ରାଜ୍ୟସଭା ଭୋଟ ପାଇଁ ବିଜ୍ଞପ୍ତି: ୧୨ ତାରିଖ ସୁଦ୍ଧା ନାମାଙ୍କନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ରିଟର୍ଣ୍ଣିଂ ଅଫିସର ରାଜେଶ ପାଟିଲ୍। ସୋମବାରଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି।...

ଏଣିକି ଗାଁ କଥା ବୁଝିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିଡିଓ କନଫରେନ୍ସଂ ଜରିଆରେ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେଲେ ଗାଁର ବିକାଶ କରିବାକୁ ପରାମର୍ଶ ଦେଲେ କଂଗ୍ରେସ କହିଲା, "ଏହା ଲୋକଦେଖାଣିଆ" ମୁଖ୍ୟମନ୍ତ୍ରୀ କେବଳ ପ୍ରଚାରରେ ବିଶ୍ୱାସ କରନ୍ତି:...

ଭୁବନେଶ୍ଵରରେ ମାଓ ପୋଷ୍ଟର: ସବ୍ୟସାଚୀଙ୍କୁ ନଛାଡ଼ିଲେ ଏମ୍ସ ଛାତ୍ରଙ୍କୁ ଛାଡ଼ିବୁନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଏମ୍‌ସରେ କାଶ୍ମିର ଛାତ୍ର ସୋହେଲ ଅଜାଜ୍ ନିଖୋଜ ହେବା ଘଟଣାରେ ଆସିଛି ନୂଆ ମୋଡ଼। ସୋହେଲଙ୍କୁ ମାଓବାଦୀ ଅପହରଣ କରିଥିବା ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଲଗାଯାଇଛି ପୋଷ୍ଟର। ଭୁବନେଶ୍ୱର ଏମ୍‌ସରେ କାଶ୍ମିର...

ଶୁଭାରମ୍ଭ ହେଲା ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ। ଭିଡିଓ କନଫରେନ୍ସିଂ ଜରିଆରେ ଗ୍ରାମାଞ୍ଚଳର ଲୋକଙ୍କ...

ବିଜେପୁରରେ ଭୋଟ କିଣିଛି ବିଜେଡି: ଜୁଏଲ ଓରାମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ବିଜେପୁରରେ ବିଜେଡି ଭୋଟ କିଣିଛି କହି ନିଶାନା କରିଛନ୍ତି। ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ବିଜୟ ହାସଲ କରିଛି। ଏହି...

ମିଶନ୍-୧୨୦କୁ ଝଟକା: ଓଡ଼ିଶା ବିଜେପି ପାଇଁ ଧର୍ମେନ୍ଦ୍ର ବୋଝ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ରାଜ୍ୟ ନେତାମାନେ ଯେଉଁ ସବୁ ବଡ଼ ବଡ଼ କଥା କହୁଥିଲେ ତାହା ନିରର୍ଥକ ପ୍ରମାଣିତ ହୋଇଛି। ଏହି ଗୁରୁତ୍ତ୍ବପୂର୍ଣ୍ଣ ନିର୍ବାଚନରେ...

କାହିଁକି ହୁଏ କ୍ୟାନ୍ସର? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସରୋଜ ଦାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ୟାନ୍ସର ବା କର୍କଟ ରୋଗ ସମଗ୍ର ଦେଶରେ ଏବେ ଉତ୍କଟ ରୂପ ଧାରଣ କରିଛି। ଅଧିକାଂଶ ଲୋକ ଏହି କର୍କଟ ରୋଗରେ ପ୍ରାଣ ହରାଉଥିବାରୁ ଏବେ ଚିନ୍ତା ବଢ଼ିଛି। ଏହି ମାରାତ୍ମକ...

ଅମିତ ଶାହାଙ୍କ ଦମ୍ଭୋକ୍ତି: ଓଡ଼ିଶାରେ ସରକାର ଗଢ଼ିବ ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପୁଣି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ୨୦୧୯ରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି କହିଛନ୍ତି। ବିଜେଡି ଶାହାଙ୍କ ମନ୍ତବ୍ୟର ଦୃଢ଼ ଜବାବ ଦେଇଛି। ଉତ୍ତର-ପୂର୍ବ...

ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ମହାନଦୀ-ପୋଲାଭରମ ପ୍ରସଙ୍ଗ ଉଠାଇବ ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ହେବ ସରଗରମ୍। ଏହି ପର୍ଯ୍ୟାୟରେ ଶାସକ ବିଜେଡି ଓଡ଼ିଶା ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବ। ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୫ରୁ ଆରମ୍ଭ...

ମାର୍ଚ୍ଚ ୬ରୁ ଯୁକ୍ତ ୨ ପରୀକ୍ଷା: ୩,୬୫,୮୨୬ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳାରେ ୨, ୩୩,୯୭୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବିଜ୍ଞାନରେ ୯୬,୧୭୫ ଛାତ୍ରଛାତ୍ରୀ ବାଣିଜ୍ୟରେ ୨୭, ୪୪୭ ଛାତ୍ରଛାତ୍ରୀ ଧନ୍ଦାମୂଳକ ଶିକ୍ଷାରେ ୮,୨୨୬ ଜଣ ପରୀକ୍ଷାର୍ଥୀ କପି ରୋକିବା ପାଇଁ ସ୍ପେଶାଲ୍‌...