ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ଶ୍ରୀନଗରରେ ପୁଣିଥରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀନଗରର ହରି ସିଂ ରୋଡ ଉପରେ ଯବାନଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡ଼ କରିଛନ୍ତି।

ଗ୍ରେନେଡ ଆକ୍ରମଣରୁ ଯବାନ ବର୍ତ୍ତି ଯାଇଥିଲେ ମଧ୍ୟ ୧୫ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି।

ଏହାପୂର୍ବରୁ ଅକ୍ଟୋବର ୨୯ ତାରିଖରେ ପୁଲଓ୍ୱାମାରେ ସିଆରପିଏଫ୍‌ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ।

Comment