National

ଭାରତରେ ୩୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା,  ୯୧୫୧ ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=4rj599iWHrQ]ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ସୋମବାର ସୁଦ୍ଧା ୩ଶହ ଟପିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା କରୋନାରେ ମୋଟ ୩୦୮ ଜଣ ବ୍ୟକ୍ତି ପ୍ରାଣ ହରାଇସାରିଲେଣି। ଭାରତରେ...

ଭୋଡାଫୋନ୍- ଆଇଡିଆ ଅଫର୍ : ଅନଲାଇନରେ ରିଚାର୍ଜ କଲେ ମିଳିବ କ୍ୟାଶବ୍ୟାକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଲକଡାଉନକୁ ଧ୍ୟାନରେ ରଖି ଭୋଡାଫୋନ୍ – ଆଇଡିଆ ଗ୍ରାହକମାନଙ୍କ ପାଇଁ ଏକ ଦମଦାର ଅଫର୍ ଆସିଛି। ଯେଉଁଥିରେ ଗ୍ରାହକମାନେ ଅନ୍ୟମାନଙ୍କ ରିଚାର୍ଜ କରି କ୍ୟାଶବ୍ୟାକ୍ ପାଇପାରିବେ। ଲକଡାଉନ୍ ପାଇଁ ଏବେ ଲୋକମାନେ ବାହାରକୁ...

ବଲିଉଡ ଷ୍ଟାର ବବି ଦେଓଲଙ୍କ ନିଆରା ଲଭଷ୍ଟୋରି – କେମିତି କରିଥିଲେ ପ୍ରପୋଜ୍?

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ଧର୍ମେନ୍ଦ୍ରଙ୍କ ସାନ ପୁଅ ବବି ଦେଓଲ୍ ତାନ୍ୟାଙ୍କୁ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ଏ ଦୁହିଁଙ୍କର ପ୍ରେମ କାହାଣୀ ବେଶ୍ ନିଆରା। ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ଦୁଇ ପୁଅ...

ଜାଣନ୍ତୁ, ରେଳଷ୍ଟେସନରେ କାହିଁକି ରହିଥାଏ ହଳଦିଆ ରଙ୍ଗର ଗାର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆପଣ ସବୁବେଳେ ଟ୍ରେନରେ ବସି ଯାତ୍ରା କରିଥିବେ। ଟ୍ରେନରେ ଯିବାକୁ ହେଲେ ଆପଣଙ୍କୁ ଷ୍ଟେସନର ପ୍ଲାଟଫର୍ମକୁ ଯିବାକୁ ପଡ଼ିଥାଏ। ଆପଣ ସେହି ସମୟରେ ଗୋଟିଏ କଥା ଲକ୍ଷ୍ୟ କରିଛନ୍ତି ଯେ, ଷ୍ଟେସନର...

ଆନ୍ଧ୍ରର ଚିଙ୍ଗୁଡି ଫାର୍ମରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆନ୍ଧ୍ର ପ୍ରଦେଶର ଏକ ଚିଙ୍ଗୁଡ଼ି ଫାର୍ମରେ ଓଡ଼ିଆ ଶ୍ରମିକଙ୍କୁ ଅଭିଯୋଗ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ଶ୍ରମିକମାନେ କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଫାମ୍ପୁଣୀ ଗ୍ରାମର ବୋଲି ଜଣା ପଡିଛି। କରୋନା...

୮୦ ଦଶକରେ ନଥିଲା ଅତ୍ୟାଧୁନିକ କ୍ୟାମେରା, କେମିତି ହୋଇଥିଲା ରାମାୟଣର ସୁଟିଂ?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଲକଡାଉନ୍ ମଧ୍ୟରେ ଡିଡି ନ୍ୟାସନାଲରେ ପ୍ରସାରିତ ସିରିଏଲ ରାମାୟଣର ଲୋକପ୍ରିୟତା ଆଜିବି କମିନି। ୮୦ ଦଶକରେ ଏହି ରାମାୟଣ ଲୋକମାନେ ପରିବାର ସହିତ ଏହି ସିରିଏଲକୁ ଦେଖୁଥିଲେ। ସିରିଏଲର କଳାକାରମାନଙ୍କ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ 

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ।...

କରୋନାକୁ ନେଇ ଅପଡେଟ୍ ଦେଲେ କେନ୍ଦ୍ର ସରକାର – ୮୩୫୬ ଆକ୍ରାନ୍ତ, ୨୭୩ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=SG23aQ3G7fo] କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ରବିବାର ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ଭାରତରେ ୧,୮୬,୯୦୬ଟି ନମୁନା ପରୀକ୍ଷଣ ହୋଇଛି। ସେମାନଙ୍କ ମଧ୍ୟରୁ...

ଅରୁଣ ବୋଥ୍ରା, ଓଟ କ୍ଷୀର ଓ ସ୍ୱଲୀନ ଶିଶୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇ ଚାମ୍ବୁରରେ ରହୁଥିବା ନେହା ସିହ୍ନା ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ କରି ଏକ ଟୁଇଟ କଲେ। ସେହି ଟୁଇଟରେ ସେ ଲେଖିଲେ,'ସାର, ମୋର ସାଢ଼େ ତିନି ବର୍ଷର ଛୁଆ ସ୍ୱଲୀନ (ଅଟିଜମ)ରୋଗରେ ପୀଡିତ।...

ପଞ୍ଜାବରେ ଲକଡାଉନ୍ ନିୟମ ଭାଙ୍ଗିଲେ ଲୋକ, ପୋଲିସ ଏଏସଆଇଙ୍କ ହାତ କାଟିଦେଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ଲକଡାଉନ୍ ନିୟମ ପାଳନ ନକରି ପୋଲିସ ଉପରକୁ ଆକ୍ରମଣ କଲେ କିଛି ଶିଖ୍ ଲୋକ। ପଞ୍ଜାବରେ ଲକଡାଉନ୍ ନିୟମ ଭାଙ୍ଗିଲେ ଲୋକେ। କେବଳ ସେତିକି ନୁହେଁ ପୋଲିସ୍ କର୍ମୀମାନେ ଏଥିପାଇଁ ସେମାନଙ୍କୁ ବାରଣ...