ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ।

ଖରାର ପ୍ରକୋପ ବଢ଼ୁଥିବାରୁ ସରକାର ଖରାଛୁଟି ଘୋଷଣା କରିଛନ୍ତି। ଆଜିଠୁ ବନ୍ଦ ରହିବ ସମସ୍ତ ସ୍କୁଲ।

ଖରାର ପ୍ରକୋପ ବଢ଼ୁଥିବାରୁ ସରକାର ସ୍କୁଲଗୁଡ଼ିକ ଛୁଟି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏପ୍ରିଲ ୨ ତାରିଖରୁ ସରକାର ସକାଳୁଆ ସ୍କୁଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲୁଥିଲା। କିନ୍ତୁ ଭୀଷଣ ଖରା ପାଇଁ ସରକାର ଆଜିଠୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

Comment