ତେଜିବାରେ ଲାଗିଛି ବ୍ରହ୍ମପୁର ନାବାଳିକା ଗଣଦୁଷ୍କର୍ମ ମାମଲା: ଏସପିଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି ମହିଳା ମୋର୍ଚ୍ଚା

ଓଡ଼ିଶାଲାଇଭ୍ ବ୍ୟୁରୋ ତେଜିବାରେ ଲାଗିଛି ବ୍ରହ୍ମପୁର ନାବାଳିକା ଗଣଦୁଷ୍କର୍ମ ମାମଲା। ଏହି ମାମଲାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଆଉ ୩ ଜଣଙ୍କୁ ଗିରଫ କରାଯାଇନାହିଁ। ତୁରନ୍ତ ୩ ଅଭିଯୁକ୍ତଙ୍କୁ...

ଓଡ଼ିଶାରେ ୨୦୨୪-୨୫ ଶିକ୍ଷାବର୍ଷରେ ଆଇଟିଆଇ ନାମଲେଖା ପାଇଁ ଆବେଦନ ଜାରି, ମେ’ ୧୫ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ସରକାରୀ ଓ ବେସରକାରୀ ଆଇଟିଆଇରେ ୨୦୨୪-୨୫ ଶିକ୍ଷାବର୍ଷରେ ନାମଲେଖା ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ରାଜ୍ୟର ମୋଟ ୪୮୫ଟି ଆଇଟିଆଇରେ ଏହି ନାମଲେଖା ହେବ। ଏଥିରେ...

ପିରିୟଡସ୍ ସମୟରେ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା ଆବଶ୍ୟକ – ଡାକ୍ତର ଅଲକ୍ତା ଦାସ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=SPif6SF5ihE ପ୍ରତିବର୍ଷ ମେ’ ମାସ ୨୮ ତାରିଖରେ ପିରିୟଡସ୍ ବା ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ପରିୟଡସ୍ ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ପିରିୟଡସ୍ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପିରିୟଡସ୍ ଦିବସର...

ବିପ୍ଲବ-ସିଦ୍ଧାନ୍ତ-ସୁଜିତ: ଦିଗପହଣ୍ଡିରେ କିଏ ପିନ୍ଧିବେ ବିଜୟ ମୁକୁଟ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=BPdpI3rlusE ଦିଗପହଣ୍ଡି ବିଧାନସଭା ଆସନ ପାଇଁ ବିପ୍ଲବ, ସିଦ୍ଧାନ୍ତ ଏବଂ ସୁଜିତଙ୍କ ମଧ୍ୟରେ ହେବ କଡ଼ା ଟକ୍କର, କାହାକୁ ମିଳିବ ଭୋଟରଙ୍କ ସମର୍ଥନ? ଦିଗପହଣ୍ଡି ବିଧାନସଭା ଆସନ ଲାଗି ବିଜେଡି, ବିଜେପି ଏବଂ...

ନୟାଗଡ଼ରେ ନିର୍ବାଚନ ଆଚରଣ ବିଧି ନିରୀକ୍ଷଣ ଲାଗି ୯ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ନିରୀକ୍ଷଣ ଲାଗି ୯ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ୩ଟି ଲୋକସଭା...

ଝାରସୁଗୁଡ଼ାରେ ଅଭାବନୀୟ ଘଟଣା: ସ୍ତ୍ରୀ-ଝିଅକୁ ଗୁଳି ମାରି ଆତ୍ମହତ୍ୟା କଲା ସ୍ଵାମୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ଜିଲ୍ଲା ବଣିପାହାଡ଼ ଜଙ୍ଗଲ ନିକଟରେ ଗୁରୁବାର ଏକ କାରରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କ ମଧ୍ୟରେ ସ୍ଵାମୀ, ସ୍ତ୍ରୀ ଓ ସେମାନଙ୍କ ୭ ବର୍ଷର...

ଓଡ଼ିଶାରେ ଷଷ୍ଠ ଥର ପାଇଁ ସରକାର ଗଢ଼ିବେ ନବୀନ ପଟ୍ଟନାୟକ – ଭିକେ ପାଣ୍ଡିଆନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ “ଓଡ଼ିଶାରେ ଷଷ୍ଠ ଥର ପାଇଁ ସରକାର ଗଢ଼ିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତା ଜୁନ ୪ ତାରିଖରେ ବିରୋଧୀଙ୍କ ଚକ୍ରାନ୍ତର କଡ଼ା ଜବାବ ଦେବେ ରାଜବାସୀ। ଓଡ଼ିଶାରେ ଡବଲ...

ସାମ୍ ପିଟ୍ରୋଡାଙ୍କ ‘ବର୍ଣ୍ଣ ବୈଷମ୍ୟ’ ବୟାନକୁ ନେଇ ପୁଣି ଫସିଲା କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ସରଗରମ ଥିବା ରାଜନୀତି ମଧ୍ୟରେ କଂଗ୍ରେସ ନେତା ସାମ୍ ପିଟ୍ରୋଡା ପୁଣି ନିଜ ବୟାନ ପାଇଁ ବିବାଦରେ ଫସିଛନ୍ତି। ଭାରତର ବିବିଧ ସଂସ୍କୃତିକୁ ବର୍ଣ୍ଣନା କରିବାକୁ ଯାଇ ସେ ଦେଇଥିବା...

ବିଜେପି ଯାହା କହେ କରିକି ଦେଖାଏ, ଏହା ଆମ ଚରିତ୍ର – ରାଜନାଥ ସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସିଛନ୍ତି ବରିଷ୍ଠ ବିଜେପି ନେତା ରାଜନାଥ ସିଂହ। ବୁଧବାର ସେ କଳାହାଣ୍ଡି ଏବଂ ରାୟଗଡ଼ାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା ଓ...

କନ୍ଧମାଳ: ଆତ୍ମସମର୍ପଣ କଲେ ମାଓବାଦୀ କମାଣ୍ଡର ସମୟ ମାଡକାମ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି କେକେବିଏନ ମାଓବାଦୀ ଡିଭିଜନର କମାଣ୍ଡର ସମୟ ମାଡକାମ। କନ୍ଧମାଳ ଜିଲ୍ଲା ଏସପି ଶୁଭେନ୍ଦୁ କୁମାର ପାତ୍ର ଓ ଦକ୍ଷିଣାଞ୍ଚଳ...