ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶାଲାଇଭ୍‌କୁ ପ୍ରଜ୍ଞାଙ୍କ ସ୍ଵତନ୍ତ୍ର ସାକ୍ଷାତକାର
  • ଆଜି ସନ୍ଧ୍ୟା ୫ଟାରେ ଦେଖନ୍ତୁ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ ଚାନେଲରେ

ପ୍ରଜ୍ଞା ରଞ୍ଜନ ଖଟୁଆ। ଓଡ଼ିଶାର ଘରେ ଘରେ ପରିଚିତ ଗୋଟେ ନାଁ। ସେ ଜଣେ ଏମିତି ଅଭିନେତା ଯାହାଙ୍କ ମୁହଁର ଏକ୍ସପ୍ରେସନ ଦେଖିଲେ ଲୋକେ ହସନ୍ତି, ଆଉ ତାଙ୍କ ମୁହଁରୁ ପଦେ ଡାଏଲଗ ଶୁଣିଲେ ହସି ହସି ବେଦମ ହୁଅନ୍ତି। ସେଇଥିପାଇଁ ଛୋଟ ପରଦା ହେଉକି ବଡ଼ ପରଦା ସବୁଠି ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ବାନ୍ଧି ରଖିପାରେ।ମଞ୍ଚ ଅଭିନୟଠାରୁ ସିନେମା, ପ୍ରଜ୍ଞା ନିଜର ନିଆରା ଅନ୍ଦାଜରେ ହାସ୍ୟ ଅଭିନୟର ସାଙ୍ଗିଆ ବଦଳେଇ ଦେଇଛନ୍ତି। ସମସ୍ତଙ୍କୁ ହସର ଖୋରାକ ଯୋଗାଉଥିବା ପ୍ରଜ୍ଞାଙ୍କ ଜୀବନରେ ବି ରହିଛି ଅନେକ ସଂଘର୍ଷର କାହାଣୀ।

ପ୍ରଜ୍ଞାଙ୍କ ଅଭିନୟ ଜୀବନର ସେହି ସଂଘର୍ଷ ଓ ସଫଳତାର କାହାଣୀ ଦେଖନ୍ତୁ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ ଚାନେଲରେ ଆଜି ସନ୍ଧ୍ୟା ୫ଟା ସମୟରେ।

#PrajnyaRanjanKhatua #OdiaCinema #comedianpragyankhatua #ପ୍ରଜ୍ଞାରଞ୍ଜନଖଟୁଆ #କମେଡିଆନପ୍ରଜ୍ଞା

Comment