାତି ହେଲେ ଦୁଇ ଦାବିଦାର ସ୍ୱାମୀ, ବାଜି ମାରିନେଲା ଆଉ ଜଣେ

ଓଡ଼ିଶାଲାଇଭ୍‍ ବ୍ୟୁରୋ ବାଙ୍ଗାଲୋର-ପୁଣେ ୪୮ ନମ୍ବର ଜାତୀୟ ରାଜପଥରେ ଜଣେ ମହିଳାଙ୍କ ଉପସ୍ଥିତିରେ ତାଙ୍କର ଦୁଇ ଦାବିଦାର ସ୍ୱାମୀଙ୍କ ମଧ୍ୟରେ ମାରପିଟ ହେବା ପରେ ପୋଲିସ ଉଭୟଙ୍କୁ ଧରି ଥାନାକୁ ନେଇଛି। ହେଲେ ମହିଳାଜଣକ...

ହରିବଂଶ ବନାମ ହରିପ୍ରସାଦ – ଜାଣନ୍ତୁ ୯ ଅଗଷ୍ଟ ରାଜ୍ୟସଭା ନିର୍ବାଚନର ପୂରା ଗଣିତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ପଦକୁ ନେଇ ଜାତୀୟ ରାଜନୀତି ସରଗରମ୍। କଂଗ୍ରେସ ପ୍ରାର୍ଥୀ ଦେବା ପରେ କିଏ କାହାକୁ ସମର୍ଥନ କରିବ ତାକୁ ନେଇ ଚାଲିଛି ଅଙ୍କକଷା। ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ...

ଜାତୀୟ ଉଦ୍ୟାନରେ ହାତୀ ଚଢ଼ି ବୁଲିବା ଉପରେ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ନିଷେଧାଦେଶ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଉତ୍ତରାଖଣ୍ଡ ହାଇକୋର୍ଟ ଜିମ୍‌ କର୍ବେଟ୍‌ ଜାତୀୟ ଉଦ୍ୟାନ ଏବଂ ରାଜାଜୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ହାତୀ ଉପରେ ଚଢ଼ି ଜଙ୍ଗଲ ଭିତରେ ବୁଲିବା ଉପରେ ନିଷେଧାଦେଶ ଜାରି କରିଛନ୍ତି। ଉତ୍ତରାଖଣ୍ଡର ଜିମ୍‌...

ବିଜେଡି ସାଂସଦଙ୍କୁ ଭେଟିଲେ ଏନଡିଏ ପ୍ରାର୍ଥୀ ହରିବଂଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀରେ ବିଜେଡି ସାଂସଦଙ୍କୁ ଭେଟିଛନ୍ତି ଏନଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ଆଜି ବିଜେଡି ସାଂସଦମାନଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେଡି କାର୍ଯ୍ୟାଳୟକୁ ଆସି...

କରୁଣାନିଧିଙ୍କୁ ଶେଷଦର୍ଶନ ବେଳେ ଅଘଟଣ – ଦଳାଚକଟାରେ ୨ ମୃତ, ୩୩ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଦକ୍ଷିଣ ଭାରତୀୟ ରାଜନୀତିର ସ୍ତମ୍ଭ କୁହାଯାଉଥିବା ଡିଏମକେ ସୁପ୍ରିମୋ କରୁଣାନିଧିଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପ୍ରଶଂସକ। କରୁଣାନିଧିଙ୍କୁ ଶେଷ ଦର୍ଶନ କରିବା ପାଇଁ ଏତେ ସଂଖ୍ୟାରେ ଭିଡ଼...

ସେପ୍ଟେମ୍ବର ୪ରୁ ବିଧାନସଭାର ମୌସୁମୀ ଅଧିବେଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ସେପ୍ଟେମ୍ବର ମାସ ୪ ତାରିଖରୁ ଆରମ୍ଭ ହେବ ଚଳିତ ବିଧାନସଭାର ତ୍ରୟୋଦଶ ଅଧିବେଶନ। ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍‌ ୧୧ଟି କାର୍ଯ୍ୟ ଦିବସ ରହିବ। ...

କୋଣାର୍କ ମନ୍ଦିରରେ ପ୍ରବେଶ ଶୁଳ୍କ ବୃଦ୍ଧି – ପ୍ରତିବାଦ କଲା କୋଣାର୍କ ସୁରକ୍ଷା ସମିତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି ପ୍ରତିବାଦରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ପ୍ରତିବାଦ କରାଯାଇ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଧାରଣା ଦିଆଯାଇଛି। ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ...