ଜୁଲାଇ ୨୭ରେ କହ୍ନେଇଲାଲ ସ୍ମୃତି ସମାରୋହ: ଯୁବ କଥାକାର ଚିତ୍ତରଞ୍ଜନ ଚିରଞ୍ଜିତ ପାଇବେ କହ୍ନେଇ କଥା ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର କହ୍ନେଇଲାଲ ସ୍ମୃତି ସଂସଦ ପକ୍ଷରୁ ବର୍ଷ ୨୦୨୪ ପାଇଁ ସମ୍ମାନଜନକ କହ୍ନେଇ କଥା ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଯୁବ...
ଓଡ଼ିଶା ବିଧାନସଭାରେ ଶପଥ ନେଲେ ନବନିର୍ବାଚିତ ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ। ଏହି ଅଧିବେଶନ ତିନିଦିନ ଧରି ଚାଲିବ। ମଙ୍ଗଳବାର ଦିନଠାରୁ ବିଧାନସଭାରେ ନବନିର୍ବାଚିତ ବିଧାୟକମାନଙ୍କର ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଛି।
ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ...
ବାଲେଶ୍ଵରରେ ଗୋଷ୍ଠୀ ସଂଘର୍ଷ: ସହରବ୍ୟାପୀ କର୍ଫ୍ୟୁ ଜାରି, ରାସ୍ତାଘାଟ ସିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ଉଗ୍ର ରୂପ ଧାରଣ କରିଛି। ସହରର ସୁନହାଟ ଅଞ୍ଚଳରେ ସୋମବାର ହୋଇଥିବା ସଂଘର୍ଷରେ ୫ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣ...
ରାମୋଜୀ ରାଓ: ଗଣମାଧ୍ୟମରେ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧର
ପ୍ରଦୀପ କୁମାର ନାୟକ
ରାମୋଜୀ ରାଓ, କେବଳ ନାଁ ହିଁ ଯଥେଷ୍ଟ। ଏହି ଭର୍ସାଟାଇଲ ବ୍ୟକ୍ତିତ୍ଵଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଗଣମାଧ୍ୟମ କ୍ଷେତ୍ରରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନର ସେ ହେଉଛନ୍ତି ସୂତ୍ରଧର। ଖାଲି...
ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ମଙ୍ଗଳବାର ରାମୋଜୀ ରାଓଙ୍କ ସ୍ମୃତିଚାରଣ ନିମନ୍ତେ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ ଦୁନିଆର ବାଦ୍ଶାହ ରାମୋଜୀ ରାଓଙ୍କ ସ୍ମୃତିଚାରଣ ପାଇଁ ଜୁନ୍ ୧୮ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଭୁବନେଶ୍ୱରସ୍ଥିତ...
ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହେଲେ କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ହୋଇଛନ୍ତି କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି। ଏ ନେଇ ସୋମବାର ଦିନ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
Tags: #TrilochanMohanty...
ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀ ଶ୍ରୀମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା ଦିନଠାରୁ ବଡ଼ଠାକୁରଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ଜମୁଛି। ସିଂହଦ୍ଵାର ସମ୍ମୁଖରେ ପୂର୍ବଭଳି ଭିଡ଼ ନଥିଲେ ମଧ୍ୟ ଶ୍ରୀମନ୍ଦିର ଭିତରେ ଭିଡ଼ ଲାଗି...
ବିଶ୍ଵ କ୍ରୀଡ଼ା ଜଗତରେ ଆହୁରି ଆଗକୁ ବଢ଼ିବ ଓଡ଼ିଶା – ସୂର୍ଯ୍ୟବଂଶୀ ସୂରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ବିଭାଗୀୟ ସମୀକ୍ଷା ବୈଠକ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ। ଏଥିରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ଓ ବିଭାଗ ପକ୍ଷରୁ...
ଆସନ୍ତାକାଲିଠାରୁ ଓଡ଼ିଶା ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆସନ୍ତାକାଲି, ମଙ୍ଗଳବାରଠାରୁ ଓଡ଼ିଶା ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ। ତିନିଦିନ ଧରି ଚାଲିବାକୁ ଏହି ଅଧିବେଶନରେ ଶପଥ ନେବେ ରାଜ୍ୟର ୧୪୭ ନବ ନିର୍ବାଚିତ ବିଧାୟକ। ଜୁନ ୨୦ ତାରିଖରେ ବାଚସ୍ପତି...
ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାରେ ବିଳମ୍ବ: ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି ଖରା ଓ ଗୁଳୁଗୁଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ମୌସୁମୀ ବାୟୁ ଏଯାଏଁ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇନାହିଁ। ଏହା ଏବେ ମାଲକାନଗିରି ଓ କୋରାପୁଟ ଅଞ୍ଚଳରେ ସୀମିତ ରହିଛି। ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଉଥିବାବେଳେ ରାଜ୍ୟର...





















