ଏଡ୍‌ସ ସମ୍ପର୍କରେ ଜନସଚେତନତା ପାଇଁ ଆଜି ପାଳିତ ହେଉଛି ‘ବିଶ୍ୱ ଏଡ୍‌ସ ଦିବସ’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ବିଶ୍ୱ ଏଡ୍‌ସ ଦିବସ। ୧୯୮୮ ମସିହାରୁ ପ୍ରତି ବର୍ଷ ଡିସେମ୍ବର ୧ ରେ ଅନ୍ତର୍ଜାତୀୟ ସ୍ତରରେ ଏହି ଦିବସ ପାଳିତ ହୋଇଆସୁଛି। ଏଡ୍‌ସ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା...

କେନ୍ଦୁଝର: ଅଧା ରହିଗଲା ମା’ ତାରିଣୀଙ୍କ ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୮ ଜଣଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ କେତେ ଖୁସିରେ ବାହାରିଥିଲେ ମା’ ତାରିଣୀଙ୍କ ଦର୍ଶନ କରିବାକୁ, ହେଲେ କିଏ ଜାଣିଥିଲା ବାଟରେ ଛକି ବସିଥିବ ଯମ। ମା’ଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଚାଲି ଗଲା ୮ ଜଣଙ୍କର ଜୀବନ।...

୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆସିଲା ଏକ୍‌ଜିଟ ପୋଲ୍, ସବୁଠି ଦଳଙ୍କ ମଧ୍ୟରେ କଡ଼ା ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଏକ୍‌ଜିଟ ପୋଲ୍ ମତ ଅନୁସାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆଗୁଆ ବିଜେପି କଂଗ୍ରେସ ସପକ୍ଷରେ ଯାଇପାରେ ତେଲଙ୍ଗନା ଓ ଛତିଶଗଡ଼ ମିଜୋରାମରେ ଦେଖିବାକୁ ମିଳିପାରେ ଝୁଲା ସରକାର ଭାରତର ୫ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼,...

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡସିର ୨୭ତମ ‘ବୋର୍ଡ ଅଫ୍‌ ଡାଇରେକ୍ଟର୍ସ’ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ୨୭ତମ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ...

କଟକ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହେଲେନି ସୋମାଲିକା ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲାରେ ଆସିଛି ନୂଆ ମୋଡ଼। ଗୁରୁବାର ଦିନ କଟକ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହୋଇଥାନ୍ତେ ସୋମାଲିକା ଦାଶ, କିନ୍ତୁ ସେ ଆସିଲେନି।...

ନବରଙ୍ଗପୁରରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ହୋଇଛି। ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାରେ ପରିବହନ ସେବା ଯୋଗାଇବ ୪୪ଟି ଲକ୍ଷ୍ମୀ ବସ। ଲକ୍ଷ୍ମୀ ଯୋଜନାର...

ବଢ଼ିବ ଦେଶର ସାମରିକ ଶକ୍ତି, ୯୭ଟି ‘ତେଜସ୍’ ବିମାନ ଓ ୧୫୬ଟି ‘ପ୍ରଚଣ୍ଡ’ ହେଲିକପ୍ଟର କିଣିବାକୁ ମିଳିଲା ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ସାମରିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ପ୍ରତିରକ୍ଷା ବାହିନୀରେ ସାମିଲ ହେବ ଅଧିକ ତେଜସ ବିମାନ ଓ ଲାଇଟ କମ୍ବାଟ୍ ହେଲିକପ୍ଟର ‘ପ୍ରଚଣ୍ଡ’। ଗୁରୁବାର କେନ୍ଦ୍ର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର...

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କୋଟିପତି କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗୁରୁବାର ଦିନ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ...

ଓଡ଼ିଶା ଉପରୁ ଟଳିଲା ବିପଦ, ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହାଁ ହେବ ବାତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଉପରୁ ଟଳିଛି ବାତ୍ୟା ବିପଦ। ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ଏବେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହାଁ ହେବ। ଡିସେମ୍ବର ୪ ତାରିଖରେ ଏହା ଉପକୂଳ ଛୁଇଁବାର ସମ୍ଭାବନା ରହିଛି।...

ଦେଶର ପ୍ରଥମ ଏଡିସି ହେଲେ ଓଡ଼ିଶା ଝିଅ ମନୀଷା ପାଢ଼ୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଝିଅ ବାୟୁସେନା ଅଧିକାରୀ ମନୀଷା ପାଢ଼ୀ ହେଲେ ଦେଶର ପ୍ରଥମ ଏଡ୍ ଡି କ୍ୟାମ୍ପ (ଏଡିସି)। ବୁଧବାର ଦିନ ରାଜଭବନଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମିଜୋରାମର ରାଜ୍ୟପାଳ ଡକ୍ଟର ହରି...