ଆଜିର ବଡ଼ ଖବର(ମେ ୨୩, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’। ଜୁନ ୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜି ଘୋଷଣା ହୋଇଛି ତାରିଖ। ଜୁନ୍ ୨୨ରୁ ପରୀକ୍ଷା ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।...

ଘଡ଼ଘଡି-ବର୍ଷା ଯୋଗୁଁ ଟ୍ରେନ୍ ଯାତ୍ରା ବାଧାପ୍ରାପ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଓ ଘଡ଼ଘଡ଼ି ଲାଗି ରହିବା ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବୁଧବାର ସକାଳୁ କାଳବୈଶାଖୀ ବର୍ଷା ପ୍ରାୟ ୨-୩ ଘଣ୍ଟା ଧରି...

ରିପୋର୍ଟ କାର୍ଡ: ନିର୍ମାଣ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ନିର୍ମାଣ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଭିତ୍ତିଭୂମିର...

ଜନ୍ମମାଟି ମଧୁବନରେ ଶେଷ ହେଲା ବଂଶୀଧରଙ୍କ ଶେଷକୃତ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୋକାକୁଳ ପରିବେଶରେ ବିଶିଷ୍ଟ ଶଳ୍ପପତି ବଂଶୀଧର ପଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜନ୍ମମାଟି ବାରଙ୍ଗର ମଧୁବନରେ ବଂଶୀଧରଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ବଡ଼ପୁଅ ବୈଜୟନ୍ତ ପଣ୍ଡା ତାଙ୍କ ଜୁଇରେ...

୨୬ରେ କଟକ ଆସିବେ ମୋଦି, ଅପରାହ୍ଣ ୩ଟା୨୫ରେ ଭୁବନେଶ୍ୱରରେ ପହଞ୍ଚିବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୬ ତାରିଖରେ ଦିନିକିଆ କଟକ ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟରରେ କଟକ ଯିବେ ମୋଦି ନରାଜରେ ଅସ୍ଥାୟୀ ହେଲିପ୍ୟାଡ ...

ଶ୍ରୀମନ୍ଦିର ଭିତରକାଠ ନିକଟରେ ଲାଗିବ ସିସିଟିଭି, ସେବାୟତ-ଭକ୍ତଙ୍କ ଉପରେ ରଖିବ ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିରରେ ସେବାୟତ ଏବଂ ଭକ୍ତଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଭିତରକାଠ ନିକଟରେ ଲାଗିବ ସିସିଟିଭି। ପୁରୀ ଶ୍ରୀମନ୍ଦିରର ଭିତରକାଠ ନିକଟରେ ଲାଗିବ ସିସିଟିଭି। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନଙ୍କୁ ସେବାୟତମାନେ ଦୁର୍ବ୍ୟବହାର ପ୍ରଦର୍ଶନ...

ପଟ୍ଟନାୟକ ବ୍ରଦର୍ସଙ୍କୁ ତୀର ମାରିଲେ ଜୁଏଲ: କହିଲେ, “ବିଜେଡି-କଂଗ୍ରେସ ଭିତରେ ସମନ୍ୱୟ ରଖୁଛନ୍ତି ସୌମ୍ୟ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡି-କଂଗ୍ରେସ ଭିତରେ ଭିତିରି ବୁଝାମଣା ରହିଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିବା ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ। ଦୀର୍ଘ ଦିନର ନୀରବତା ପରେ ମୁହଁ ଖୋଲିଛନ୍ତି କେନ୍ଦମ୍ରନ୍ତ୍ରୀ ଜୁଏଲ ଓରାମ।...

ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବହୁ ସଂସ୍କାର ଅଣାଯାଇପାରିବ: ରାଜ୍ୟପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ କୁଳପତି ସମ୍ମିଳନୀ କୁଳାଧିପତିଙ୍କ ଅଧ୍ୟକ୍ଷତାରେ ବୈଠକ ଯୋଗ ଦେଇଛନ୍ତି ୧୭ଟି ବିଶ୍ୱବିଦ୍ୟାଳୟର କୁଳପତି ଆଇଆଇଆଇଟି ଓ ଭିମସାର ନିର୍ଦ୍ଦେଶକଙ୍କ ସହ ୪ ମନ୍ତ୍ରୀ ଉପସ୍ଥିତ ଭୁବନେଶ୍ୱରରେ ବସିଛି କୁଳପତି ସମ୍ମିଳନୀ। ରାଜ୍ୟପାଳ...

ମୃତ୍ୟୁଲେଖ: ବଂଶୀଧର ପଣ୍ଡା (୧୯୩୧-୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାର ଆଦ୍ୟ ସନ୍ତକ ଥିଲେ ବଂଶୀଧର ପଣ୍ଡା। ଜଣେ ଅଗ୍ରଣୀ ଶିଳ୍ପପତି ଭାବରେ ସେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ଖୋଦ 'ଓଡ଼ିଶା ମାଟି'ର ଶିଳ୍ପପତି ଭାବରେ ସ୍ଵର୍ଗତ ବଂଶୀଧର...

ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶିଷ୍ଟ ଶିଳ୍ପପତି ତଥା ଇମ୍ଫାର ପ୍ରତିଷ୍ଠାତା ବଂଶୀଧର ପଣ୍ଡାଙ୍କ ପରଲୋକ ଘଟିଛି। ଓଡ଼ିଶାର ଶିଳ୍ପ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାନ ଶିଳ୍ପପତି ବଂଶୀଧର ପଣ୍ଡା ଆଉ ନାହାନ୍ତି। ମଙ୍ଗଳବାରଦିନ...