ଶୁକ୍ରବାରଠୁ ମାଟ୍ରିକ ପରୀକ୍ଷା: ୬ ଲକ୍ଷ ୮ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାରଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ଚଳିତ ବର୍ଷ ୬ ଲକ୍ଷ ୮ ହଜାର ୩୧...

ଇଂଜିନିୟରିଂ ପ୍ରତି ମୋହଭଙ୍ଗ, ଆଇଟିଆଇ ଏବେ ଗେହ୍ଲାପୁଅ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଟିଆଇ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଓଡ଼ିଶା କୌଶଳ ବିକାଶ ନିଗମ ଯେଉଁ ରଥ ଉପରେ ପ୍ରଚାର କରିଥିଲେ ତାହା ବି ଭଲ ଫଳ ଦେଇଛି। ଏହି ରଥ ରାଜ୍ୟର...

ବିଜେପୁରରେ ସରିଲା ପ୍ରଚାର: ଶେଷ ଦିନରେ ଘର ଘର ବୁଲି ଭୋଟରଙ୍କୁ ଭେଟିଲେ ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଗୁରୁବାର ସନ୍ଧ୍ୟା ୫ଟାରେ ଶେଷ ହୋଇଛି ପ୍ରଚାର। ଶେଷ ଦିନରେ ତିନି ଦଳର ପ୍ରାର୍ଥୀ ଏବଂ ନେତା ଘର ଘର ବୁଲି ଭୋଟ ମାଗିଛନ୍ତି। ଶେଷ ହୋଇଛି ବିଜେପୁର ଉପ-ନିର୍ବାଚନ ପ୍ରଚାର। ୨୪...

ଭୁବନେଶ୍ୱରରେ ଲାଇଭ୍‌ଷ୍ଟ୍ରିମିଂ ସେବା ଆଣିଛି ଓଡ଼ିଶାଲାଇଭ୍‍

ଦିନେ ଲାଇଭ୍‍ଷ୍ଟ୍ରିମିଂ ଆମକୁ ଏକ ଜଟିଳ ଓ ହାଇଟେକ୍‍ ବିଷୟ ଭଳି ମନେହେଉଥିଲା। କିନ୍ତୁ ଆଜି ଏହି ସେବା ଆପଣଙ୍କ ହାତପାଆନ୍ତାରେ। ଆପଣ ଚାହିଁଲେ ଆପଣଙ୍କ ଅନୁଷ୍ଠାନ ବା ଅଫିସର କୌଣସି କାର୍ଯ୍ୟକ୍ରମ କିମ୍ବା...

ଏମ୍‌ସରେ ଜଗା ପିନ୍ଧିଲା ସୁରକ୍ଷା ହେଲମେଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ଏମ୍‌ସରେ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଉଭୟ ଓଡ଼ିଶା ଫେରି ଆସିବେ। ଉଭୟଙ୍କୁ ବର୍ତ୍ତମାନ...

ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌କୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର: କହିଲେ, “୧୦୦ କର୍ମଚାରୀ ଆସିଛନ୍ତି ବିଜେପୁର”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଜେପୁର ଉପ-ନିର୍ବାଚନ ପାଇଁ ଶେଷ ହେଉଛି...

ବଦଳିଲେ ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପ-ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀ ନାରୟଣ ପଣ୍ଡାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କ୍ଷୀର ସାଗର ନାୟକଙ୍କୁ ନୂଆ ଏସ୍‌ଡିପିଓ ଭାବେ ନିଯୁକ୍ତି ଦିଆଯାଇଛି। ବିଜେପୁର ଉପ-ନିର୍ବାଚନକୁ...

କୁମ୍ଭୀର ମୁହଁରୁ ଦାଦାଙ୍କୁ ବଞ୍ଚାଇଲା ୧୨ ବର୍ଷର ପୁତୁରା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମର ୧୨ ବର୍ଷର ବାଳକ ସିକୁ ସାହସିକତାର ପରିଚୟ ଦେଇଛନ୍ତି। ଅନ୍ଧାର ରାତିରେ ୨୦ ଫୁଟ କୁମ୍ଭୀର ମୁହଁରୁ ଦାଦାଙ୍କୁ ବଞ୍ଚାଇ ସାହସିକତା ତାଲିକାରେ...

ରାଜ୍ୟ ଅଭିଲେଖାଗାରରେ ପୁରାତନ ଖବରକାଗଜ ପ୍ରଦର୍ଶନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଭିଲେଖା ସପ୍ତାହ ପାଳନ ଅବସରରେ ଶଶାଙ୍କ ଶେଖର ଦାଶଙ୍କ ପୁରାତନ ଖବରକାଗଜ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ରାଜ୍ୟ ଅଭିଲେଖାଗାର ଏବଂ ଦୋଳ ଗୋବିନ୍ଦ ଖବରକାଗଜ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ପକ୍ଷରୁ...

୪ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି: କଟକ-ଜଗତସିଂହପୁର ଜିଲ୍ଲାର ୫ଟି ବ୍ଲକକୁ ମିଳିବ ଫ୍ଲୋରାଇଡ ମୁକ୍ତ ପାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଚିବାଳୟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୪ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। କଟକ ଓ ଜଗତସିଂହପୁର ଜିଲ୍ଲାର ୫ଟି ବ୍ଲକକୁ...