ଭୁବନେଶ୍ଵରରେ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଆରମ୍ଭ ହୋଇଛି ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ...
ଓଡ଼ିଶାରେ ୭୫୪୦ଟି ଏଲଟିଆର ଶିକ୍ଷକ ପଦବୀରେ ନିଯୁକ୍ତି ସୁଯୋଗ: ଫେବ୍ରୁଆରି ୫ ଆବେଦନର ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ରାଜ୍ୟରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଖାଲି...
ବରଗଡ଼ ଧନୁଯାତ୍ରାର ମା’ ଯଶୋଦା ମୁଗ୍ଧା ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=LG_JqIkKLkk
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ୟ ଏକ ପ୍ରମୁଖ ଚରିତ୍ର ହେଉଛନ୍ତି ମା’ ଯଶୋଦା। ଯଶୋଦାଙ୍କ ଭୂମିକାରେ ଚଳିତ ବର୍ଷ ଅଭିନୟ କରିଛନ୍ତି ମୁଗ୍ଧା ଦାସ। ସେ ଜଣେ ନୃତ୍ୟଶିଳ୍ପୀ। ବିଭିନ୍ନ ମଞ୍ଚରେ...
ଭୁବନେଶ୍ୱର: ରାଜ୍ୟର ପ୍ରଥମ ଇଲେକ୍ଟ୍ରିକ୍ ଡବଲ୍ ଡେକର ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଇଲେକ୍ଟ୍ରିକ୍ ଡବଲ୍ ଡେକର ବସ୍ ସେବା। ମଙ୍ଗଳବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବସର ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସ...
ଜୀବନବୋଧର ଅନ୍ଵେଷଣ: ଜାନକୀ ବଲ୍ଲଭ ମହାପାତ୍ରଙ୍କ କବିତା
ଭାସ୍କର ପରିଚ୍ଛା
ଓଡ଼ିଆ କଥା ସାହିତ୍ୟରେ ଜାନକୀ ବଲ୍ଲଭ ମହାପାତ୍ର ଏକ ଜଣାଶୁଣା ନାଁ। ଦୁଇଟି ଗଳ୍ପ ସଂକଳନ ରୂପାନ୍ତର ଓ ଯୁଗଳବନ୍ଦୀ ଏବଂ ଉପନ୍ୟାସ ସବୁଜ ବନାଗ୍ନି, ବିପୁଳ ପାଠକୀୟତା ଲାଭ କରିଥିଲା। 'ଫରଚା...
ବାଲେଶ୍ଵର: ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଘୋଷଣା ହେଲା ବାର୍ଷିକ ପୁରସ୍କାର ଓ ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ରଙ୍କୁ ‘ସାହିତ୍ୟଶ୍ରୀ’ ଓ ଯୁବ ସାହିତ୍ୟିକ ଦିପୁନ ପୁହାଣଙ୍କୁ ମିଳିବ ‘ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା’।
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଫକୀରମୋହନ ସାହିତ୍ୟ ପରିଷଦ...
ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଯେଉଁଠି ମହାନାୟକ ସାଜନ୍ତି ମହାରାଜା କଂସ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=PCMnI7niU1c&t=24s
ନାଟକର ଅନେକ ଖଳ ଚରିତ୍ର ଦର୍ଶକଙ୍କ ହୃଦୟରେ ପାଇଛନ୍ତି ସ୍ଵତନ୍ତ୍ର ସ୍ଥାନ। ଏହା ମଧ୍ୟରୁ ବରଗଡ଼ ଧନୁଯାତ୍ରାର କଂସ ମହାରାଜା ଅନ୍ୟତମ। ମଥୁରା ନରେଶ କଂସ ମହାରାଜା ପାଲଟନ୍ତି ବରଗଡ଼ ଧନୁଯାତ୍ରାର ମହାନାୟକ।
ଭାରତୀୟ ଲୋକନାଟକ ପରମ୍ପରାରେ ପ୍ରାୟତଃ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ନାଟକ ପରିବେଷଣ କରାଯାଇଥାଏ।...
ପ୍ରବାସୀ ଭାରତୀୟ ଦିବସ ସମାରୋହ: ପ୍ରମୁଖ ଆକର୍ଷଣ ସାଜିବ ଓଡ଼ିଶା ଥିମ୍ ପାଭିଲିୟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’। ସ୍ଥାନୀୟ ଜନତା ମଇଦାନରେ ଏହି ସମ୍ମିଳନୀ ପାଇଁ ସବୁ ପ୍ରସ୍ତୁତି ଶେଷ ହେବାକୁ ବସିଲାଣି। ପ୍ରବାସୀ ଭାରତୀୟଙ୍କ ସ୍ୱାଗତ ପାଇଁ...
ଆସନ୍ତାକାଲିଠୁ ତିନିଦିନିଆ ପ୍ରବାସୀ ଭାରତୀୟ ଦିବସ: ଭୁବନେଶ୍ଵର ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଆସନ୍ତାକାଲି, ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ତିନିଦିନିଆ ପ୍ରବାସୀ ଭାରତୀୟ ଦିବସ ୨୦୨୫। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲିଠାରୁ ଭୁବନେଶ୍ଵରରେ ଆରମ୍ଭ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏହି କାର୍ଯ୍ୟକ୍ରମ ପାଇଁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ସେ...





















