ଭୁବନେଶ୍ୱରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ‘ଭୁବନେଶ୍ଵର ଜିଲ୍ଲା ଗଠନ ସଂଘ’ ପକ୍ଷରୁ ଏହି ସ୍ମାରକପତ୍ର ଦିଆଯାଇଛି। ଏନେଇ ଶୁକ୍ରବାର ସଂଘ ପକ୍ଷରୁ ଭୁବନେଶ୍ଵର ବୁଦ୍ଧ...

ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ ବିଭାଗର ଅତିରିକ୍ତ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ଟି ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ୱ। ଶନିବାର ଦିନ ପ୍ରମିଳା ମଲ୍ଲିକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଶ୍ରମ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।  ଶୁକ୍ରବାର...

ସୋମାଲିଆ ଉପକୂଳରେ ଜଳଦସ୍ୟୁଙ୍କ କବଳରୁ ମୁକୁଳିଲା ଜାହାଜ, ୧୫ ଭାରତୀୟଙ୍କ ସହ ୨୨ ନାବିକଙ୍କୁ ଉଦ୍ଧାର କଲା ନୌସେନା

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ (ହାଇଜାକ) ହୋଇଥିବା ଜାହାଜ ‘ଏମଭି ଲିଲା ନୋର୍ଫୋକ୍’କୁ ଜଳଦସ୍ୟୁଙ୍କ କବଳରୁ ମୁକ୍ତ କରିଛି ଭାରତୀୟ ନୌସେନା। ଏଥିରେ ଥିବା ୧୫ ଜଣ ଭାରତୀୟ ନାବିକଙ୍କ ସମେତ...

ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ସାଂସଦ ଅର୍କକେଶରୀ ଦେଓ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ସାଂସଦ ଅର୍କକେଶରୀ ଦେଓ ଏବଂ ତାଙ୍କ ପତ୍ନୀ ମାଳବିକା ଦେଓ। ବୁଧବାର ଦିନ ଭୁବନେଶ୍ଵରସ୍ଥିତ ବିଜେପି କାର୍ଯ୍ୟାଳୟରେ ଉଭୟ ଦଳରେ ମିଶିଛନ୍ତି। ବିଜେପିର...

ବାଲିପାଟଣାରେ ଡିସେମ୍ବର ୨୦ରୁ ‘ଜୟଦେବ ଗୌରବ ସମ୍ମାନ ୨୦୨୩’: ସମ୍ମାନିତ ହେବେ ୨୫୦ରୁ ଊର୍ଦ୍ଧ୍ଵ ପ୍ରତିଭା

ଓଡ଼ିଶାଲାଇଭ୍ ବ୍ୟୁରୋ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାସ୍ଥିତ ଗୋରୁହାଟ ପଡ଼ିଆଠାରେ ଡିସେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ‘ଜୟଦେବ ଗୌରବ ସମ୍ମାନ ୨୦୨୩’...

‘ତେଜସ’ର ଟିଜର ରିଲିଜ, ଦମଦାର ଭୂମିକାରେ କଙ୍ଗନା ରାଣାୱତ

ଓଡ଼ିଶାଲାଇଭ୍ ବ୍ୟୁରୋ କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ତେଜସ'ର ଟିଜର ରିଲିଜ ହୋଇଛି। କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ତେଜସ'ର ରିଲିଜ ହୋଇଛି ଟିଜର। ଏହି ଚଳଚ୍ଚିତ୍ରରେ କଙ୍ଗନା ଭାରତୀୟ ବାୟୁସେନା ଭୂମିକାରେ...

ଅର୍ବାନ୍ ଇନ୍‌ଫ୍ରା ଗ୍ରୁପ୍ ଦ୍ଵାରା କ୍ରୁଟ୍ ସମ୍ମାନିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଅଭିନବ ନଗର ପରିବହନ ପ୍ରକଳ୍ପ ପରିଚାଳନା କରିବା ନିମନ୍ତେ ‘ମୋ ବସ’ ପରିଚାଳନା ସଂସ୍ଥା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାଂସପୋର୍ଟ୍ (କ୍ରୁଟ୍)କୁ ସମ୍ମାନିତ କରାଯାଇଛି। ଦ୍ଵିତୀୟ ଅର୍ବାନ୍ ଇନଫ୍ରା ବିଜନେସ୍ ସମିଟ୍...

ରେଳ ବଜେଟରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି

ଓଡ଼ିଶାଲାଇଭ୍ ବ୍ୟୁରୋ ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୧୦ ହଜାର ୧୨ କୋଟି ଟଙ୍କା। ରାଜ୍ୟ ସରକାର ଯେତିକି ମାଗିଥିଲେ କେନ୍ଦ୍ର ସରକାର ତା’ଠାରୁ ଅଧିକ ଦେଇଛନ୍ତି ବୋଲି ଶୁକ୍ରବାର ଦିନ କହିଛନ୍ତି କେନ୍ଦ୍ର...

୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରିଛି ମିଶନ ଶକ୍ତି – ବାସନ୍ତୀ ହେମ୍ବ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତି ଜିଲ୍ଲାରେ ହେବ ଗୋଟିଏ ଗୋଟିଏ ଇଣ୍ଡଷ୍ଟ୍ରିଆଲ ପାର୍କ ୫ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିଷ୍ଠା ହେବ ୫୦୦ଟି ମିଶନ ଶକ୍ତି ବଜାର ସ୍ଵୟଂ ସହାୟକ ଗୋଷ୍ଠୀ ସାମଗ୍ରୀର ବିକ୍ରି...

କଲବଲ କରୁଛି ଗରମ: ୪୦ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଓଡ଼ିଶାର ୬ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ଟପିଛି। ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି।...