ହକି ବିଶ୍ୱକପ୍ ପାଇଁ ଝଲସିବ ଭୁବନେଶ୍ୱର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଚିବାଳୟରେ ସମୀକ୍ଷା ବୈଠକ ରାଜଧାନୀ ରାସ୍ତାକଡ଼ରେ ହେବ ବନୀକରଣ ରାସ୍ତାକଡ଼ କାନ୍ଥରେ ଅଙ୍କା ଯିବ ଚିତ୍ର ବସ୍‌ଷ୍ଟାଣ୍ଡ ଓ ସିଟି ବସ୍‌ ହକି ରଙ୍ଗରେ ସଜେଇ ହେବ ସବୁ ଜିଲ୍ଲାରେ...

ନାଲକୋର ଅପରେଟିଂ ଲାଭ ଦୁଇ ଗୁଣରୁ ଅଧିକ ବୃଦ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକୀରେ ବଢ଼ିଲା ଉତ୍ପାଦନ  ଆଲୁମିନା ଉତ୍ପାଦନରେ ୧୦.୭୪ ପ୍ରତିଶତ ବୃଦ୍ଧି ଆଲୁମିନିୟମ୍ ଉତ୍ପାଦନରେ ୮.୮୫ ପ୍ରତିଶତ ବିଦ୍ୟୁତ ଉତ୍ପାଦନରେ ୫.୧୪ ପ୍ରତିଶତ ନବରତ୍ନ କମ୍ପାନି ନାଲ୍‌କୋ...

ଟିଟୋକୁ ପୁଣି ୨ ଦିନିଆ ରିମାଣ୍ଡରେ ନେଲା କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଗୋଟିଏ ପରେ ଗୋଟିଏ  ମାମଲା ଜାଲରେ ଛନ୍ଦି ହେବାରେ ଲାଗିଛି ଗ୍ୟାଙ୍ଗଷ୍ଟର ଟିଟୋ। ଗତ ୪ ଦିନ ଧରି ତିନିଟି ଭିନ୍ନ ଭିନ୍ନ ହତ୍ୟାକାଣ୍ଡ ମାମଲାରେ କେନ୍ଦ୍ରାପଡ଼ା ଟାଉନ ଓ...

୨୦୨୦ ସୁଦ୍ଧା ଓଡ଼ିଶା ହେବ ଦେଶର ତୃତୀୟ ଷ୍ଟାଟ୍ଅପ୍ ହବ୍: ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇରେ ଇନଭେଷ୍ଟର୍ସ ମିଟ୍ ଶିଳ୍ପପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆହ୍ୱାନ କଲେ ରୋଡ ସୋ'ରେ ସାମିଲ ହେଲେ ନବୀନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁକେଶ...

ଜଟିଳ ହେଉଛି ରାଜ୍ୟସଭା ଅଙ୍କ! ଅମିତ ଶାହଙ୍କ ପରେ ନବୀନଙ୍କ ସମର୍ଥନ ଲୋଡ଼ିଲେ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ବିଜେଡିର ଗୁରୁତ୍ୱ ବଢ଼ିଛି। ଅମିତ ଶାହଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡିର ସମର୍ଥନ ଲୋଡ଼ିଛନ୍ତି। ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ...

ଓଡ଼ିଶା ସହ ହବିବୁର୍ ଲିଙ୍କ – ଖୋଳତାଡ଼ ପାଇଁ ଦିଲ୍ଲୀ ଯିବ କ୍ରାଇମବ୍ରାଞ୍ଚ ଏସଟିଏଫ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆତଙ୍କବାଦୀ ହବିବୁର୍‌ ରେହମନ୍‌ର ଓଡ଼ିଶା ସହ କ'ଣ ଲିଙ୍କ୍ ଥିଲା? ଏହାର ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। କ୍ରାଇମବ୍ରାଞ୍ଚ ଡିଆଇଜି ହିଂମାଶୁ ଲାଲଙ୍କ ନେତୃତ୍ୱରେ ଏହି ଟିମ୍ ଦିଲ୍ଲୀ ଯିବ। ଏନ୍‌ଆଇଏଠାରୁ...

ଭାରତୀୟ କ୍ରିକେଟ ଦଳର ଏହି ମହାନ ବ୍ୟାଟସମ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଗୁଗୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅନ୍ୟତମ ମହାନ କ୍ରିକେଟ ଦଳର ଦିଲୀପ ସରଦେଶାଇଙ୍କର ଆଜି ୭୮ତମ ଜନ୍ମ ଜୟନ୍ତୀ। ଗୁଗୁଲ ଡୁଡଲ୍ ସମ୍ମାନ ଜଣାଇଛି ଏହି କ୍ରିକେଟ ମହାରଥୀଙ୍କୁ। ଦିନଥିଲା ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଧଷ...

ଓଆରଏଚଡିସି ଦୁର୍ନୀତି ମାମଲା – ଦୁଇ ଜଣଙ୍କୁ ତିନି ବର୍ଷ ଲେଖାଏଁ ଜେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ(ଓଆର୍‌ଏଚଡିସି) ଦୁର୍ନୀତି ମାମଲାରେ ଆଉ ଦୁଇ ଜଣଙ୍କୁ ତିନି ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ସେମାନେ ହେଲେ ଓଆର୍‌ଏଚ୍‌ଡିସି...

ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ନିବେଶକଙ୍କୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ନଭେମ୍ବରରେ ଓଡିଶାରେ ହେବାକୁଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ପ୍ରସ୍ତୁତି ନେଇ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ନିବେଶକଙ୍କୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ...

କରୁଣାନିଧିଙ୍କୁ ଶେଷଦର୍ଶନ ବେଳେ ଅଘଟଣ – ଦଳାଚକଟାରେ ୨ ମୃତ, ୩୩ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଦକ୍ଷିଣ ଭାରତୀୟ ରାଜନୀତିର ସ୍ତମ୍ଭ କୁହାଯାଉଥିବା ଡିଏମକେ ସୁପ୍ରିମୋ କରୁଣାନିଧିଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପ୍ରଶଂସକ। କରୁଣାନିଧିଙ୍କୁ ଶେଷ ଦର୍ଶନ କରିବା ପାଇଁ ଏତେ ସଂଖ୍ୟାରେ ଭିଡ଼...