ଭୁବନେଶ୍ଵର: ଖୋଲିଲା ରାଜ୍ୟର ପ୍ରଥମ ଶସ୍ୟ ଏଟିଏମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖୋଲିଛି ପ୍ରଥମ ଶସ୍ୟ ଏଟିଏମ୍। ଏହାର ନାମ ‘ଅନ୍ନପୂର୍ତ୍ତି’ ରଖାଯାଇଛି। ଭୁବନେଶ୍ଵରର ମଞ୍ଚେଶ୍ଵରରେ ଏହି ଏଟିଏମ୍ ଖୋଲିଛି। ଗୁରୁବାର ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର...
ଗାଡ଼ି ପାର୍କିଂକୁ ନେଇ ଭୁବନେଶ୍ଵରରେ ଡବଲ ମର୍ଡର
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ରାଜଧାନୀ ଭୁବନେଶ୍ଵରରେ ଘଟିଯାଇଛି ଦୁଇ ଦୁଇଟି ହତ୍ୟାକାଣ୍ଡ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା କୁହା ଗାଁ ନିକଟ କଲ୍ୟାଣ ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟ ନିକଟରେ ବୁଧବାର...
ଗିରଫ ହେଲେ କୋଟିପତି ବିଡିଓ ପ୍ରଦୀପ କୁମାର ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ।
ବୁଧବାର ଦିନ ପ୍ରଦୀପ କୁମାର ସାହୁଙ୍କ ଭୁବନେଶ୍ଵର...
ହରିଙ୍କୁ ‘ହିରୋ’ କରିବ କିଏ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=hjkI5Rg2yGg&t=1551s
ହରିହର ମହାପାତ୍ର। ସିନେପ୍ରେମୀମାନେ ତାଙ୍କୁ ଜାଣନ୍ତି ‘ହରି’ ନାଁରେ। ଓଡ଼ିଆ ଫିଲ୍ମ ଦୁନିଆରେ କମେଡିର ସେ ଜଣେ ଟ୍ରେଣ୍ଡ ସେଟର। ନିଜ ଅଭିନୟରେ କେତେବେଳେ ସେ ଦର୍ଶକଙ୍କୁ ହସାଇ ହସାଇ ବେଦମ...
ଟେନସନ୍ରୁ ମୁଣ୍ଡ ବିନ୍ଧୁଛି କି, ଜାଣନ୍ତୁ କେମିତି କରିବେ ଚିକିତ୍ସା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=-jEJAJJCiJE
ଆଜିକାଲି ମୁଣ୍ଡ ବିନ୍ଧିବା ସାଧାରଣ ସମସ୍ୟା ପାଲଟିଯାଇଛି। ମାନସିକ ଚାପ ବା ଟେନସନ୍ ଯୋଗୁଁ ମୁଣ୍ଡବିନ୍ଧା ସମସ୍ୟା କେବେନା କେବେ ସମସ୍ତେ ଜୀବନରେ ଅନୁଭବ କରିଥାଆନ୍ତି।
ତେବେ ଟେନସନ୍ ଯୋଗୁଁ ମୁଣ୍ଡ...
ଓଡ଼ିଶାରେ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ: ୨୦ ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟର ୨୨ ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ଓଡ଼ିଶା ସରକାର। ଏହି କ୍ରମରେ ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ...
ବିଶ୍ୱ ଦକ୍ଷତା କେନ୍ଦ୍ରର ୭୩ ଜଣ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲରେ ନିଯୁକ୍ତି ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ଏହି...
ଆସୁଛି ଲଘୁଚାପ: ପୁଣି ୪ ଦିନ ଭିଜିବ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ଲଘୁଚାପର ପ୍ରଭାବ ନସରୁଣୁ ଆସିବାକୁ ଯାଉଛି ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ବୁଧବାର ଦିନ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଅଗଷ୍ଟ ୧୧ ତାରିଖ...
ଭିଜିଲାନ୍ସ ହାବୁଡ଼ରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କଟକ ଜିଲ୍ଲା ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ। ପ୍ରଦୀପ କୁମାର ସାହୁଙ୍କ ବାସଭବନ ସମେତ...
ଭୁବନେଶ୍ଵର: ଦଶମ ଜାତୀୟ ହସ୍ତତନ୍ତ୍ର ଦିବସ ସମାରୋହ ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଆୟୋଜିତ ହୋଇଛି ଦଶମ ଜାତୀୟ ହସ୍ତତନ୍ତ ଦିବସ ସମାରୋହ। ବୁଧବାର ଏହି ଅବସରରେ ସ୍ଥାନୀୟ ଜୟଦେବ ଭବନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର...





















