କଟକ ସହରର ଯୁବବର୍ଗଙ୍କ ଭିତରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି – ସେରୋ ସର୍ଭେ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ତିଆରି ହେଲାଣି। ତେବେ ବୟସ୍କଙ୍କ ଅପେକ୍ଷା ଯୁବଗୋଷ୍ଠୀଙ୍କ ମଧ୍ୟରେ ସବୁଠୁ ବେଶୀ ଆଣ୍ଟିବଡି ବିକଶିତ ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ...

ଟିକସ-ଆତଙ୍କବାଦରୁ ଏବେ ଟିକସ-ସ୍ୱଚ୍ଛତା ଆଡ଼କୁ ଆଗେଇଛି ଦେଶ: ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ଆଇଟିଏଟିର ନୂଆ ବିଲ୍ଡିଂ ଲୋକାର୍ପିତ ଭର୍ଚୁଆଲ୍ ମୋଡ୍‌ରେ ବିଲ୍ଡିଂ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ରମନ୍ତ୍ରୀ ଚଳିତବର୍ଷ ଆୟକର ବ୍ୟବସ୍ଥାରେ ନୂଆ ଢାଞ୍ଚା...

କଟକ ମାଲ‌ଗୋଦାମରେ ନକଲି ମସଲା କାରଖାନା ଠାବ

ଓଡ଼ିଶାଲାଇଭ୍ ବ୍ୟୁରୋ ରଙ୍ଗ, କେମିକାଲ୍ ସହ ୧୫ କ୍ୱିଣ୍ଟାଲ୍ ସାମଗ୍ରୀ ଜବତ ମାଲିକଙ୍କ ସମେତ ଦୁଇ କର୍ମଚାରୀ ଗିରଫ କଟକ: କଟକ ମାଲଗୋଦାମ ଅଞ୍ଚଳରେ ବୁଧବାର ଏକ ନକଲି ମସଲା ତିଆରି କାରଖାନା ଠାବ...

ସୋଆ ଏନ୍ଏସ୍ଏସ୍‌ର ଉନ୍ନତ ଭାରତ ଅଭିଯାନ ଅନୁଷ୍ଠିତ, କରୋନା ସଚେତନତା ସହ ମାକ୍ସ ବାଣ୍ଟିଲେ ସ୍ଵେଚ୍ଛାସେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଏନ୍ଏସ୍ଏସ୍ ପକ୍ଷରୁ ବୁଧବାର ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋଆ ଏନ୍ଏସ୍ଏସ୍‌ର ସ୍ୱେଚ୍ଛାସେବୀମାନେ ଭୁବନେଶ୍ୱର ଉପକଣ୍ଠ ଜାମୁଝରି ଗାଁର...

କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ ବେଞ୍ଚ କାର୍ଯ୍ୟାଳୟକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ଉଦଘାଟିତ ହେଲା ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି) ବେଞ୍ଚ। ବୁଧବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି। ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର...

ପୁରୀ: ନୁଆଗଡ଼ ପଞ୍ଚାୟତରେ ନୂଆ ଆଧାର ସଂଶୋଧନ କେନ୍ଦ୍ର ଉଦ୍‌ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୁଆଗଡ଼ ପଞ୍ଚାୟତରେ ସୋମବାର ଏକ ନୂତନ ଆଧାର ସଂଶୋଧନ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଜିଲ୍ଲା କମନ ସର୍ଭିସ ସେଣ୍ଟରର ମୁଖ୍ୟ ସୁନିଲ୍...

ପୁରୀ ‘ବ୍ଲୁ ଫ୍ଲାଗ’ ବେଳାଭୂମିରେ ‘ଦି ହ୍ଵାଇଟ୍ କ୍ରାବ୍’ କାଫେଟେରିଆ, ପର୍ଯ୍ୟଟକ ପାଇବେ ଓଡ଼ିଆ ଖାଦ୍ୟର ମଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ 'ବ୍ଲୁ ଫ୍ଲାଗ' ବେଳାଭୂମିରେ ପର୍ଯ୍ୟଟକଙ୍କୁ ଓଡ଼ିଆ ରୁଚିପୁର୍ଣ୍ଣ ଖାଦ୍ୟ ତଥା ସି ଫୁଡ୍‌ର ମଜା ଦେବା ପାଇଁ ଓଟିଡିସି ପକ୍ଷରୁ 'ଦି ହ୍ଵାଇଟ୍ କ୍ରାବ୍' କାଫେଟେରିଆର ଶୁଭାରମ୍ଭ ହୋଇଛି। ଶୁକ୍ରବାର...

ନୂଆ ଉଦ୍ୟମ ‘ସେନ୍ସିକେୟାର’ –  ରାଜଧାନୀର ବରିଷ୍ଠ ନାଗରିକଙ୍କୁ ଯୋଗାଇବ ସବୁ ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରର ବରିଷ୍ଠ ନାଗରିକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବା ପାଇଁ ଏକ ନୂଆ ଉଦ୍ୟମ ଆରମ୍ଭ ହୋଇଛି। ଆମେରିକାରେ ଥିବା ଏକ ଷ୍ଟାର୍ଟଅପ କମ୍ପାନି ଏହି ଉଦ୍ୟମର ମୂଳରେ ରହିଛି।...

ବଡ଼ଓଷାରେ ଭକ୍ତଶୂନ୍ୟ ହେବ ଧବଳେଶ୍ଵର ପୀଠ, ଲାଗୁ ହେବ ୧୪୪ ଧାରା

ଓଡ଼ିଶାଲାଇଭ୍ ବ୍ୟୁରୋ ଧବଳେଶ୍ଵର ପୀଠକୁ ଭକ୍ତଙ୍କ ପ୍ରବେଶ ନିଷେଧ ନୀତିକାନ୍ତି ପୂର୍ବରୁ ସେବାୟତଙ୍କ ହେବ କୋଭିଡ୍ ପରୀକ୍ଷା କଟକ: ଚଳିତବର୍ଷ ବିନା ଭକ୍ତରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ବଡ଼ଓଷା ପର୍ବ ପାଳିତ ହେବ। ଏହି...

ଭୁବନେଶ୍ୱର: ‘ସେନ୍ସିକେୟାର୍’ ଷ୍ଟାର୍ଟ୍ଅପ୍‌ର ଶୁଭାରମ୍ଭ, ଘରେ ବସି ସମସ୍ତ ସୁବିଧା ପାଇପାରିବେ ବରିଷ୍ଠ ନାଗରିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ‘ସେନ୍ସିକେୟାର୍’ (SenCiCare) ନାମକ ଏକ ଷ୍ଟାର୍ଟ୍ଅପ୍‌ର ଶୁଭାରମ୍ଭ ହୋଇଛି।  ଆମେରିକାର ଜଣେ ସାମାଜିକ ଉଦ୍ୟୋକ୍ତା ପ୍ଲାବନ ମହାପାତ୍ର ଏହି ଷ୍ଟାର୍ଟ୍ଅପ୍‌ର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ଵରରେ...