ମହାସପ୍ତମୀର ଧୁମ୍: ଝଲସୁଛି ପୂଜା ମଣ୍ଡପ, ମନମୋହୁଛି ଆକର୍ଷଣୀୟ ତୋରଣ

ଓଡିଶାଲାଇଭ୍ ବ୍ୟୁରୋ ସପ୍ତମୀ ପୂଜାରୁ ଆରମ୍ଭ ହୋଇଛି ଭିଡ଼। ବିଭିନ୍ନ ପୂଜା ମଣ୍ଡପ ନିକଟରେ ଜମିଛି ଗହଳି। କିଏ କଟକରେ ମା'ଙ୍କ ସୁନା, ଚାନ୍ଦି ମେଢ଼ ଦେଖି ବିଭୋର ହୋଇଯାଉଛି ତ ପୁଣି କିଏ...

ଆଇ ଏମ୍‌ କୁଦ୍ଦୁସିଙ୍କୁ ମିଳିଲା ଜାମିନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇ ଏମ୍‌ କୁଦ୍ଦୁସିଙ୍କୁ ମିଳିଲା ଜାମିନ୍। ଦିଲ୍ଲୀର ତିସ୍‌ ହଜାରୀ କୋର୍ଟରୁ ତାଙ୍କୁ ଜାମିନ୍ ମିଳିଛି। ଲକ୍ଷେ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ କୋର୍ଟ...

ଓଡ଼ିଶା ପାଳିଲା ବିଶ୍ୱ ପର୍ଯ୍ୟଟନ ଦିବସ: ପାରମ୍ପରିକ ବାଦ୍ୟ, ନୃତ୍ୟରେ କମ୍ପିଲା ରାଜଧାନୀ ରାସ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ପର୍ଯ୍ୟଟନ ଦିବସକୁ ବୁଧବାର ଓଡ଼ିଶା ପର୍ଯ୍ୟଟନ ବିଭାଗ ବଡ ଜାକଜମକରେ ପାଳନ କରିଛି। ଓଡ଼ିଶା ପର୍ଯ୍ୟଟନକୁ ସମୃଦ୍ଧ କରିଥିବା ଆଦିବାସୀ ନୃତ୍ୟ, ପାଇକ ନୃତ୍ୟ ଓ ପାରମ୍ପରିକ ବାଦ୍ୟର ଝଲକ...

ଷ୍ଟିଲ୍‌ ସିଟି ରାଉରକେଲାରେ ଡବଲ ମର୍ଡର: ବନ୍ଦ ଘରୁ ମିଳିଲା ମାଇଁ-ଭାଣିଜୀଙ୍କ ମୃତଦେହ

ଓଡିଶାଲାଇଭ୍ ବ୍ୟୁରୋ ଷ୍ଟିଲ ସିଟି ରାଉରକେଲାରେ ଘଟିଛି ଡବଲ ମର୍ଡର। ବନ୍ଦ ଘରୁ ଉଦ୍ଧାର ହୋଇଛି ୨ ମହିଳାଙ୍କ ମୃତଦେହ। ମୃତ ମହିଳା ଦୁଇଜଣ ହେଲେ ଇଷ୍ଟର ଲେଙ୍କା ଓ ମଧୁସ୍ମିତା ସାହୁ। ଉଭୟ...

ବାଣୀବିହାରରୁ ଉଠିଲା ସାଇନ୍-ଏ-ଡାଏ: ପୂଜା ଛୁଟି ପରେ ପାଠପଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଣୀବିହାରରୁ ଉଠିଲା ସାଇନ୍-ଏ-ଡାଏ। ଉତ୍କଳ ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ ମଙ୍ଗଳବାର ନେଇଛନ୍ତି ଏହି ନିଷ୍ପତ୍ତି। ତେବେ ପୂଜା ଛୁଟି ପରେ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। କ୍ୟାମ୍ପସ୍‌ରେ ସ୍ୱାଭାବିକ ସ୍ଥିତି...

ଯୌନଶୋଷଣ ମାମଲାର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯାଉ: କୈଳାସ ସତ୍ୟାର୍ଥୀ

ଓଡିଶାଲାଇଭ୍ ବ୍ୟୁରୋ ଶିଶୁ ଯୌନ ଉତ୍ପୀଡ଼ନ ଓ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି ଲାଗି ଦେଶବ୍ୟାପୀ ଭାରତଯାତ୍ରା ଅଭିଯାନ ଆରମ୍ଭ ହୋଇଛି। ବିଶିଷ୍ଟ ଶିଶୁ ଅଧିକାର କର୍ମୀ ତଥା ନୋବେଲ ପୁରସ୍କାର ବିଜେତା କୈଳାସ...

ପ୍ରଭାତ ବିଶ୍ୱାଳଙ୍କୁ ପୁଣିଥରେ ଝଟକା: ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଜାମିନ୍ ଆବେଦନ ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ପୁଣି ଥରେ ଝଟକା ମିଳିଛି। ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ମାମଲାର ଗୁରୁତ୍ୱ ଓ ସିବିଆଇର ତଦନ୍ତକୁ...

ଛତ୍ରପୁର ବିଜେଡି କାଉନସିଲର ହତ୍ୟା ଘଟଣା: ଗଞ୍ଜାମ ପୋଲିସ ପଞ୍ଝାରେ ଆଉ ୫ ଅଭିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଘଟଣାରେ ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ। ପୂର୍ବରୁ ଏହି ଘଟଣାରେ ୮ ଜଣ ଗିରଫ ହୋଇଥିଲେ। ଏବେ ଏହି...

୨୦୧୪ର ଗୁମର ଖୋଲିଲେ ଅଶୋକ: କହିଲେ,”ସ୍ୱାଧୀନ ପ୍ରାର୍ଥୀ ହେବା ପଛରେ ନବୀନଙ୍କ ପରୋକ୍ଷ ସମର୍ଥନ ରହିଥିଲା”

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ନେତା ଅଶୋକ ପାଣିଗ୍ରାହୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ୍। ଦୁଇ ଦିନ ହେଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏବଂ ଗଣମାଧ୍ୟମରେ ବିବୃତି...

ବରଗଡ଼ ବିଜୁ ସେତୁ ଭୁଶୁଡ଼ିବା ଘଟଣା: କଠୋର ହେଲା ପ୍ରଶାସନ, କଳା ତାଲିକାଭୁକ୍ତ ହେବ ଠିକା ସଂସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼ରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ପରେ ପ୍ରଶାସନର ଚେତା ପଶିଛି। ସେତୁ ନିର୍ମାଣ କରୁଥିବା ଠିକାଦାରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ପ୍ରଶାସନ। ସେତୁ ନିର୍ମାଣ ଦାୟିତ୍ବ ନେଇଥିବା...