ଓଡ଼ିଶାଲାଇଭ ବ୍ୟୁରୋ

ମରୁଡ଼ି ଘୋଷଣା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ।

ରାଜ୍ୟରେ ଦିନକୁ ଦିନ ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି। କେଉଁଠି ଋଣ ବୋଝରେ ଚାଷୀ ଅତ୍ମହତ୍ୟା କଲେଣି ତ ଆଉ କେଉଁଠି ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇଲେଣି। ସେମିତି ଏକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖାସବାହାଲ ଓ ଦୋହଲପଡ଼ା ଗାଁରେ।

ଚାଷ ଜମିକୁ ଜଳ ସେଚନ ସୁବିଧା, ମରୁଡ଼ି ଘୋଷଣା ସହ ଫସଳ ବୀମା ଦାବିରେ ଚାଷୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଦାବି ନେଇ ଭବାନିପାଟଣା ଓ ଖଡ଼ିଆଳ ରାସ୍ତା ରୋକ କରିଛନ୍ତି ନିଖିଳ ଉତ୍କଳ ଚାଷୀ ମୂଲିଆ ସଙ୍ଗଠନ।  ଫଳରେ ସେଠାରେ ଗମନାଗମନ ଠପ୍ ହୋଇଛି।

ଦୀର୍ଘଦିନରୁ ଚାଷୀମାନେ ଏହି ସବୁ ଦାବି ନେଇ ଲିଖିତ ଭାବେ ଅଭିଯୋଗ କରିଆସୁଥିଲେ। ହେଲେ ଏନେଇ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲେ। ଫଳରେ ଚାଷୀମାନେ ରାସ୍ତା ଅବରୋଧ

Comment