ଗୁଜରାଟ ବିଧାନସଭା ନିର୍ବାଚନ: ଇସୁଦାନ ଗଢ଼ଭୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଗୋଟିଏ ଦିନ ପରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଆମ ଆଦମୀ ପାର୍ଟି(ଆପ)। ଆପର ରାଷ୍ଟ୍ରୀୟ ସଂଯୋଜକ ତଥା...

କୋରାପୁଟ: ଦମ୍ପତିଙ୍କଠାରୁ ଲୁଟ ହୋଇଥିବା ଟଙ୍କା ଜବତ, ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଟ୍ରାଫିକ୍ ଛକ ନିକଟ ମାର୍କେଟରୁ ୩ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ କରିଛି କୋରାପୁଟ ଟାଉନ ଥାନା ପୋଲିସ। ଗତ ଜାନୁଆରି ୩୧ ତାରିଖରେ କୋରାପୁଟ ସଦର...

କିଟ୍‍-ଟିବିଆଇକୁ ମିଳିଲା ‘ଇନକ୍ୟୁବେଟର ଅଫ୍‍ ଦି ଇୟର୍‍-୨୦୨୩’ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ଇନୋଭେଟିଭ୍‍ ହବ୍‍ କିଟ୍‍-ଟିବିଆଇକୁ ଇନକ୍ୟୁବେଟର ଅଫ୍‍ ଦି ଇୟର୍‍ ୨୦୨୩ ପୁରସ୍କାର ପ୍ରଦାନ କରାଯାଇଛି। ଟେକ୍ନୋଲୋଜି ଇନକ୍ୟୁବେସନ୍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ମିଳିଛି।...

ତିହାର ଜେଲରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ‘ମସାଜ’ ଭିଡିଓ ଭାଇରାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ବିବାଦରେ ଦିଲ୍ଲୀ ସରକାର। ବେଆଇନ ଅର୍ଥ କାରବାର ଅଭିଯୋଗରେ ତିହାର ଜେଲରେ ଥିବା ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମସାଜ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜେଲ...

ମୃତ ନାଗେଶ୍ୱର ଭତ୍ରାଙ୍କ ୪ ଅନାଥ ଝିଅଙ୍କ ଦାୟିତ୍ଵ ନେବ ରାୟଗଡ଼ା ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବାପା ଚାଲିଯିବାର ଇତି ମଧ୍ୟରେ ୭ ବର୍ଷ ବିତି ଗଲାଣି। ମା’ ବି ୪ ଝିଅଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ। ବାପା ମା’ଙ୍କୁ ହରାଇ ଏବେ...

କୋରାପୁଟ ମାଟିରେ ସଫଳ ଡ୍ରାଗନ ଫଳ ଚାଷ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ମାଟିରେ ଫଳୁଛି ବେଦଶୀ ଫଳ। ଛତିଶଗଡ଼ର ଦୁଇଜଣ ଚାଷୀ କୋରାପୁଟରେ ଡ୍ରାଗନ ଏବଂ ପିଜୁଳି ଚାଷ କରି ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି। (ଜୟପୁର): ଛତିଶଗଡ଼ର ହସମୁଖ...

ସୁସ୍ଥ ଶରୀର ପାଇଁ ଭଲ ନିଦର ଆବଶ୍ୟକତା

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://youtu.be/YV1FS1N8ZmM ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୪। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’। ଏକ ସୁସ୍ଥ...

୨୦୨୪ ନିର୍ବାଚନରେ ୧୨୫ରୁ ଅଧିକ ଆସନ ଜିତିବ ବିଜେଡି – ବିଧାୟକ ସୁଶାନ୍ତ ସିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ୧୪୭ ଆସନରୁ ୧୨୫ରୁ ଅଧିକ ଆସନରେ ବିଜେଡି ବିଜୟ ହାସଲ କରିବ ବୋଲି ଶନିବାର ଦିନ କହିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂ। ସେ କହିଛନ୍ତି...

ହଜାରେ କୋଟି ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ, ଦୁଇ ଅଭିଯୁକ୍ତଙ୍କୁ ନେଇ କ୍ରାଇମବ୍ରାଞ୍ଚର ତନାଘନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ହଜାରେ କୋଟିରୁ ଅଧିକ ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ ମାମଲାର ତନାଘନା କରୁଛି ରାଜ୍ୟ କ୍ରାଇମବ୍ରାଞ୍ଚ। ଏହି ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଗୁରୁତେଜ ସିଂ ସିଦ୍ଧୁ ଓ...

ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ, ୨୧ରେ ବାଚସ୍ପତି ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୪ ତାରିଖ ଯାଏଁ ୧୩ ଧରି ଏହି ମୌସୁମୀ ଅଧିବେଶନ ଚାଲିବ। ଅକ୍ଟୋବର ୩ ତାରିଖରେ...