ଓଡ଼ିଶାଲାଇଭ ବ୍ୟୁରୋ

ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛିା ବାଲେଶ୍ୱର ଖନ୍ତପଡ଼ା ଷ୍ଟେସନ ନିକଟରେ ଟ୍ରେନରେ ନିଆଁ ଲାଗିଥିବା ଜଣାପଡ଼ିଛିା ଫଳରେ ଷ୍ଟେସନ ନିକଟରେ ଟ୍ରେନଟି ଅଟକି ରହିଛିା

କେଉଁ କାରଣରୁ ଟ୍ରେନରେ ନିଆଁ ଲାଗିଲା ତାହା ଜଣାପଡ଼ିନିା ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛିା

ଅଗ୍ନିକାଣ୍ଡ ଖବର ପାଇ ବାଲେଶ୍ୱର ଓ ସୋରରୁ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ତେବେ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛିା ସେହି ବଗିରୁ ଯେମିତି ଅନ୍ୟ ବଗିକୁ ନିଆଁ ନ ବ୍ୟାପେ ସେ ପ୍ରତି ଅଗ୍ନିଶର୍ମ କର୍ମଚାରୀ ଅଧିକ ଧ୍ୟାନ ଦେଉଛନ୍ତିା

Comment