National

ଇଚ୍ଛା ଥିଲେ ବି ଏହି ବଲିଉଡ ଆକ୍ଟର ଦେଇପାରିବେ ନାହିଁ ଭୋଟ୍?

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି। ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏହି ଲୋକସଭା ନିର୍ବାଚନରେ ସବୁ...

ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ନେଇ କେରଳରେ ପ୍ରଚାର ଆରମ୍ଭ କଲେ ରାହୁଲ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି କେରଳ ଗସ୍ତ କରିଥିଲେ। ଗସ୍ତକରି ସେ ଥିରୁନେଲି ମନ୍ଦିର ଯାଇଥିଲେ। ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ରାହୁଲ ଏହି ସମୟରେ ଧୋତି...

ନାତି ପାଇଁ ନିର୍ବାଚନ ମଇଦାନ ଛାଡ଼ିଲେ ଶରଦ ପାୱାର

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଏଥର ଏନସିପିରୁ ନିର୍ବାଚନ ଲଢ଼ୁନାହାନ୍ତି ବରିଷ୍ଠ ନେତା ଶରଦ ପାୱାର। ଯେଉଁ ଆସନରୁ ସେ ନିର୍ବାଚନ ଲଢ଼ିଆସୁଥିଲେ ଏଥର ସେହି ଆସନରୁ ତାଙ୍କ ନାତି ନିର୍ବାଚନ ଲଢ଼ିବେ। ଯେଉଁଥିପାଇଁ ଶରଦ...

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ଲୋକପ୍ରିୟ ଟିକଟକ ଆପ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକପ୍ରିୟ ମ୍ୟୁଜିକାଲ ଆପ ଟିକଟକକୁ ବ୍ୟାନ କରାଯାଇଛି। ଗୁଗୁଲ ଦ୍ୱାରା ଏହି ଆପକୁ ବ୍ଲକ କରିଦିଆଯାଇଛି। ଏହାର ଅର୍ଥ ହେଉଛି ଟିକଟକ ଆପ ଆଉ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ...
Election Update 2PM

Election Update @2PM (୧୭ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ବୁଥରେ ପହଞ୍ଚୁଛନ୍ତି ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ରାଜ୍ୟରେ ୫ ଟି ଲୋକସଭା ବରଗଡ଼,...

ରାମଦେବଙ୍କ ୟୁ-ଟର୍ଣ୍ଣ!

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ମଙ୍ଗଳବାର ଯୋଗଗୁରୁ ବାବା ରାମଦେବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଦେଶ ସୁରକ୍ଷିତ ଅଟେ। ଜୟପୁର ଆସନ ଲାଗି ବିଜେପି ପ୍ରାର୍ଥୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ପ୍ରାର୍ଥିପତ୍ର ଦାଖଲ...

ଝଡ଼ବର୍ଷାରେ ୨୮ ମୃତ, ଆଜି ବି ଆଲର୍ଟ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ବହୁ ରାଜ୍ୟରେ ଘଡ଼ଘଡ଼ି, ଝଡ଼ବର୍ଷା ସହ କୁଆପଥର ତାଣ୍ଡବ କରିଛିା ରାଜସ୍ଥାନରେ ଝଡ଼ବର୍ଷାରେ ୯ ଜଣଙ୍କର ମୃତ୍ୟୁ ଘଟିଛିା ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତିା ସେହିପରି ମଧ୍ୟପ୍ରଦେଶରେ ୧୩...
Election Update 11am

Election Update @11AM (୧୭ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ଆଜିଠୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଆରମ୍ଭ କରିବେ ନବୀନ ପ୍ରଥମ ୨ଟି ପର୍ଯ୍ୟ୍ୟାୟ ନିର୍ବାଚନ ଲାଗି ପ୍ରଚାର ପରେ ଏବେ ଫୋକସ ତୃତୀୟ...

ତୃଣମୂଳ କଂଗ୍ରେସ ପାଇଁ ପ୍ରଚାର ବାଂଲାଦେଶୀ ଷ୍ଟାରଙ୍କୁ ମହଙ୍ଗା ପଡ଼ିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ବାଂଲାଦେଶୀ ଅଭିନେତାଙ୍କୁ ମହଙ୍ଗା ପଡ଼ିଛି। ଗୃହ ମନ୍ତ୍ରାଳୟ ତାଙ୍କୁ କଳା ତାଲିକାଭୁକ୍ତ କରିବା ସହ ତୁରନ୍ତ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ...

‘ରାଫେଲ’ ପାଇଁ ବଦନାମ ଏହି ଗାଁ, ନାଁ ପରିବର୍ତ୍ତନ ପାଇଁ ସରକାରଙ୍କୁ ଗୁହାରି!

ଓଡ଼ିଶାଲାଇଭ ବ୍ୟୁରୋ ରାଫେଲ ଡିଲକୁ ନେଇ ବିବାଦ ଥମି ନଥିଲାବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଛତିଶଗଡ଼ର ଏକ ଗାଁଲୋକେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।  ଗାଁଲୋକେ ଏଭଳି ସମସ୍ୟାରେ ପଡ଼ିଛନ୍ତି...