ବିଜେଡିରେ ଯୋଗ ଦେଲେ ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡିରେ ମିଶିଲେ ବିଜେପିରୁ ସଦ୍ୟ ଇସ୍ତଫା ଦେଇଥିବା ପୁରୀ ନେତା କୃଷ୍ଣ ଚନ୍ଦ୍ର ପଣ୍ଡା। ବିଜେପିରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ କୃଷ୍ଣଚନ୍ଦ୍ର ପଣ୍ଡା ବିଜେଡିରେ ସାମିଲ ହୋଇଛନ୍ତି।
ରବିବାର...
ବଦଳିଗଲା ବିଜେପି ଇସ୍ତାହାରର ‘କଭର ପେଜ୍’ – କେବଳ ‘ମୋଦି’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘ମୋଦି’ ନାଁକୁ ଜପି ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେପି।
ବିଜେପି ଏବେ କେବଳ ‘ମୋଦି’ ନାଁ ଜପୁଛି। ଦଳୀୟ ପୋଷ୍ଟର ବ୍ୟାନରରେ ’ମୋଦି’ଙ୍କ ଫଟୋ ଛାଇ ଯାଇଥିବା ବେଳେ ଆଜି ପ୍ରକାଶ...
ଗଞ୍ଜାମ-ଗଜପତି : ରାଜନୀତି ‘ବୋଇଲେ’ ପରିବାର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଗଞ୍ଜାମ ଓ ଗଜପତି ଜିଲ୍ଲାର ରାଜନୀତି କହିଲେ କେବଳ ପରିବାରକୁ ହିଁ ବୁଝାଉଛି। ଏଥର ନିର୍ବାଚନ ତାହାର ପ୍ରମାଣ। ଅଧିକାଂଶ ବରିଷ୍ଠ ରାଜନେତା ସେମାନଙ୍କ ପୁଅ ଝିଅଙ୍କୁ ରାଜନୀତି ଭିତରକୁ...
ପ୍ରାର୍ଥିପତ୍ର ଦାଖଲ କଲେ ଡାକ୍ତର ଦାମୋଦର ରାଉତ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରାର୍ଥିପତ୍ର ଦାଖଲ କଲେ ବରିଷ୍ଠ ନେତା ତଥା ବିଜେପି ପ୍ରାର୍ଥୀ ଡାକ୍ତର ଦାମୋଦର ରାଉତ। ଏରସମା-ବାଲିକୁଦା ବିଧାନସଭା ଆସନ ଲାଗି ଡାକ୍ତର ରାଉତ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ନିରାଡମ୍ବରପୂର୍ଣ୍ଣ ଭାବେ...
କୋମନା ନିର୍ବାଚନୀ ସଭାରେ ମହିଳା କାର୍ଡ ଖେଳିଲେ ନବୀନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନୂଆପଡ଼ା ଜିଲ୍ଲା କୋମନାରେ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କୋମନା ନିର୍ବାଚନୀ ସଭାରେ ନବୀନ ଉଦ୍ବୋଧନ ଦେଇଛନ୍ତି। ଏହି...
ଭଣ୍ଡାରିପୋଖରୀ ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ନିରଞ୍ଜନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବରିଷ୍ଠ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ଭଦ୍ରକ ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହା ହେଉଛି ପିସିସି...
ସଙ୍ଗୀତ ଜଗତର ବାଦଶାହ ବାସୁଦେବ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ସଂଗୀତ ଇତିହାସର ପୃଷ୍ଠା ଖୋଲିଲେ ଯେଉଁ ଗୀତଗୁଡ଼ିକର ମୂର୍ଚ୍ଛନା ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁଥାଏ ସେହି ଗୀତଗୁଡ଼ିକ ମଧ୍ୟରେ ବାସୁଦେବ ରଥଙ୍କ ଗୀତ ଅନ୍ୟତମା ବାସୁଦେବ ରଥ ପ୍ରକୃତ ଅର୍ଥରେ...
Election Update @2PM
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
କେନ୍ଦ୍ର ବିଜେପି ଜାରି କଲା ଇସ୍ତାହାର ପତ୍ର
ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ର ବିଜେପି ପକ୍ଷରୁ ସୋମବାର ଇସ୍ତାହାର ପତ୍ର ଜାରି କରିଛି। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ...
ଆସନ୍ତାକାଲି ପୁରୀରେ ରୋଡ ସୋ’ କରିବେ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ପ୍ରମୁଖ ଦଳ (ବିଜେଡି, ବିଜେପି, କଂଗ୍ରେସ) ପ୍ରଚାରକୁ ଜୋରସୋର କରିଛନ୍ତି। ବିଜେପିର ବହୁ ହେଭିୱେଟ୍ ନେତା ଓଡ଼ିଶାରେ ପ୍ରଚାର କରୁଛନ୍ତି। ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ବାଚନୀ...
ଆଜି ଓଡ଼ିଶାରେ ନିର୍ବାଚନୀ ପ୍ରଚାର କରିବେ ମନୋଜ ସିହ୍ନା, ରୂପା ଗାଙ୍ଗୁଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତକାଲି ଶେଷ ହେଉଛି ନିର୍ବାଚନୀ ପ୍ରଚାର। ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳ ଜୋରଦାର ଉଦ୍ୟମ କରୁଛନ୍ତି। ଆଜି ଓଡ଼ିଶାରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ...





















