ବରଗଡ଼ ଧନୁଯାତ୍ରାରେ ପ୍ରମୁଖ ଆକର୍ଷଣ ପାଲଟେ ହାତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଧନୁଯାତ୍ରାରେ ନାୟକ କଂସ ମହାରାଜାଙ୍କ ରାଜଦରବାରକୁ ରାଜମହଲରୁ ଆସିବା ଓ ଶାସନ ପାଇଁ ନଗର ଭ୍ରମଣ କରିବା ଏକ ପ୍ରମୁଖ ଦୃଶ୍ୟ। ପୌରାଣିକ ଘଟଣାକ୍ରମରେ ଧନୁଯାତ୍ରା ଅଭିନୟ କରାଯାଉଥିବାରୁ ଏଥିପାଇଁ ବହୁ...
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ପଞ୍ଚମ ଦିନରେ ମନ ମୋହିଲା ଶ୍ରୀକୃଷ୍ଣଙ୍କ କାଳୀୟ ଦଳନ ଦୃଶ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପ୍ରତିଦିନ ଲୋକଙ୍କ ମନରେ ଛାପ ଛାଡ଼ୁଛି। ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଏବଂ ତ୍ରିପୁର ବିଜୟୀ ମହାରାଜ କଂସଙ୍କ ଦୃଶ୍ୟାଭିନୟ ସମସ୍ତଙ୍କୁ ବାନ୍ଧି ରଖୁଛି। ଧନୁଯାତ୍ରା ଦେଖିବା ପାଇଁ ରାଜ୍ୟ...
ବରଗଡ଼ ଧନୁଯାତ୍ରାର ମା’ ଯଶୋଦା ମୁଗ୍ଧା ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=LG_JqIkKLkk
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ୟ ଏକ ପ୍ରମୁଖ ଚରିତ୍ର ହେଉଛନ୍ତି ମା’ ଯଶୋଦା। ଯଶୋଦାଙ୍କ ଭୂମିକାରେ ଚଳିତ ବର୍ଷ ଅଭିନୟ କରିଛନ୍ତି ମୁଗ୍ଧା ଦାସ। ସେ ଜଣେ ନୃତ୍ୟଶିଳ୍ପୀ। ବିଭିନ୍ନ ମଞ୍ଚରେ...
ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଯେଉଁଠି ମହାନାୟକ ସାଜନ୍ତି ମହାରାଜା କଂସ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=PCMnI7niU1c&t=24s
ନାଟକର ଅନେକ ଖଳ ଚରିତ୍ର ଦର୍ଶକଙ୍କ ହୃଦୟରେ ପାଇଛନ୍ତି ସ୍ଵତନ୍ତ୍ର ସ୍ଥାନ। ଏହା ମଧ୍ୟରୁ ବରଗଡ଼ ଧନୁଯାତ୍ରାର କଂସ ମହାରାଜା ଅନ୍ୟତମ। ମଥୁରା ନରେଶ କଂସ ମହାରାଜା ପାଲଟନ୍ତି ବରଗଡ଼ ଧନୁଯାତ୍ରାର ମହାନାୟକ।
ଭାରତୀୟ ଲୋକନାଟକ ପରମ୍ପରାରେ ପ୍ରାୟତଃ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ନାଟକ ପରିବେଷଣ କରାଯାଇଥାଏ।...
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଚତୁର୍ଥ ଦିନରେ ପୁତନା ଏବଂ ଷଡ଼ମଲ୍ଲଙ୍କୁ ବଧ କଲେ ଶ୍ରୀକୃଷ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମାହୋଲ ପ୍ରତିଦିନ ବଢ଼ିବାରେ ଲାଗିଛି। କଂସ ମହାରାଜ ଏବଂ ଶ୍ରୀକୃଷ୍ଣଙ୍କ ଦୃଶ୍ୟାଭିନୟ ଲୋକଙ୍କୁ ବାନ୍ଧି ରଖୁଛି। ଉଭୟ ମଥୁରା ଏବଂ ଗୋପପୁରରେ ଦର୍ଶକଙ୍କ ପ୍ରବଳ ସମାଗମ ହେଉଛି।...
ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ‘ଗ୍ରୀନ୍ ରୁମ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ‘ଗ୍ରୀନ୍ ରୁମ୍’। ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ଯେତିକି ଦିନ ଧରି ଚାଲେ ସେତିକି ଦିନ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଉଠେ ‘ଗ୍ରୀନ୍ ରୁମ୍’। ଏହି ଗ୍ରୀନ୍ ରୁମ୍ରେ...
ବରଗଡ଼ ଧନୁଯାତ୍ରାର ପ୍ରମୁଖ ଚରିତ୍ର ମଥୁରାର ମହାରାଜା ଉଗ୍ରସେନ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=I5y4AIqvv9w
ଦ୍ୱାପର ଯୁଗର କାହାଣୀରେ ଅନ୍ୟତମ ପ୍ରମୁଖ ଚରିତ୍ର ମଥୁରାର ମହାରାଜା ଉଗ୍ରସେନ। କିନ୍ତୁ ଦୁର୍ଭାଗ୍ୟକୁ ନିଜ ପୁଅ କଂସ ତାଙ୍କୁ ଗାଦିଚ୍ୟୁତ କରି ନିଜକୁ ମଥୁରାର ମହାରାଜା ଭାବେ ଅଭିଷିକ୍ତ କରନ୍ତି।...
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଂସଙ୍କ ଶାସନରେ ଥରହର ମଥୁରନଗରୀ, ଶ୍ରୀକୃଷ୍ଣଙ୍କ ପ୍ରେମରେ ଆତ୍ମବିଭୋର ଗୋପପୁରବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ ସହର। ମହାରାଜ କଂସଙ୍କ ଶାସନ ଏବଂ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦର୍ଶକଙ୍କୁ ପ୍ରଫୁଲ୍ଲିତ କରୁଛି। ପ୍ରତିଦିନ ଅନେକ ସଂଖ୍ୟାରେ ଲୋକ ଧନୁଯାତ୍ରାକୁ ଉପଭୋଗ କରିବାକୁ...
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଦ୍ଵିତୀୟ ଦିନରେ ଉଦଘାଟିତ ହେଲା ମହାରାଜା କଂସଙ୍କ ରଙ୍ଗମହଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି, ଶନିବାର ହେଉଛି ଦ୍ଵିତୀୟ ଦିନ। ମଥୁରା ନଗରୀ ପାଲଟିଥିବା ବରଗଡ଼ ସହରସ୍ଥିତ ନିଶାମଣି ହାଇସ୍କୁଲ ପଡ଼ିଆଠାରେ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି ମହାରାଜା କଂସଙ୍କ ରଙ୍ଗମହଲ।...
ଜାଣନ୍ତୁ, କେମିତି ଆରମ୍ଭ ହୋଇଥିଲା ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା?
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଧନୁଯାତ୍ରା କେବଳ ଏକ ମହାନ୍ ନାଟକୋତ୍ସବ ନୁହେଁ, ଏହାର ଅନେକଗୁଡ଼ିଏ ଦିଗ ରହିଛି। ସେଥିମଧ୍ୟରୁ ଏହାର ସାହିତ୍ୟିକ ମୂଲ୍ୟବୋଧର ଏକ ବିଶେଷ ଦିଗ। ତେବେ କେମିତି ହୋଇଥିଲା ବରଗଡ଼ ଧନୁଯାତ୍ରାର...





















