National

ମହାମାୟାଙ୍କ ମହାଷ୍ଟମୀ – କୋଭିଡ କଟକଣା ଭିତରେ ଚାଲିଛି ପୂଜାର୍ଚ୍ଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା। ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ ବି ରୀତିନୀତି ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି...

ଆଇପିଏଲ୍: ସନ୍ଧ୍ୟାରେ ସନରାଇଜର୍ସକୁ ଭେଟିବ କିଙ୍ଗସ୍ ଇଲେଭେନ୍ ପଞ୍ଜାବ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ଭେଟାଭେଟି ହେବାକୁ ଯାଉଛନ୍ତି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ। ବର୍ତ୍ତମାନ ପଞ୍ଜାବ ଓ ହାଇଦ୍ରାବାଦ...

କରୋନାରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ – ଉପ ନିର୍ବାଚନ ପୋଲିଂ ଅଧିକାରୀଙ୍କ ପାଇଁ ଅନୁକମ୍ପା ରାଶି...

ଓଡ଼ିଶାଲାଇଭ୍ ବ୍ୟୁରୋ ଉପନିର୍ବାଚନ ପାଇଁ ନିଯୁକ୍ତ ପୋଲିଂ ଅଫିସର ଓ ସୁରକ୍ଷା କର୍ମୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ଭାରତୀୟ ନିର୍ବାଚନ ଆୟୋଗ। ଯଦି ଏହି ନିର୍ବାଚନ ଅଧିକାରୀମାନେ ଡ୍ୟୁଟି କରୁ କରୁ...

ପ୍ରତିଶ୍ରୁତି ବିନା ସମ୍ଭବ କି ଭୋଟ୍ ଲଢ଼େଇ !

କମଳାକାନ୍ତ ପତି ଶାସକ ହୁଅନ୍ତୁ କି ବିରୋଧୀ ଦଳ, ନିର୍ବାଚନ ବେଳେ ବିନା ପ୍ରତିଶ୍ରୁତିରେ ମୈଦାନଙ୍କୁ ଓହ୍ଲାଇବା ସମ୍ଭବ ନୁହେଁ। ଗଣତନ୍ତ୍ର ଶାସନର ଆରମ୍ଭ କାଳରୁ ଏହି ଧାରା ଅବ୍ୟାହତ ରହି ଆସିଛି। ଭୋଟ୍...

ମେହବୁବା ମୁଫତିଙ୍କ ବିବାଦୀୟ ବୟାନ – “ଜମ୍ମୁ କଶ୍ମୀର ପତାକା ଆମକୁ ନମିଳିଲେ, ଜାତୀୟ ପତାକା ବି ହାତରେ...

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୧୪ ମାସ ପରେ ଆଜି ଏନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଯେ ପର୍ଯ୍ୟନ୍ତ ତାଙ୍କୁ ଜମ୍ମୁକଶ୍ମୀରର...

ପ୍ରଭାସଙ୍କ ଜନ୍ମଦିନରେ ରିଲିଜ ହେଲା ‘ରାଧେଶ୍ୟାମ’ ଫିଲ୍ମର ମୋଶନ ଭିଡିଓ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ରାଧେଶ୍ୟାମ’ର ନାଁ ଘୋଷଣା ହେବା ଦିନଠାରୁ ହିଁ ଏହି ଫିଲ୍ମ ଚର୍ଚ୍ଚାରେ ରହିଛି। ଆଜି ପ୍ରଭାସଙ୍କ ଜନ୍ମଦିନ ଅବସରରେ ଫିଲ୍ମର ନିର୍ମାତା ଏହି ଫିଲ୍ମର ଏକ ମୋଶନ...

ପୂର୍ବତନ କ୍ରିକେଟର କପିଲ ଦେବଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ପୂର୍ବତନ କ୍ରିକେଟର କପିଲ ଦେବ ହୃଦଘାତର ଶିକାର ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀର ଓଖାଲ ରୋଡ୍ ସ୍ଥିତ ଫରଟିସ୍ ଏସକର୍ଟ୍‌ସ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ଭର୍ତ୍ତି କରାଯାଇଛି।...

ଟିକଟକ୍ ପରେ ଏବେ ସ୍ନାକ୍ ଭିଡିଓ ବ୍ୟାନ୍ କରିବାକୁ ଚାଲିଛି ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଖୁବଶୀଘ୍ର ବ୍ୟାନ୍ ହେବାକୁ ଯାଉଛି ସର୍ଟ ଭିଡିଓ ଆପ୍ 'ସ୍ନାକ୍ ଭିଡିଓ'। ଚଳିତବର୍ଷ ଭାରତ ସରକାର ୨୦୦ରୁ ଅଧିକ ଚାଇନିଜ୍ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ କିଛି ଆପ୍‌କୁ ନାଁ...

ମୁମ୍ବାଇ: ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୧୬ ଘଣ୍ଟା ପରେ ବି ଲିଭୁନି ନିଆଁ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇର ନାଗପଡ଼ା ସ୍ଥିତ ସିଟି ସେଣ୍ଟର ସପିଂ ମଲ୍‌ରେ ଗୁରୁବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡକୁ ଦୀର୍ଘ ୧୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇପାରିନାହିଁ।...

୧୩୦ କୋଟି ଦେଶବାସୀଙ୍କୁ କୋଭିଡ୍ ଟିକା ଦେବା ପାଇଁ ଖର୍ଚ୍ଚ ହେବ ୫୦ ହଜାର କୋଟି!

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାର ୧୩୦ କୋଟି ଦେଶବାସୀଙ୍କ ପାଖରେ କରୋନା ଟିକା ପହଞ୍ଚାଇବା ପାଇଁ ମୋଟ ୫୦ ହଜାର କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। କରୋନା ଟିକା ପାଇବା ପାଇଁ ଭାରତରେ କୌଣସି...