ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଶ୍ରୀକୃଷ୍ଣଙ୍କ ହାତରେ ପୁତନା ଏବଂ ଷଡ଼ମଲ୍ଲ ବଧ

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ ସହର। କଂସ ମହାରାଜାଙ୍କ ଶାସନ ଏବଂ ଗୋପପୁରରେ କୃଷ୍ଣ ବଳରାମଙ୍କ ଲୀଳା ଲୋକମାନଙ୍କୁ ପ୍ରଫୁଲ୍ଲିତ କରୁଛି। ପ୍ରତିଦିନ ଅନେକ ସଂଖ୍ୟାରେ ଲୋକ ଧନୁଯାତ୍ରାକୁ ଉପଭୋଗ...

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କୃଷ୍ଣ ପ୍ରେମରେ ଆତ୍ମବିଭୋର ଗୋପପୁରବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବରଗଡ଼ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ଗୁରୁବାର ତୃତୀୟ ଦିନରେ ପହଁଞ୍ଚିଛି। ଧନୁଯାତ୍ରାର ତୃତୀୟ ଦିନରେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଗମନର ଦୃଶ୍ୟ ଦେଖିବାକୁ ମିଳିଛି। ନନ୍ଦ ରାଜା ଗୋପପୁରରେ ଆୟୋଜନ କରିଛନ୍ତି...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ତୃତୀୟ ଦିନ: ନନ୍ଦୋତ୍ସବ ପାଇଁ ଉତ୍ସବମୁଖର ଗୋପପୁର

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ପରିଚିତ ବରଗଡ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି। ଚଳିତ ବର୍ଷ ଧନୁଯାତ୍ରାର ହୀରକ ଜୟନ୍ତୀ ପାଳନ କରାଯାଉଛି। ଉଦଘାଟନୀ...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନ: ମଥୁରା କାରାଗାରରେ ଜନ୍ମ ନେଲେ ଶ୍ରୀକୃଷ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ବୁଧବାର ହେଉଛି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିବସରେ ପ୍ରବଳ ପ୍ରତାପୀ କଂସ ମହାରାଜାଙ୍କ ଅତ୍ୟାଚାରରେ ମଥୁରାବାସୀ ଥରହର ହୋଇପଡ଼ିଥିବାବେଳେ କାରାଗାରରେ...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭାରମ୍ଭ: ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହେଲେ ୨୨ଟି ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାର ହୀରକ ଜୟନ୍ତୀ ପାଳନ କରାଯାଉଛି। ମଙ୍ଗଳବାର ଦିନ ସହରର ଗାନ୍ଧୀ ଛକଠାରୁ ବରଗଡ଼ ଧନୁଯାତ୍ରାର ଶୁଭାରମ୍ଭ କରିଛନ୍ତି...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ୧୧ ଦିନରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ମଥୁରା ନରେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୧ଦିନ ବରଗଡ଼ ଧନୁଯାତ୍ରାରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ପ୍ରବଳ ପ୍ରତାପି ମଥୁରା ନରେଶ ମହାରାଜା କଂସ। ଜାଣନ୍ତୁ କିଏ ତାଙ୍କର ଏହି ପୋଷାକ ତିଆରି କରନ୍ତି? କଂସଙ୍କ...

ଆଜିଠାରୁ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ହୀରକ ଜୟନ୍ତୀ ଲାଗି ସଜେଇ ହୋଇଛି ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟିତ ହେବ। ଚଳିତବର୍ଷ ହୀରକ ଜୟନ୍ତୀ (୭୫ ବର୍ଷ ପୂର୍ତ୍ତି) ପାଳନ କରୁଥିବା ବିଶ୍ୱପ୍ରସିଦ୍ଧ...

ମଙ୍ଗଳବାରଠାରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଂସ ମହାରାଜାଙ୍କ ହସରେ କମ୍ପିବ ରଙ୍ଗମଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଆସନ୍ତାକାଲିକୁ ସମସ୍ତଙ୍କର ଅପେକ୍ଷା ରହିଛି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏଥିପାଇଁ ସରିଛି...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ବେଳେ ମନେପଡ଼େ କଳାକୁଞ୍ଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଧନୁଯାତ୍ରା ଆସିଲେ ବରଗଡ଼ ସହରର ବରିଷ୍ଠ ଲୋକମାନେ ସବୁବେଳେ କଳାକୁଞ୍ଜକୁ ମନେପକାନ୍ତି। କାରଣ ୫୦ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ ଧରି ଧନୁଯାତ୍ରାର ସବୁଠାରୁ ଆକର୍ଷଣ ଥିଲା...

କେବଳ ବରଗଡ଼ର ଅମ୍ବାପାଲି ଗାଁରେ ସୀମିତ ନୁହେଁ ‘ଧନୁଯାତ୍ରା’

ଓଡ଼ିଶାଲାଇଭ୍ ବ୍ୟୁରୋ ଧନୁଯାତ୍ରା କେବଳ ବରଗଡ଼ ସହର ଅମ୍ବାପାଲି ଗାଁରେ ସୀମିତ ହୋଇ ରହିନାହିଁ। ବରଗଡ଼ ଜିଲ୍ଲାରେ ଏହା ଲୋକ ଉତ୍ସବରେ ପରିଣତ ହୋଇଛି। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନ୍ୟ ସ୍ଥାନର ଧନୁଯାତ୍ରା...