ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରର ବାରାମୂଳା ଜିଲ୍ଲା ସପୋରରେ ଆତଙ୍କବାଦୀ ସିଆରପିଏଫ୍‌ର କ୍ୟାମ୍ପ ଉପରେ ଗ୍ରେନେଡ ବିସ୍ପୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଦୁଇ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆତଙ୍କବାଦୀଙ୍କୁ ଧରିବା ପାଇଁ ସଂପୃକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଅପରରେସନ ସମୟରେ ସପୋରରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି।

ସେପଟେ ବାରାମୂଳା ଏବଂ ବାନ୍ଦୀପୁରାରେ ଆତଙ୍କୀ – ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ଚାଲିଛି।

Comment