ଚାଲିଛି ଫ୍ରିଡମ୍ ସେଲ୍ – ମିଳୁଛି ଆକର୍ଷଣୀୟ ଅଫର୍

ଓଡ଼ିଶାଲାଇଭ୍‌ ବିଜନେସ୍‌ ବ୍ୟୁରୋ ଦେଶର ତିନି ପ୍ରମୁଖ ଇ-କମର୍ସ ସଂସ୍ଥା ଆମାଜନ୍‌, ଫ୍ଲିପ୍‌କାର୍ଟ ଓ ରିଲାଏନ୍ସ ଡିଜିଟାଲ୍‌ ପକ୍ଷରୁ ଫ୍ରିଡମ୍‌ ସେଲ୍‌ ଆରମ୍ଭ ହୋଇଛି। ଏହିସବୁ ସଂସ୍ଥା ପକ୍ଷରୁ ଗ୍ରାହକମାନଙ୍କୁ ଅନେକ ଆକର୍ଷଣୀୟ ଅଫର୍‌...

5ଜି ସପୋର୍ଟ ସହିତ ଲଞ୍ଚ ହେଲା ଭିଭୋ S6, ଜାଣନ୍ତୁ ଫିଚର୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ପକ୍ଷରୁ ବୁଧବାର ଲଞ୍ଚ ହେଲା ନୂଆ Vivo S6। ଚୀନରେ ଏହି ସ୍ମାର୍ଟଫୋନ ଲଞ୍ଚ ହୋଇଛି। ଖୁବଶୀଘ୍ର ଏହା ଭାରତରେ ମଧ୍ୟ ଉପଲବ୍ଧ ହେବ।...

ଓଡ଼ିଶାରେ ବଜାର ନେତୃତ୍ୱ ସୁଦୃଢ଼ କରିଛି ରିଲାଏନ୍ସ ଜିଓ – ଅଗଷ୍ଟରେ ଯୋଡ଼ି ହୋଇଛନ୍ତି ୧.୯ ଲକ୍ଷ ନୂଆ ଗ୍ରାହକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଦୂରସଂଚାର ବଜାରରେ ନେତୃତ୍ଵ ସୁଦୃଢ଼ କରିଛି ଜିଓ ଅଗଷ୍ଟ ମାସରେ ଯୋଡ଼ି ହୋଇଛନ୍ତି ୧.୯ ଲକ୍ଷ ନୂଆ ଗ୍ରାହକ ଓଡ଼ିଶାରେ ୪୦ ପ୍ରତିଶତଗ୍ରାହକ ବଜାର ଅଂଶକୁ ଅତିକ୍ରମ କରିଛି ଜିଓ ଫାଇବର୍‌ର ଦ୍ରୁତ...

ରିଲାଏନ୍ସ ଜିଓର ନୂଆବର୍ଷ ଭେଟି – ଏଣିକି ୱାଇଫାଇରେ ଭଏସ୍ ଓ ଭିଡିଓ କଲିଂ କରିପାରିବେ ଜିଓ ଗ୍ରାହକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୱାଇଫାଇରେ ଭିଡିଓ ଏବଂ ଭଏସ୍‌ କଲିଂ ସେବା ଆରମ୍ଭ କଲା ରିଲାଏନ୍ସ ଜିଓ ରିଲାଏନ୍ସ ଜିଓ କମ୍ପାନି ତାର ଗ୍ରାହକମାନଙ୍କୁ ନୂଆବର୍ଷ ଭେଟି ଦେଇଛି। ୱାଇଫାଇରେ ଭିଡିଓ ଏବଂ ଭଏସ୍‌ କଲିଂ ସେବା...

ଜିଏସଟି ପରିଷଦର ୫୦ତମ ବୈଠକ: କ୍ୟାନସର ଏବଂ ଅନ୍ୟ ବିରଳ ରୋଗର ଔଷଧ ହେଲା ଟିକସମୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ ଜିଏସଟି ପରିଷଦର ୫୦ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ବସିଥିବା ଏହି ବୈଠକରେ କ୍ୟାନସର, କେତେକ ବିରଳ ରୋଗର ଔଷଧ ଓ ଅନ୍ୟ କିଛି ଜିନିଷ ଉପରୁ ଜିଏସଟି...

