ଲୋକାର୍ପିତ ହେଲା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ହେଲା। ଲୋକାର୍ପିତ ହେଲା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ବୁଧବାର ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର...

ଲୋକାର୍ପଣ ହେଲା କୋରାପୁଟ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକାର୍ପଣ ହେଲା କୋରାପୁଟର ବହୁ ପ୍ରତୀକ୍ଷିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହାକୁ ଉଦ୍‌ଘାଟନ କରିଛନ୍ତି। ମେଡିକାଲ କଲେଜ ଲୋକାର୍ପଣ ହେବା...

ଲୋକକଳା ମାଧ୍ୟମରେ ‘ଦୁଃସ୍ଥ ଦାଦନ’ ରୋକିବା ପାଇଁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪ ଜିଲ୍ଲାରେ ଦୁଃସ୍ଥ ଦାଦନ ରୋକିବା ପାଇଁ ହେବ ସଚେତନତା ଲୋକକଳା ମାଧ୍ୟମରେ କରାଯିବ ସଚେତନ କଳାହାଣ୍ଡି, ବରଗଡ଼, ବଲାଙ୍ଗିର ଏବଂ ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା ଅଭିଯାନ ସଂସ୍କୃତି...

ଲୋକ ଉତ୍ସବରେ ପରିଣତ ହୋଇଛି ବରଗଡ଼ ଧନୁଯାତ୍ରା

ଅଶୋକ ବହିଦାର ବରଗଡ଼ ସହର ଓ ଅମ୍ବାପାଲି ଗାଁରେ ସୀମିତ ହୋଇ ରହିନାହିଁ ଧନୁଯାତ୍ରା। ବରଗଡ଼ ଜିଲ୍ଲାରେ ଏହା ଲୋକ ଉତ୍ସବରେ ପରିଣତ ହୋଇଛି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନ୍ୟ ସ୍ଥାନର ଧନୁଯାତ୍ରା ପାଇଁ...

ଲାଲକିଲ୍ଲାରୁ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୭୧ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଛୋଟ ଭାଷଣରେ ୧୧ଟି ବଡ଼ କଥା କହିଥିଲେ। ୪ ବର୍ଷ ମଧ୍ୟରେ ମୋଦିଙ୍କ ଏହା ହେଉଛି ଅଳ୍ପ ସମୟର ଭାଷଣ।...

ଲାଗିଲା କଟକଣା: ଭିସୁଟକୁ ସର୍ଟ ଡ୍ରେସ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଷାକ ପରିଧାନକୁ ନେଇ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି (ଭିସୁଟ) ପକ୍ଷରୁ ଲାଗିଲା କଟକଣା। ଆଗାମୀ ଟେକ୍ନୋ କଲଚରାଲ ଫେଷ୍ଟିଭାଲ ୨୦୨୪ରେ ଛାତ୍ରଛାତ୍ରୀମାନେ ପାରମ୍ପରିକ ପୋଷାକ ପରିଧାନ...

ରାବଣ ପୋଡ଼ି ଉତ୍ସବରେ ମୋଦୀ – ‘‘ଉତ୍ସବ ହେଉଛି ସାମାଜିକ ଜୀବନର ପ୍ରାଣତତ୍ତ୍ୱ’’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟ। ଏହି ଅବସରରେ ସବୁଠି ଚାଲିଛି ରାବଣ ପୋଡ଼ି। ଦ୍ୱାରକା ସେକ୍ଟର ୧୦ସ୍ଥିତ ଦଶହରା ପଡ଼ିଆରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ...

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ – “ମଜଭୁତ ହେଉଛି ଓଡ଼ିଶାର ଅର୍ଥନୀତି”

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।...

ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ଉଦଯାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ପୁରୀ): ରାଜ୍ୟ ସରକାର, ୟୁନିସେଫ ଓ ଆକ୍ସନ ଏଡର ମିଳିତ ସହଯୋଗରେ ପୁରୀଠାରେ ଆୟୋଜିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ୟୁନିସେଫ...

ରାଜ୍ୟରେ ଦାରିଦ୍ର୍ୟ ହାର ୨୫ ପ୍ରତିଶତ କମିଛି – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଦାରିଦ୍ର୍ୟର ହାର କମୁଛି। ସରକାରଙ୍କର ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଯୋଗୁଁ ଗରିବୀ ୨୫ ପ୍ରତିଶତ କମିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ୭୧ତମ ସ୍ୱାଧୀନତା ଦିବସ ପାଳନ...