ରାଜ୍ୟରେ ‘ମୋ ବସ୍’ ସେବା ସମ୍ପ୍ରସାରଣକୁ ବିରୋଧ, ମୁଖ୍ୟମନ୍ତ୍ରୀଙ୍କୁ ଘରୋଇ ବସ୍ ମାଲିକ ସଂଘର ଚିଠି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ରାଜ୍ୟରେ ‘ମୋ ବସ୍’ ସେବାକୁ ସମ୍ପ୍ରସାରିତ କରିବା ଯୋଜନାକୁ ତୀବ୍ର ବିରୋଧ କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଏହି ସମ୍ପ୍ରସାରଣ ବସ୍ ମାଲିକ ଓ କର୍ମଚାରୀଙ୍କ...

ପୁଣେ: ମହିଳା ଏନସିସି ଶିବିରରେ ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣେରେ ପ୍ରବାସୀ ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନ ପକ୍ଷରୁ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୋମବାର ପୁନେର ସେନାପତି ବାପତ୍ ରୋଡ଼ଠାରେ ମହିଳାଙ୍କ ବାର୍ଷିକ ଏନସିସି...

ଓଡ଼ିଶାର ୪ଟି ଜିଲ୍ଲାରେ ଉଦ୍‌ଘାଟିତ ହେଲା ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ସୋମବାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ କରିଥିଲେ। ଏହାସହ...

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ଷୋଡ଼ଶ ବିଧାନସଭାର ୬ ଦିନିଆ ବଜେଟ୍ ଅଧିବେଶନ। କୋଭିଡ କଟକଣା ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖି ରାଜ୍ୟ...

ଖୋଲିଲା ମାର୍କେଟ ବିଲ୍ଡିଂ, ସୋ’ରୁମ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୧୭ ଦିନ ପରେ ଗୁରୁବାର ଦିନ ଖୋଲିଲା ଭୁବନେଶ୍ଵର ୟୁନିଟ-୨ ମାର୍କେଟ ବିଲ୍ଡିଂ। ହେଲେ ଖୋଲିଲାନି ସୋ’ରୁମ। ମାର୍କେଟ ବିଲ୍ଡିଂର ସ୍ଥାୟୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଲାଗି ରହିଥିବା...

ପୌର ଫଇସଲା : ଭୁବନେଶ୍ଵରରେ ଆଗରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ସକାଳୁ ଆରମ୍ଭ ହୋଇଛି ପୌର ନିର୍ବାଚନ ଭୋଟ୍ ଗଣତି। ଆଜି ସହରୀ ଭୋଟରଙ୍କୁ ମିଳିବ ସେମାନଙ୍କ ପ୍ରତିନିଧି। ସମସ୍ତଙ୍କ ନଜର ଏବେ ଭୁବନେଶ୍ଵର ମହାନଗର ନିଗମ ମେୟର ଆସନ ଉପରେ...

ଭୁବନେଶ୍ଵର ବିମାନବନ୍ଦରରେ ବିଜୁ ବାବୁଙ୍କ ପ୍ରିୟ ‘ଡାକୋଟା’ ବିମାନ ଲୋକାର୍ପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ତାଙ୍କର ପ୍ରିୟ ‘ଡାକୋଟା ଡିସି-୩’ ବିମାନକୁ ଲୋକର୍ପଣ କରାଯାଇଛି। ରବିବାର ସକାଳେ ଭୁବନେଶ୍ଵର ବିମାନବନ୍ଦରର ଟର୍ମିନାଲ-୧ ସମ୍ମୁଖରେ ଏହି ବିମାନଟିକୁ ମୁଖ୍ୟମନ୍ତ୍ରୀ...

ମନ୍ତ୍ରୀ ଏବଂ ବିଧାୟକଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଦିନ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରାଯାଇଛି। ମନ୍ତ୍ରୀ ଏବଂ...

ଆଜି ଭୁବନେଶ୍ୱରରେ ମାଗଣା ଇଲେକ୍ଟ୍ରିକ ମୋ-ବସ୍ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ଅବସରରେ ଆଜି ଭୁବନେଶ୍ଵରରେ ମାଗଣା ଇଲେକ୍ଟ୍ରିକ ମୋ-ବସ୍ ଓ ଇ-ରିକ୍ସା ଯାତ୍ରା।  ଆଜି ଦିନକ ପାଇଁ ଭୁବନେଶ୍ଵରରେ ମାଗଣା ମୋ-ବସ୍ ସେବାର ଲାଭ ଉଠାଇବେ ଯାତ୍ରୀ। ଗୁରୁବାର...

ଓଡ଼ିଶାର ଆଉ ୫ଟି ଜିଲ୍ଲାରେ ଚାଲିଲା ଲକ୍ଷ୍ମୀ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଆଉ ୫ଟି ଜିଲ୍ଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍ ସେବା। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର, ବରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ...