National

ଲୋକସଭାରୁ ୫ କାର୍ଯ୍ୟଦିବସ ପାଇଁ ନିଲମ୍ବିତ ହେଲେ ୨୬ ସାଂସଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୨୬ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ। ୫ଟି କାର୍ଯ୍ୟଦିବସ ପାଇଁ ଏମାନଙ୍କୁ ନିଲମ୍ବିତ କରାଯାଇଛି। ୩୭୪ ଏ' ର ନିୟମ ଅନୁସାରେ...

ମଧ୍ୟପ୍ରଦେଶ ସଚିବାଳୟରେ ‘ବନ୍ଦେ ମାତରମ୍’ ଉପରେ ଲାଗିଲା ରୋକ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶରେ କଂଗ୍ରେସ ଗତ ନିର୍ବାଚନରେ ବିଜେପିକୁ ହରାଇ ଶାସନକୁ ଆସିଛି। ମଧ୍ୟପ୍ରଦେଶରେ ଏବେ କମଲନାଥଙ୍କ ସରକାର ଚାଲିଛି। ଗତ ୧୩ବର୍ଷ ଧରି ରାଜ୍ୟରେ ଯେଉଁ ପରମ୍ପରା ରହିଆସିଥିଲା ତାହା ଉପରେ ରୋକ...

ହ୍ୱାଟ୍‌ସଆପ୍‌ ଆଣୁଛି ନୂଆ ଫିଚର, ବ୍ୟବହାରକାରୀଙ୍କ କାମ ହେବ ସହଜ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯ରେ ହ୍ୱାଟ୍‌ସଆପ୍‌ରେ ସାମିଲ ହେବାକୁ ଯାଉଛି ମିଡିଆ ପ୍ରଭ୍ୟୁ, ଡାର୍କ ମୋଡ୍, କଣ୍ଟାକ୍ଟ ରାକିଙ୍ଗ ଭଳି ନୂଆ ଫିଚର। ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଇନଷ୍ଟେଣ୍ଟ ମେସେଜିଙ୍ଗ ଆପ୍‌ ହେଉଛି ହ୍ୱାଟ୍‌ସଆପ୍। ବର୍ତ୍ତମାନ...

ବଢୁଛି ସାରାଙ୍କ ଲୋକପ୍ରିୟତା, କ୍ୟାଟ୍ରିନାଙ୍କୁ ପଛରେ ପକାଇଲେ ସାରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏବେ ସାରାଙ୍କୁ ନେଇ ଆଉ ଏକ ଖବର ମୁଣ୍ଡ ଟେକିଛି। ସାରାଙ୍କ ହାତରେ ଏବେ ଆଉ ଗୋଟେ ଫିଲ୍ମର ଅଫର ରହିଛି। ଏହି ଫିଲ୍ମରେ ସାରା କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ପଛରେ...

ରାଫେଲ୍ ଡିଲ୍‌କୁ ନେଇ ଲୋକସଭାରେ ହଙ୍ଗାମା, ମୋଦିଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କଲେ ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଫେଲ୍ ଡିଲ୍ ସମ୍ପର୍କରେ ପ୍ରଶ୍ନ ପଚାରି ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି ରାହୁଲ ଗାନ୍ଧି। ରାଫେଲ୍ ଡିଲ୍‌କୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଆଜିର ବଡ଼ ଖବର (ଜାନୁଆରୀ ୦୨, ୨୦୧୯)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବା ପାଇଁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ 'ଆଜିର ବଡ଼ ଖବର'। ଆହୁରି ୨୪ ଘଣ୍ଟା ଶୀତ, ଭୁବନେଶ୍ୱରରେ ପାରଦ ୧୦ ଡିଗ୍ରୀ ତଳେ ଓଡ଼ିଶାରେ ଆହୁରି ୨୪...

ୟୁନେସ୍କୋରୁ ଅଲଗା ହେଲେ ଆମେରିକା ଓ ଇସ୍ରାଏଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇସ୍ରାଏଲ ବିରୋଧୀ କାର୍ଯ୍ୟ କରୁଥିବାରୁ ଆମେରିକା ଓ ଇସ୍ରାଏଲ ୟୁନେସ୍କୋଠାରୁ ଅଲଗା ହୋଇଛି। ସଂଯୁକ୍ତ ରାଷ୍ଟ୍ର ଶୈକ୍ଷଣିକ,ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ(ୟୁନେସ୍କୋ)ଠାରୁ ଅଲଗା ହୋଇଛନ୍ତି ଆମେରିକା ଓ ଇସ୍ରାଏଲ। ସଂଯୁକ୍ତ ରାଷ୍ଟ୍ରର ଏହି...

ରାଫେଲ ମାମଲାର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ଯୁଦ୍ଧ ବିମାନ ରାଫେଲ ପ୍ରସଙ୍ଗରେ ଦେଇଥିବା ରାୟ ଉପରେ ପୁନର୍ବିଚାର କରିବା ପାଇଁ ଆବେଦନ ହୋଇଛି। ରାଫେଲ ମାମଲାରେ ପୁନର୍ବିଚାର ପାଇଁ  ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ...

୨୦୧୯ରେ ନବୀନ ନୁହେଁ, ମମତା ହେବେ ‘କିଙ୍ଗମେକର’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀଙ୍କ ପାଇଁ ୨୦୧୮ ବର୍ଷଟି ଏକ ମିଶ୍ରିତ ଉପଲବ୍ଧି ଥିଲା। ଗୋଟିଏ ପଟେ ଦେଶର ରାଜନୀତିରେ ତାଙ୍କ ଦବଦବା ବଢ଼ିଥିବା...

ନୂଆ ବର୍ଷର ପ୍ରଥମ ଦିନରେ ଭାରତରେ ଜନ୍ମନେଲେ ୬୯ ହଜାର ଶିଶୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ନୂଆ ବର୍ଷର ପ୍ରଥମ ଦିନରେ ଭାରତରେ ଜନ୍ମ ହେଲେ ସବୁଠାରୁ ଅଧିକ ଶିଶୁ। ନୂଆବର୍ଷର ପ୍ରଥମ ଦିନରେ ସବୁଠୁ ଅଧିକ ଶିଶୁ ଜନ୍ମ ନେବାରେ ଭାରତ ପ୍ରଥମ। ନବବର୍ଷ ଅର୍ଥାତ ଜାନୁଆରୀ ୧ରେ...