ସ୍ୱାଭିମାନ ଅଞ୍ଚଳରେ ହଳଦି ଚାଷ – ସରକାରୀ ପ୍ରୋତ୍ସାହନ ମିଳିଲେ ଦ୍ୱିତୀୟ କନ୍ଧମାଳ ସମ୍ଭାବନା

ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ ମାଲକାନଗିରି ଜିଲ୍ଲାରେ ହଳଦି ଚାଷ। ଆଦିବାସୀ ମହିଳାମାନେ ଏବେ ପାହାଡ଼ ଉପରେ ହଳଦି ଚାଷ କରିବାରେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ମାଲକାନଗିରି : ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳ ଯାହା କି ଏବେ ସ୍ୱାଭିମାନ...

ବସ୍ ମାଲିସ ସଂଘ ମଧ୍ୟରେ ବିବାଦ – ମାଲକାନଗିରିରେ ଘରୋଇ ବସ୍ ଚଳାଚଳ ଠପ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରିରେ ଘରୋଇ ବସ୍ ଚଳାଚଳ ଠପ୍। ବସ୍ ମାଲିସ ସଂଘ ମଧ୍ୟରେ ବିବାଦରେ ପେଶି ହେଉଛନ୍ତି ଯାତ୍ରୀ। ମାଲକାନଗିରି ଜିଲ୍ଲା ଘରୋଇ ବସ୍ ଚଳାଚଳ ଗୋଟିଏ ପ୍ରକାର ଠପ୍ ହୋଇଯାଇଛି। ଏହାର କାରଣ...

ମାଲକାନଗିରି ଏମଭି ୭୯ର ସାବରୀ ବିଦ୍ୟା ଭବନ – ବର୍ଷା ହେଲେ ଏଠି ପାଠପଢ଼ା ବନ୍ଦ

ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ ମାଲକାନଗିରି: ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁର ନାରା ଦେଇ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି। ପିଲାଙ୍କୁ ଭଲ ଶିକ୍ଷା ଦେବା ପାଇଁ ସ୍କୁଲ ଭିତ୍ତିଭୂମି...

ରାଜକନିକା ରାଧାକାନ୍ତ ମନ୍ଦିରରୁ ପ୍ରାଚୀନ ମୁର୍ତ୍ତି ଚୋରି – କନିକା ରାଜାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କଲେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ପ୍ରାଚୀନ ମଠ ଓ ମନ୍ଦିରମାନଙ୍କରେ ଥିବା ଦୁର୍ଲଭ ମୂର୍ତ୍ତି ଏବେ ମୂର୍ତ୍ତି ଚୋରମାନଙ୍କ ଟାର୍ଗେଟରେ। ବିଗତ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଅନେକ ମୂର୍ତ୍ତି ଚୋରି ହୋଇଥିବା ବେଳେ କିଛିଦିନ ତଳେ...

ଚିଲିକାରେ ହେବ ୱାଟର ଏରୋଡ୍ରମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଚିଲିକାରେ ୱାଟର ଏରୋଡ୍ରମକୁ ମିଳିଲା ସବୁଜ ସଙ୍କେତ ଟୁଇଟ୍ କରି ସୂଚନା ଦେଲେ କେନ୍ଦ୍ର ବେସାମରିକ ଜାହାଜ ଚଳାଚଳ ମନ୍ତ୍ରୀ ଓଡ଼ିଶା ସମେତ ଗୁଜରାଟରେ...

ଅଜବ ପରମ୍ପରା – ଚିତାଲାଗି ଅମାବାସ୍ୟାରେ ପିଲାଙ୍କୁ ଦିଆଗଲା ଚେଙ୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ପାପଡ଼ାହାଣ୍ଡିରେ ଅଜବ ପରମ୍ପରା ଚିତାଲାଗି ଅମାବାସ୍ୟାରେ ୨୨ରୁ ଅଧିକ ପିଲାଙ୍କୁ ଦିଆଗଲା ଚେଙ୍କ କାଠି ଖଡ଼ିକାକୁ ଗରମ କରି ଦିଆଗଲା ଚେଙ୍କ ଚେଙ୍କ ଦେଲେ ପିଲା ନିରୋଗ ରହିବାର...

ବିଜେପିକୁ ଅଡ଼ୁଆ ବିଜୟ ବାଣ! କହିଲେ, ବିଜେଡିର ସମର୍ଥନ ଲୋଡ଼ି ଲୋକଙ୍କ ବିଶ୍ୱାସ ହରାଉଛି ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପିକୁ ପୁଣି ଅଡ଼ୁଆରେ ପକାଇଲେ ବିଜୟ ମହାପାତ୍ର। ରାଜ୍ୟସଭା ନିର୍ବାଚନରେ ବିଜେଡିର ସମର୍ଥନ ଲୋଡ଼ି ବିଜେପି କି ବାର୍ତ୍ତା ଦେବାକୁ ଚାହୁଁଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟ। ଭାରତୀୟ ଜନତା ପାର୍ଟି ପାଇଁ...

ସ୍ୱାଧୀନତା ଦିବସରେ ଓଡ଼ିଶାରେ କେଉଁଠି କେଉଁ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୭୨ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି ସାରା ଦେଶ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଦେଶ। ତେବେ ଓଡ଼ିଶାରେ କେଉଁ ମନ୍ତ୍ରୀ ଅଫିସର କେଉଁ ଜାଗାରେ ପତାକା ଉତ୍ତୋଳନ କରିବେ...

ସ୍କୁଲ ଯିବାକୁ ହେଲେ ନାଉରିଆ ସାଜନ୍ତି ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭବିଷ୍ୟତ ଗଢିବା ଲକ୍ଷ୍ୟରେ ବିପଜ୍ଜନକ ରାସ୍ତାକୁ ବାଛି ନେଇଛନ୍ତି ଛାତ୍ରଛାତ୍ରୀ। ଗାଁରେ ନାହିଁ ଗୋଟିଏ ବି ହାଇସ୍କୁଲ। ନଦୀ ପାର ହୋଇ ଯିବାକୁ ପଡ଼ୁଛି ଆରପଟ ଗ୍ରାମକୁ। ଭବିଷ୍ୟତ ଗଢିବା ଲକ୍ଷ୍ୟରେ ବିପଜ୍ଜନକ...

ଗୁରୁପ୍ରିୟା ସେତୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମାଲକାନଗିରିବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରି: ଗୁରୁପ୍ରିୟା ସେତୁ, ସାତ ମହଲା ବିଶିଷ୍ଟ ନୂଆ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ପାଇଁ ମାଲକାନଗିରିବାସୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମାଲକାନଗିରି...