ଆସନ୍ତା ଜାନୁଆରି ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ଚିହ୍ନଟ ହେଲା ଯଜ୍ଞସ୍ଥଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ  ପ୍ରତୀକ୍ଷିତ ପୁରୀ ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତା ୨୦୨୪ ମସିହା ଜାନୁଆରି ୧୭ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ମହାଯଜ୍ଞର ଆୟୋଜନ କରାଯିବ। ଏଥିପାଇଁ ଯଜ୍ଞସ୍ଥଳ...

ଦୟା ନଦୀର ପାଣିକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ନିର୍ମାଣ ହେବ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୟା ନଦୀର ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଏବେ ପଦକ୍ଷେପ ନିଆଯିବା ଆରମ୍ଭ ହୋଇଛି। ଏଥିପାଇଁ ଭୁବନେଶ୍ୱର ଉପକଣ୍ଠରେ ଦୟା ନଦୀ ଓ ଗଙ୍ଗୁଆ ନାଳର ସଂଯୋଗ ସ୍ଥଳରେ ଆଧୁନିକ...

ଝାରସୁଗୁଡ଼ା: ରାଜ୍ୟ ସରକାରଙ୍କ ପକ୍ଷରୁ ବେଦାନ୍ତ ଆଲୁମିନିୟମକୁ ‘ବେଷ୍ଟ ଏକ୍ସପୋର୍ଟର’ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାକୁ ମିଳିଛି ‘ବେଷ୍ଟ ଏକ୍ସପୋର୍ଟର’ ପୁରସ୍କାର। ଆର୍ଥିକବର୍ଷ ୨୦୨୦-୨୧ ଏବଂ ୨୦୨୧-୨୨ରେ ଆଲୁମିନିୟମ ରପ୍ତାନି କ୍ଷେତ୍ରରେ ଉଲ୍ଳେଖନୀୟ ପ୍ରଦର୍ଶନ ଲାଗି କମ୍ପାନିକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଇଛି।...

ବୌଦ୍ଧରେ ଗୁଣିଗାରେଡ଼ି ସନ୍ଦେହରୁ ହତ୍ୟା, ୬ ଜଣଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ। ଏ ନେଇ ବୌଦ୍ଧ ଜିଲ୍ଲା ଏସପି ସୂଚନା...

ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବାନ୍ତ ରେଡ୍ଡୀ

ଓଡ଼ିଶାଲାଇଭ୍ ବ୍ୟୁରୋ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବାନ୍ତ ରେଡ୍ଡୀ। ଗୁରୁବାର ତେଲେଙ୍ଗାନାର ରାଜ୍ୟପାଳ ଡାକ୍ତର ତାମିଲିସାଇ ସୌନ୍ଦରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହିତ ଅନ୍ୟ...

ଦ୍ଵିତୀୟ ଦିନରେ ଆୟକର ଚଢ଼ଉ, ମଦ ବ୍ୟବସାୟୀଙ୍କ କାର୍ଯ୍ୟାଳୟରୁ ବାହାରିଲା ୨୦୦ କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଆୟକର ଫାଙ୍କିବା ଅଭିଯୋଗରେ ବୌଦ୍ଧ, ବଲାଙ୍ଗୀର ଏବଂ ଟିଟିଲାଗଡ଼ରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଆୟକର ବିଭାଗର ଚଢ଼ଉ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି। ଆଳୁ ଖୋଳୁଖୋଳୁ ମହାଦେବ...

ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ବଢ଼ିଲା ଥଣ୍ଡା, ୫ ଡିଗ୍ରୀ କମିଲା ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ମିଗଜୋମ ପ୍ରଭାବରେ ଓଡ଼ିଶାରେ ବଦଳିଛି ପାଣିପାଗ। ଅଦିନିଆ ବର୍ଷା ଯୋଗୁଁ ସାରା ରାଜ୍ୟରେ ଥଣ୍ଡା ବଢ଼ିଯାଇଛି। ରାଜ୍ୟର ହାରାହାରି ତାପମାତ୍ରା ଦୁଇ ଦିନରେ ୫ ଡିଗ୍ରୀ କମିଛି। ଆଗକୁ ତାପମାତ୍ରା...

ଓଡ଼ିଶା ସରକାରଙ୍କ ‘ଆମ ବ୍ୟାଙ୍କ’ ଯୋଜନା: ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତା   

ଭାସ୍କର ପରିଚ୍ଛା   ବ୍ୟକ୍ତିଗତ ଓ ସାମୂହିକ ପ୍ରଗତି ପାଇଁ ଆଜି ବ୍ୟାଙ୍କ ବ୍ୟବସ୍ଥାର ଭୂମିକା ଅପରିହାର୍ଯ୍ୟ ହୋଇପଡ଼ିଛି। ଉଦ୍ୟମିତା, ସଞ୍ଚୟ, ଋଣ ଓ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କ ପାଖକୁ ସିଧାସଳଖ ସହାୟତା...

ଓଡ଼ିଶାରେ ୬ ମାସ ଯାଏଁ ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟକର୍ମୀ, ଲାଗୁ ହେଲା ‘ଏସମା’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ରାଜ୍ୟର ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଅତ୍ୟାବଶ୍ୟକ ସେବା ଆଇନ (ଏସମା) ଲାଗୁ କରିଛନ୍ତି। ଏହାଫଳରେ ସେମାନେ ଆଉ ୬ ମାସ ଯାଏଁ ଆନ୍ଦୋଳନ କରିପାରିବେ ନାହିଁ। ଏନେଇ ବୁଧବାର...

ବାତ୍ୟା ‘ମିଗଜୋମ’ ପ୍ରଭାବ: ଓଡ଼ିଶାରେ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ଆନ୍ଧ୍ରପ୍ରଦେଶର ବାପଟଲା ଅଞ୍ଚଳରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ‘ମିଗଜୋମ’ କ୍ରମଶଃ ଦୁର୍ବଳ ହୋଇ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଲ୍ୟାଣ୍ଡଫଲର ପରବର୍ତ୍ତୀ ପ୍ରଭାବ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ...