ଡିଜିପି ଦାୟିତ୍ୱ ନେଲେ ବିକେ ଶର୍ମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି)ଦାୟିତ୍ୱ ଦିଆଯାଇଛି। ଡିଜିପି ଆର୍ପି ଶର୍ମାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିବାରୁ ସେ ଛୁଟିରେ ଅଛନ୍ତି। ତାଙ୍କ ଅନୁପସ୍ଥିତିରେ ବିକେ ଶର୍ମା ଅତିରିକ୍ତ...
ଆରପାରିରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରପାରିରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। କଟକର ଏସ୍ସିବି ମେଡିକାଲରେ ରବିବାର ରାତି...
ଆରମ୍ଭ ହେଲା ଯୁକ୍ତ ଦୁଇ ଖାତାଦେଖା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ଆଜିଠାରୁ ଖାତା ଦେଖା ଆରମ୍ଭ ହୋଇଛି। ଖାତାଦେଖା ଏପ୍ରିଲ ୧୮ ଯାଏଁ ଚାଲିବ।
ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୨୩ ତାରିଖରୁ...
Election Update @11AM
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଆଜି ନୂଆପଡ଼ା, କଳାହାଣ୍ଡିରେ ନିର୍ବାଚନ ପ୍ରଚାର କରିବେ ନବୀନ
ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା, କଳାହାଣ୍ଡିରେ ନିର୍ବାଚନ ପ୍ରଚାର କରିବେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ନବୀନ...
୫ ଦିନ ଧରି ଲାଗି ରହିବ କାଳବୈଶାଖୀ, ୧୦ ଜିଲ୍ଲାକୁ ସତର୍କ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୫ ଦିନ ଧରି କାଳବୈଶାଖୀ ଲାଗି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ସତର୍କ ସୂଚନା ଜାରି କରିଛି। ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା...
ଆସନ୍ତାକାଲି ସରିବ ପ୍ରଥମ ପର୍ଯ୍ୟାୟ ଲାଗି ନିର୍ବାଚନୀ ପ୍ରଚାର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏପ୍ରିଲ୍ ୧୧ରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ପ୍ରଥମ ପର୍ଯ୍ୟାୟ ପାଇଁ ମଙ୍ଗଳବାର ଶେଷ ହେଉଛି ନିର୍ବାଚନୀ ପ୍ରଚାର। ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନ ପାଇଁ...
ଆଜି ନୂଆପଡ଼ା, କଳାହାଣ୍ଡିରେ ନିର୍ବାଚନ ପ୍ରଚାର କରିବେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା, କଳାହାଣ୍ଡିରେ ନିର୍ବାଚନ ପ୍ରଚାର କରିବେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ନବୀନ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନ ଯୋଗେ ନୂଆପଡ଼ା ଜିଲ୍ଲା ଗୋତମା ଏୟାରଷ୍ଟ୍ରିପଠାରେ ପହଞ୍ଚିବେ।...
ହଟ୍ ସିଟ୍ ଦିଗପହଣ୍ଡି – କାହାର ହେବ ପହଣ୍ଡି ବିଜେ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଅଧୀନରେ ଆସୁଥିବା ଦିଗପହଣ୍ଡି ବିଧାନସଭା ଆସନ ପାଇଁ ମଜାଦାର ଲଢ଼େଇ ଚାଲିଛି।
ସବୁ ଦଳର ପ୍ରାର୍ଥୀ ନିଜ...
ଏପ୍ରିଲ ୧୧ରେ ପ୍ରଥମ ଦଫା ଭୋଟ – ଜାଣନ୍ତୁ କେଉଁ ପ୍ରାର୍ଥୀ ଧନୀ, କିଏ ଗରିବ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଇଲେକ୍ସନ ୱାଚ ପକ୍ଷରୁ ପ୍ରକାଶ ପାଇଥିବା ଏଡିଆର୍ ରିପୋର୍ଟରେ ଆସିଲା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା।
ଏପ୍ରିଲ ୧୧ ହେବ ପ୍ରଥମ ପର୍ଯ୍ୟାୟ ଭୋଟ। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା...
ହଟ୍ ସିଟ୍ ଚିତ୍ରକୋଣ୍ଡା – ଦାଦା ଓ ଝିଆରୀଙ୍କ ଭିତରେ ଲଢ଼େଇ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଧାନସଭା ଆସନରେ ଏଥର ଏକ ରୋଚକ ଲଢ଼େଇ ହେଉଛି।ଦାଦା ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ଝିଆରୀ ଲକ୍ଷ୍ମୀପ୍ରିୟା ନାୟକ ମାତ ଦେବେ।
ଦାଦା ବିଜେଡିରୁ ଠିଆ ହୋଇଥିଲା ବେଳେ ଝିଆରୀ...





















