କଂଗ୍ରେସ ପରେ ଏବେ ବିଜେପି ପାଳି: ଉପାସରେ ବସିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଜେପି ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ପରେ ଏବେ ବିଜେପି ନେତାଙ୍କ ଉପବାସ। ଗୁରୁବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ସମସ୍ତ ସାଂସଦ ଓ ମନ୍ତ୍ରୀ ଉପବାସ କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗତ ବଜେଟ...
ଆତ୍ମ ସଚେତନତା ବା ନିଜକୁ ଚିହ୍ନିବା
ଡକ୍ଟର ହରପ୍ରସନ୍ନ ଦାସ
(ପ୍ରଥମ ଭାଗ)
ଜୀବନ ଦକ୍ଷତା କ୍ଷେତ୍ରରେ ଯେଉଁ ୧୦ଟି ଗୁଣକୁ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଅନୁମୋଦନ କରିଛନ୍ତି ସେଥିରେ ପ୍ରଥମଟି ହେଲା ଆତ୍ମ ସଚେତନତା (Self-awareness) ଅବା ନିଜେ ନିଜକୁ ଚିହ୍ନିବା।...
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଆଇଆରଏନଏସଏସ୍ ଓ୍ଵାନ୍ ଆଇ’ର ସଫଳ ଉତକ୍ଷେପଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଆଇଆର୍ଏନ୍ଏସ୍ଏସ୍ ଓ୍ଵାନ୍ ଆଇ’ ନେଭିଗେସନ୍ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ। ଏହି ସାଟେଲାଇଟ୍ ସାମୁଦ୍ରିକ କ୍ଷେତ୍ରରେ ନୌସେନାକୁ ମ୍ୟାପ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷ ଭାବେ ହେବ ସହାୟକ।
ଆନ୍ଧ୍ରପ୍ରଦେଶର...
ଆଜିର ବଡ଼ ଖବର (୧୨ ଏପ୍ରିଲ୍, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ-କାଶ୍ମୀରରେ ଦୁଷ୍କର୍ମ: ଉଠୁଛି ପଡ଼ୁଛି ସାରା ଭାରତ
ଉତ୍ତରପ୍ରଦେଶର ଉନ୍ନାଓର ଏବଂ କାଶ୍ମୀରର କାଠୱାରେ ଘଟିଛି ଲୋମଟାଙ୍କୁରା ଘଟଣା। ଏହି ଦୁଇଟି ଅଞ୍ଚଳରେ ଘଟିଥିବା ଦୁଇଟି ଦୁଷ୍କର୍ମରେ ସାରା ଦେଶ ଥରହର ହୋଇଛି।...
ଫ୍ୟାସନ୍ ଦୁନିଆର ନୂଆ ଟ୍ରେଣ୍ଡ୍: ବ୍ଲାକ୍ ମେଟାଲ୍ ଝୁମକା
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳାଙ୍କ ସୌନ୍ଦର୍ଯ୍ୟର ପ୍ରିୟ ସାଥୀ ଝୁମକା। ତେବେ ସମୟ ସହ ତାଳ ଦେଇ ବଦଳୁଛି ସବୁକିଛି, କିନ୍ତୁ ଝୁମକା ନିଜର ପରିଚୟକୁ ପୂର୍ବପରି ବଜାୟ ରଖିଛି।
ଫ୍ୟାସନ୍ ଦୁନିଆରେ ଏହାର ଲୁକ୍...
ସଚ୍ଚୋଟ ଅଫିସର କାବୁ ହେଲା କେମିତି?
ରବୀନ୍ଦ୍ର ନାରାୟଣ ମିଶ୍ର
ସାଇବ ମୁଣ୍ଡ ଖରାପ। ମାତ୍ର ସେତେବେଳକୁ ନେଡ଼ିଗୁଡ଼ କହୁଣୀ ଧରିଲାଣି। ସାଇବ ପୂରା ଅଫିମଖୋର ହୋଇଗଲାଣି। ତା’ ପରେ ପରେ ସବୁଦିନ ସକାଳେ ଓ ସନ୍ଧ୍ୟାରେ ସାଇବ ଦରବାରମାନଙ୍କ ସହ...
ଭୟାନକ ଅଞ୍ଚଳରେ ବି ସୁଟିଂ କରିଥାନ୍ତି ବଲିଉଡ୍ ସେଲିବ୍ରିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ୍ ଫିଲ୍ମଗୁଡ଼ିକର ସୁଟିଂ କେବଳ ଯେ ଷ୍ଟୁଡିଓ ଭିତରେ ହୋଇଥାଏ ତା’ ନୁହେଁ, ବରଂ ଅନେକ ସମୟରେ ୟୁନିଟ୍ ଅନ୍ୟାନ୍ୟ ଲୋକେସନରେ ବି ସୁଟ୍ କରିଥାନ୍ତି। ବେଳେବେଳେ ଅନେକ ଭୟାନକ ଅଞ୍ଚଳରେ...
ବାଲେଶ୍ୱରର ପ୍ରସିଦ୍ଧ ଚଡ଼କ ମେଳା: ୫୦ ହଜାର ଭକ୍ତଙ୍କ ସମାଗମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବିଶ୍ୱପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱରଠାରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଚୈତ୍ର ଚଡ଼କମେଳା ଆରମ୍ଭ ହୋଇଛି। ପ୍ରାୟ ୫୦ ହଜାର ଜନସମାଗମରେ ପୀଠ ପାଲଟିଛି ଜନସମୁଦ୍ର।...
ମହାନଦୀ ମହାଲଢ଼େଇ: ଭଟଲିରେ ହେଲା ପଥପ୍ରାନ୍ତ ସଭା
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ଏପ୍ରିଲ ୧୦ ତାରିଖରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରୁ କଲ୍ମା ଅଭିମୁଖେ ଯାତ୍ରା କରିଥିବା ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରତିନିଧିମଣ୍ଡଳୀ...
ଓଡ଼ିଶା ସରକାରଙ୍କ ସହ ମୁହାଁମୁହିଁ ହେଲା ସିଆଇଆଇ: ଓଡ଼ିଶା ଚାପ୍ଟରରେ ହଲ୍ଚଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସିଆଇଆଇ ସହଯୋଗରେ ୨୦୧୬ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସଫଳ ହୋଇଥିଲା। ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ସରକାରଙ୍କୁ ଝଟ୍କା ଦେଇଛି ସିଆଇଆଇ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ରୁ...





