ସେୟାର ମାର୍କେଟ୍‌ରେ ବ୍ୟାପକ ହ୍ରାସ – ନିବେଶକାରୀ ହରାଇଲେ ୨.୮୦ଲକ୍ଷ କୋଟି  

ଓଡ଼ିଶାଲାଇଭ୍‌ ବ୍ୟୁରୋ  ମଙ୍ଗଳବାର ସେୟାର ବଜାରର ଉଭୟ ସୂଚକାଙ୍କରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ବଜାର ଆରମ୍ଭରେ ନିଫ୍ଟି ୧୦,୯୬୦ ଥିଲାବେଳେ କିଛି ସମୟ ମଧ୍ୟରେ ମାତ୍ର ୭ ପଏଣ୍ଟ ବୃଦ୍ଧି ହୋଇ ୧୦,୯୬୭ ହୋଇଥିଲା।...

‘ନନ୍ ଓଭେନ୍ ବ୍ୟାଗ’ ଦୁଇ ଭାଇଙ୍କୁ କରିଛି ସଫଳ ବ୍ୟବସାୟୀ, ମାସକୁ ରୋଜଗାର କରୁଛନ୍ତି ୧୦ ଲକ୍ଷ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ପରିବେଶ ଉପଯୋଗୀ ପଲିଥିନ୍ ବ୍ୟାଗ୍ ନିର୍ମାଣ କରୁଛନ୍ତି ଦୁଇ ଭାଇ କାକଟପୁର ଅଞ୍ଚଳରେ ନିର୍ମାଣ କରିଛନ୍ତି ପିକେ ଇଣ୍ଟରପ୍ରାଇଜେସ୍ କଟକ, ଭୁବନେଶ୍ୱରକୁ ଯୋଗାଉଛନ୍ତି କ୍ୟାରି ବାଗ୍ ମାସକୁ ବ୍ୟବସାୟ କରୁଛନ୍ତି...

ପବ୍ଲିକ୍‌ ଚାର୍ଜିଂ ପଏଣ୍ଟ୍‌ରେ ମୋବାଇଲ ଚାର୍ଜ ବସାଇଥିଲେ, ବ୍ୟାଙ୍କରୁ ଉଡ଼ିଗଲା ୫୦ ହଜାର ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାବଧାନ! ପବ୍ଲିକ୍‌ ଚାର୍ଜିଂ ପଏଣ୍ଟ୍‌ରେ ମୋବାଇଲ ଫୋନ୍‌ ଚାର୍ଜ ବସାଉଛନ୍ତି କି? ଆପଣଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଡ଼ିଯାଇପାରେ। ଏଭଳି ଖବର ଆସିଛି ରାଜଧାନୀ ଦିଲ୍ଲୀରୁ। ଖବର ଆସିବା ପରେ ଦିଲ୍ଲୀ...

ଆସୁଛି କେନ୍ଦ୍ର ବଜେଟ, ଘାଟାରେ ପଡ଼ିବ ଓଡ଼ିଶା – ପଞ୍ଚାନନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୧ରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ କେନ୍ଦ୍ର ବଜେଟର ରୂପରେଖ କ’ଣ ରହିବ ଏବଂ ଓଡ଼ିଶା ଏଥିରେ କେତେ...

ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ୩୦ଟି ଜିଲ୍ଲାରେ ନିର୍ମାଣ ହେବ କ୍ଷୁଦ୍ର ଶିଳ୍ପ ଉଦ୍ୟାନ – ମୁଖ୍ୟମନ୍ତ୍ରୀ ନବୀନ...

 ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=KGKS3h6rQzI]‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨’ର ତୃତୀୟ ସଂସ୍କରଣ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ହୋଇଯାଇଛି। ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀରେ ଆୟୋଜିତ ‘ମହିଳା ଉଦ୍ୟୋଗୀ ଅଧିବେଶନ’ରେ ମୁଖ୍ୟ ଅତିଥି...