ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷୟୁକ୍ରେନ ଯୁଦ୍ଧ ସପ୍ତମ ଦିନରେ ପହଞ୍ଚିଛି। ରୁଷ କବ୍‌ଜାକୁ ୟୁକ୍ରେନର ଖେରସନ ସହର ଯିବା ପରେ ଏବେ ରାଜଧାନୀ କ୍ଵିଭ ଉପରେ ରୁଷର ନଜର ରହିଛି। ରୁଷ-ୟୁକ୍ରେନ ଯୁଦ୍ଧର ୬ ଦିନରେ ୬ ହଜାର ରୁଷ ସୈନିକଙ୍କୁ ମାରିଥିବା ଦାବି କରିଛି ୟୁକ୍ରେନ।

  • ୟୁକ୍ରେନ ରାଜଧାନୀ କ୍ଵିଭ ଉପରେ ଚାଲିଛି ଘନ ଘନ ବୋମା ମାଡ଼
  • ୟୁକ୍ରେନର ସୁମି ଅଞ୍ଚଳରୁ ଫେରୁଛନ୍ତି ରୁଷ ସେନା – ୟୁକ୍ରେନ
  • ଖାରକିଭରେ ରୁଷ ସେନାଙ୍କ ବୋମାମଡ଼ରେ ୨୧ ୟୁକ୍ରେନ ବାସିନ୍ଦାଙ୍କ ମୃତ୍ୟୁ
  • ବର୍ତ୍ତମାନ ପର୍ଯ୍ୟନ୍ତ ଅପେରେସନ ଗଙ୍ଗା ଅନ୍ତର୍ଗତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଧରି ଫେରିଲାଣି ୯ଟି ବିମାନ
  • ୟୁକ୍ରେନ ମିଲିଟାରି ହସ୍ପିଟାଲ ମାଟିରେ ମିଶାଇଲେ ରୁଷ ସେନା
  • ଯୁଦ୍ଧ ଭୟରେ ପୋଡ଼ୋଶୀ ଦେଶରେ ଆଶ୍ରୟ ନେଇଛନ୍ତି ୬ ଲକ୍ଷ ୭୭ ହଜାର ୟୁକ୍ରେନ ବାସିନ୍ଦା
  • ନିଜ ଉପରେ ଲାଗିଥିବା ପ୍ରତିବନ୍ଧକର ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଛି ରୁଷ

  • ଖେରସନ ସହରକୁ କବ୍‌ଜାକୁ ନେଲା ରୁଷ
  • ୟୁକ୍ରେନକୁ ସେନା ପଠାଇବ ବେଲାରୁଷ
  • ରୁଷକୁ ସହଯୋଗର ହାତ ବଢ଼ାଇଲା ବେଲାରୁଷ
  • ବୁଧବାର ପୁଣି ହେବ ରୁଷୟୁକ୍ରେନ ଆଲୋଚନା
  • ବୁଖାରେଷ୍ଟ ଏୟାରପୋର୍ଟରେ ପହଞ୍ଚିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆ
  • ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ସହ କଥା ହେଲେ ସିନ୍ଧିଆ
  • ପରମାଣୁ ଅସ୍ତ୍ରଶସ୍ତ୍ରର ଆଲର୍ଟ ଲେବଲ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ ନାଟୋ
  • ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବାକୁ ପ୍ରସ୍ତୁତ ଭାରତୀୟ ବାୟୁସେନା ବିମାନ

Comment