ଟିଟୋର ପଲିଟିକାଲ ଲିଙ୍କ୍ – ବଡ଼ଚଣା ବିଧାୟକଙ୍କ ନାଁରେ ଫେରାଦ ହେଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ୟାଙ୍ଗଷ୍ଟର ଟିଟୋର ପଲିଟିକାଲ ଲିଙ୍କ୍‌କୁ ନେଇ ଚର୍ଚ୍ଚା ଥମୁନି। ଟିଟୋ ସହ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ବିଧାୟକଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ହେଉଥିବା ବେଳେ ଆଜି କଂଗ୍ରେସ କିନ୍ତୁ ବଡ଼ଚଣା ବିଧାୟକ...

ପୁରୀରେ ଆଉ ୫ଟି ବ୍ୟାଟେରୀ ଚାଳିତ ଗାଡ଼ି ଶୁଭାରମ୍ଭ କଲା ନାଲକୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀକ୍ଷେତ୍ର ପୁରୀରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ସୁବିଧା ନିମନ୍ତେ ଆଉ ୫ଟି ବ୍ୟାଟେରୀ ଚାଳିତ ଗାଡ଼ିର ଶୁଭାରମ୍ଭ କରିଛି ନାଲ୍‌କୋ। ଏହି ସେବାରେ ମହିଳା ଓ ଶିଶୁମାନଙ୍କୁ ସାମିଲ କରିବା...

ମାଲକାନଗିରି ଜିଲ୍ଲାରେ ପୁଣି ଲଜ୍ୟା – ନାବାଳିକାକୁ ଦୁଷ୍କର୍ମ, ଥାନାରେ ଏତଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କିଛିଦିନ ହେଲା ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଚଳିତ ସପ୍ତାହରେ ତିନିଟି ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ଶିଖାପାଲି ବାଳିକା ସେବାଶ୍ରମରେ ଛାତ୍ରୀ ମୃତ୍ୟୁ, ଗୁମୁକାରରେ ଆଦିବାସୀ ଦୁଇ...

ଶ୍ରୀମନ୍ଦିର ସଂସ୍କାର ଚିନ୍ତା! ଜନଶୁଣାଣି ବେଳେ ସେବାୟତ କଲେ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ଜନଶୁଣାଣି ବନ୍ଦ କୋଠରୀରେ ଜନଶୁଣାଣିକୁ ବିରୋଧ ସେବାୟତ କହିଲେ ଓପନ ଫୋରମ୍‌ରେ ହେଉ ଜନଶୁଣାଣି ଜନଶୁଣାଣିକୁ ବର୍ଜନ କଲେ ସେବାୟତ ଅଗଷ୍ଟ ଶେଷ ସୁଦ୍ଧା ଆଇନ...

ପାରାଦୀପ ରାଜନୀତି ଗରମ୍ – ଦାମଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ବିଭୁ ତରାଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଜଣକ ପରେ ଜଣେ କଂଗ୍ରେସ ନେତା ଟାର୍ଗେଟ କରୁଛନ୍ତି। ବାପି ସାର୍ଖେଲଙ୍କ ପରେ ବିଭୁ ତରାଇ ଦାମଙ୍କୁ କରିଛନ୍ତି ସମାଲୋଚନା। କଂଗ୍ରେସ ନେତା ବାପି ସର୍ଖେଲଙ୍କ...

ବଞ୍ଚିବ ମଲା ପୁଅ! ଗୁରୁଙ୍କ ଫଟୋ ତଳେ ପୁଅର ଶବ ରଖି ଧ୍ୟାନରେ ବସିଲେ ବାପା, ମା’

କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ ଅନ୍ଧ ବିଶ୍ୱାସର ମାୟା ଜାଲରୁ ମୁକୁଳି ପାରୁନି ମଣିଷ। ପୁଅ ମରିଯିବା ପରେ ବି ତାକୁ ବଞ୍ଚାଇବା ପାଇଁ ଘର ଲୋକ ଗୁରୁଙ୍କ ଫଟୋ ତଳେ ଶରଣ ପସିଲେ। ଏହି...

ମୋଦି କହିଲେ – ‘ଧନ୍ୟବାଦ ନବୀନବାବୁ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କ ପାଇଁ ବିଜେଡିର ସମର୍ଥନ ଲୋଡ଼ିଥିଲେ ନରେନ୍ଦ୍ର ମୋଦି। ବିଜେଡି ସମର୍ଥନ ଦେବା ପରେ ଆଜି ମୋଦି ଫୋନରେ ନବୀନଙ୍କୁ ଦେଇଛନ୍ତି ଧନ୍ୟବାଦ। ରାଜ୍ୟସଭା ଉପାଧ୍ୟକ୍ଷ...

ଅନନ୍ତ ବାସୁଦେବ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ରୋଷଶାଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନନ୍ତ ବାସୁଦେବ ମନ୍ଦିରରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ରୋଷଶାଳାର ୨୨ ବଖରା ଘର ନିଆଁରେ ପୋଡ଼ି ଯାଇଛି। ରୋଷଘର ଛଣରେ ତିଆରି ହୋଇଥିବାରୁ ନିଆଁ ବ୍ୟାପି...

ଟଙ୍କା ପାଇଁ ପୁଅର ଶବକୁ କାନ୍ଧରେ ୫ କିଲୋମିଟର ପର୍ଯ୍ୟନ୍ତ ବୋହିଲେ ପରିବାର ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦାରିଦ୍ର୍ୟର ଆଉ ଏକ ଜ୍ଵଳନ୍ତ ଉଦାହରଣ। ସାପ କାମୁଡ଼ାରେ ପୁଅ ମରିଯିବା ପରେ ଶବ ବ୍ୟବଛେଦ କଲେ ସରକାରୀ ସହାୟତା ମିଳିବା ଆଶାରେ ପୁଅର ଶବକୁ କାନ୍ଧରେ ଧରି ୫କିଲୋମିଟର ପର୍ଯ୍ୟନ୍ତ...

ଆଶାକର୍ମୀଙ୍କ ମୁହଁରେ ଫୁଟିଲା ହସ – ଆର୍ଥିକ ସହାୟତା ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଶାକର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଆଶା ଅବ୍ୟାହତି ଯୋଜନା’ ଅନ୍ତର୍ଗତ ଏକକାଳୀନ ଆର୍ଥିକ ସହାୟତା ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆଶାକର୍ମୀଙ୍କ ମୁହଁରେ ଫୁଟିଲା...