ଭାରତରେ କୋଭିଡ୍‌ ମୁକାବିଲା ପାଇଁ ଡାକ୍ତରଖାନାରେ ଆରମ୍ଭ ହେଲା ମକ୍ ଡ୍ରିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଇନା ସମେତ ବିଶ୍ଵର ବିଭିନ୍ନ ଦେଶରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବା ବେଳେ ଭାରତ ଏହାର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ମଙ୍ଗଳବାର ସମସ୍ତ ରାଜ୍ୟ ଓ...

ଘରୋଇ ଡାକ୍ତରଖାନାରେ ୮୦୦ ଓ ସରକାରୀ ଡାକ୍ତରଖାନାରେ ୩୨୫ ଟଙ୍କାରେ ମିଳିବ କୋଭିଡ ନାଜଲ ଭ୍ୟାକ୍ସିନ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ୧୯ର ମୁକାବିଲା ଲାଗି ସରକାର ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଏହାକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରାଯିବ। ବର୍ତ୍ତମାନ ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି।...

କର୍ଣ୍ଣାଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ ଏବଂ ଜାପାନ ଭଳି ୫ଟି ଦେଶରେ କୋଭିଡ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିବାବେଳେ ଆଗୁଆ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ମାସ୍କ ପରିଧାନ ସହ...

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା: ଘରୋଇ ଡାକ୍ତରଖାନାରେ ଉପକୃତ ହୋଇଛନ୍ତି ୬.୩୧ ଲକ୍ଷ ହିତାଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ୨୦୨୨ ମସିହା ଡିସେମ୍ବର ୨୫ ତାରିଖ ସୁଦ୍ଧା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ପ୍ରାୟ ୬.୩୧ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଘରୋଇ ଡାକ୍ତରଖାନାରେ ଉଚ୍ଚମାନର ଚିକିତ୍ସା ଯୋଗାଇ ଦିଆଯାଇଛି।...

କୋଭିଡ୍ ମୁକାବିଲା ପାଇଁ ଆସିଲା ନାଜାଲ୍ ଭ୍ୟାକ୍ସିନ୍ ‘ଇନକୋଭ୍ୟାକ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କୋଭିଡ୍ ଟୀକାକରଣ ଲାଗି କେନ୍ଦ୍ର ସରକାର ଭାରତ ବାୟୋଟେକ୍‌ର ନାଜାଲ୍ ଭ୍ୟାକ୍ସିନ୍ ‘ଇନକୋଭ୍ୟାକ୍’କୁ ମଞ୍ଜୁରୀ ଦେଇଛନ୍ତି। କୋ-ୱିନ ଆପରେ ବୁକିଂ ପାଇଁ ଏହି ନାଜାଲ୍ ଭ୍ୟାକ୍ସିନକୁ ସାମିଲ କରାଯାଇଛି। ଏହା...

ସ୍କୁଲକୁ ଫେରିବ ମାସ୍କ: ଛାତ୍ରଛାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ, ଜାପାନ ଏବଂ ଆମେରିକା ଆଦି ୫ଟି ଦେଶରେ କୋଭିଡର ସ୍ଥିତି ଚିନ୍ତା ବଢ଼ାଇଥିବାବେଳେ କୋଭିଡ ପରିସ୍ଥିତିର ମୁକାବିଲା ଲାଗି ଆଗୁଆ ପଦକ୍ଷେପ ନେଉଛନ୍ତି ଓଡ଼ିଶା ସରକାର। କୋଭିଡ ମୁକାବିଲା ପାଇଁ...

କୋଭିଡ ସଂକ୍ରମିତ ୫ ଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ‘ଏୟାର ସୁବିଧା’ ଫର୍ମ ପୂରଣ କରିବା ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଆରମ୍ଭ ହୋଇଛି କୋଭିଡ ଭୟ। ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଏବଂ ଥାଇଲାଣ୍ଡ ଭଳି ଦେଶରେ କୋଭିଡ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। କୋଭିଡ ମୁକାବିଲା ଲାଗି ଆଗୁଆ...
oxygen_covid19

କୋଭିଡ ନିୟମ କଡ଼ାକଡ଼ି: ଅସ୍କିଜେନ ସିଲିଣ୍ଡର ମହଜୁଦ ରଖିବାକୁ ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ, ଜାପାନ ଏବଂ ଆମେରିକା ଆଦି ୫ଟି ଦେଶରେ କୋଭିଡ ସ୍ଥିତି ଅଣାୟତ ହେବାରେ ଲାଗିଛି। କୋଭିଡର ନୂଆ ଭେରିଏଣ୍ଟ ବିଏଫ .୭କୁ ନେଇ ଏବେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି।...

କୋଭିଡ ପାଇଁ ରାଜ୍ୟରେ ଜାରି ହେଲା ନୂଆ ଆଡଭାଇଜରି

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ, ଜାପାନ ଏବଂ ଆମେରିକା ଭଳି ୫ଟି ଦେଶରେ କୋଭିଡ ସ୍ଥିତି ବିଗିଡ଼ିବାରେ ଲାଗିଛି। କୋଭିଡର ନୂଆ ଭେରିଏଣ୍ଟ ବିଏଫ.୭କୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି।...

କୋଭିଡକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ଵପୂର୍ଣ୍ଣ ବୈଠକ: ଆସିବ ନୂଆ ଆଡଭାଇଜରି

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ, ଜାପାନ ଏବଂ ଆମେରିକା ଭଳି ୫ଟି ଦେଶରେ କୋଭିଡ ସ୍ଥିତି ବିଗିଡ଼ିବାରେ ଲାଗିଛି। କୋଭିଡର ନୂଆ ଭେରିଏଣ୍ଟ ବିଏଫ-୭କୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା...