ଚୋରି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ଜୟପୁର ଟାଉନ ଥାନା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁରସ୍ଥିତ ଆଦର୍ଶ ନଗରରେ ଅକ୍ଟୋବର ୧୫ ତାରିଖରେ ଘଟିଥିବା ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଜୟପୁର ଟାଉନ ଥାନା ପୋଲିସ। ପୋଲିସ ଚୋରି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ...
ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ ରୋହିତ...
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାର ଲିଫ୍ଟିଂ ଚାମ୍ପିୟନସିପରେ ସଫଳତା ହାସଲ କରିଛନ୍ତି କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ ପାତ୍ର। ରୋହିତ ୧୨୦ +...
ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ଭାଗ ନେବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ ପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ହେବ ରାଜ୍ୟଗୋଷ୍ଠୀ ପାୱାର ଲିଫ୍ଟିଂ ଚାମ୍ପିୟନସିପ୍। ଏଥିରେ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ ପାତ୍ର ଭାରତର ପ୍ରତିନିଧିତ୍ୱ କରିବେ। ଏନେଇ...
ଆଜି ଅବିଭକ୍ତ କୋରାପୁଟରେ ୧୨ ଘଣ୍ଟିଆ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ୩ ଦଫା ଦାବିରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ...
ବନ୍ୟାରେ ବେହାଲ ମାଲକାନଗିରି ଓ କୋରାପୁଟ: ଅନେକ ଅଞ୍ଚଳ ଜଳମଗ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବନ୍ୟାରେ ବେହାଲ ହୋଇଛି ମାଲକାନଗିରି ଓ କୋରାପୁଟ। ଉଭୟ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବଡ଼ଧରଣର ବନ୍ୟା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ରାସ୍ତାରେ ପାଣି ଚାଲୁଥିବାବେଳେ ଅନେକ ତଳିଆ...
କୋରାପୁଟରେ ଡିପଥେରିଆ ଆତଙ୍କ: ସପ୍ତାହକ ଭିତରେ ଗଲାଣି ୪ ଶିଶୁଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇଛି ଡିପଥେରିଆ। ନାରାୟଣପାଟଣାରେ ସପ୍ତାହକ ମଧ୍ୟରେ ୪ ଶିଶୁଙ୍କର ମୃତ୍ୟୁ ହେବା ସ୍ଵାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି।
ନାରାୟଣପାଟଣାରେ ଡାକ୍ତରୀ ଟିମ୍ ପହଞ୍ଚି ଶିଶୁମାନଙ୍କ ମୃତ୍ୟୁର କାରଣ...
ଓଡ଼ିଶାରେ ଚିନ୍ତା ବଢ଼ାଉଛି ଡିପଥେରିଆ ସଂକ୍ରମଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମୁନୁଷପଦରରୁ ଆରମ୍ଭ ହୋଇଥିବା ଡିପଥେରିଆ ଏବେ ସଂକ୍ରମଣର ରୂପ ନେଉଛି। ଏବେ ଏହା କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଥିବାରୁ ସ୍ଵାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର...
ଓଡ଼ିଶା ଲୋକସଭା ଫଳାଫଳ – କଂଗ୍ରେସର ସାହା ଭରସା ସପ୍ତଗିରି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ଅଭୂତପୂର୍ବ ଫଳାଫଳ ଦେଖିବାକୁ ମିଳିଛି। ୨୧ଟି ଆସନ ଭିତର ୨୦ଟି ପୋଛି ନେଇଛି ବିଜେପି। ତେବେ ୨୦୧୯ ଭଳି କୋରାପୁଟ ଆସନରେ କଂଗ୍ରେସ ନିଜର...
ରାଜ୍ୟରେ ବିରୋଧୀ ଦଳର ନେତାମାନେ ମିଥ୍ୟା ପ୍ରଚାରରେ ଲାଗିଛନ୍ତି – ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ନିର୍ବାଚନ ପାଇଁ ମାରାଥନ୍ ପ୍ରଚାର କ୍ରମରେ ଶନିବାର କୋରାପୁଟରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏଠାରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା...
କୋରାପୁଟ ଲୋକସଭା ଆସନରେ ଏଥର ସପ୍ତଗିରି-କୌଶଲ୍ୟା କଡ଼ା ଟକ୍କର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=bj6xvwmdZh0&t=172s
କୋରାପୁଟ ଲୋକସଭା ଆସନରେ ଏଥର ଜମିବ ଲଢ଼େଇ, କଂଗ୍ରେସ, ବିଜେଡି ନା ବିଜେପି ଉପରେ ଭରସା କରିବେ ଭୋଟର?
ଦକ୍ଷିଣ ଓଡ଼ିଶାର ଏକ ଚର୍ଚ୍ଚିତ ଆସନ ହେଉଛି କେରାପୁଟ ଲୋକସଭା କ୍ଷେତ୍ର।...





















