ଏଣିକି ରେଳ ରୋକ୍ କଲେ ରୁଜୁ ହେବ ଅପରାଧୀକ ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ରେଳ ରୋକ୍ କରୁଥିବା ବ୍ୟକ୍ତି ଏଣିକି ସତକଁ ହୋଇ ଯାଆନ୍ତୁ। କାରଣ ରେଳ ରୋକ୍ କଲେ ରୁଜୁ ହେବ ଅପରାଧୀକ ମାମଲା। ପୋଲିସ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ...
ପାଇକ ବିଦ୍ରୋହକୁ ମିଳିବ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା!
ଓଡ଼ିଶାଲାଇଭ୍ ବ୍ୟୁରୋ
'ଓଡ଼ିଶାର ପାଇକ ବିଦ୍ରୋହକୁ ମିଳିବ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା। ଆସନ୍ତା ଶିକ୍ଷା ବର୍ଷଠାରୁ ପାଇକ ବିଦ୍ରୋହକୁ ଇତିହାସ ବହିରେ ସ୍ଥାନ ମିଳିବ। ଛାତ୍ରଛାତ୍ରୀମାନେ ଜାଣିବେ ପାଇକ ବିଦ୍ରୋହର ସଂଗ୍ରାମୀମାନଙ୍କ ବିଷୟରେ'-...
୧୭ ବର୍ଷର ସରକାରଙ୍କୁ ଜାଭଡେକରଙ୍କ ୭ ବାଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ୧୭ ବର୍ଷର ବିଜେଡି ସରକାର ଉପରେ ବର୍ଷିଛନ୍ତି। ୧୭ ବର୍ଷର ସରକାର ଓଡ଼ିଶାର ମୌଳିକ ସମସ୍ୟା ଦୂର କରିବାରେ...
କୁନ୍ଦୁଲି କାଣ୍ଡ: ରାଜଭବନ ଘେରିବ କଂଗ୍ରେସ, ୪ ନାବାଳକଙ୍କୁ ପୁଣି ନୋଟିସ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ କୋରାପୁଟରେ ପଦଯାତ୍ରା କରିବା ପରେ ଆସନ୍ତା ୨ ତାରିଖରେ ରାଜଭବନ ଘେରିବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି।
କୁନ୍ଦୁଲି ଗଣବଳାତ୍କାର ମାମଲାକୁ ୧୪...
କଂଗ୍ରେସ ସହ ହାତ ମିଳାଇବ କି ବିଜେଡି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭର୍ତ୍ତୃହରି ମହତାବ କହିଥିଲେ ଅଛୁଆଁ ନୁହେଁ କଂଗ୍ରେସ
ବିଜେଡି ସୁପ୍ରିମୋ ମାଗିଥିଲେ ଜବାବ
ଏବେ ଦାମ କହିଲେ, ବିଜେପି ଶତ୍ରୁ କଂଗ୍ରେସ ନୁହେଁ
ଅଣ ବିଜେପି ଦଳକୁ ଏକାଠି ହେବାକୁ...
ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା: ନିଜ ସ୍କୁଲରେ ହୋଇ ପାରିବନି ପରୀକ୍ଷା କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିବ ମାଟ୍ରିକ ପରୀକ୍ଷାର ଢାଞ୍ଚା। ନିଜ ସ୍କୁଲ ବଦଳରେ ଛାତ୍ରଛାତ୍ରୀ ଆସନ୍ତା ବର୍ଷଠାରୁ ଅନ୍ୟ ସ୍କୁଲରେ ପରୀକ୍ଷା ଦେବେ। ତେବେ ପରୀକ୍ଷା କେନ୍ଦ୍ର ୫ କି ମି ଦୂରତା ମଧ୍ୟରେ କରାଯିବ...
ଲଗାଣ ବର୍ଷା ଆଣିଦେଲା ଦୁର୍ଦ୍ଦଶା, ପାଣି ଘେରରେ ରାତି କାଟୁଛନ୍ତି ବାଲେଶ୍ୱରବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଘୁଚାପଜନିତ ଲଗାଣ ବର୍ଷା ବାଲେଶ୍ୱରବାସୀଙ୍କ ପାଇଁ ଦୁଃଖ ଆଣି ଦେଇଛି। ବର୍ଷା କମିଯାଇଥିଲେ ମଧ୍ୟ ଦୁର୍ଦ୍ଦଶାରୁ ଲୋକେ ମୁକୁଳିପାରି ନାହାନ୍ତି। ବାଲେଶ୍ୱର ସହର ସମେତ ବିଭିନ୍ନ ବ୍ଲକର ଲୋକେ ପାଣି ଘେରରେ...
୩ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର: ଲିଫ୍ଟ କେନାଲ ସିଷ୍ଟମ ପାଇଁ ୧୨୪୬ କୋଟିର ବ୍ୟୟବରାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟରେ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ...
ଇଣ୍ଡିଆ କ୍ଲିନ୍ କୁକ୍ ଷ୍ଟୋଭ୍ ଫୋରମ୍-୨୦୧୭ରେ ସାମିଲ୍ ହେବ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ୨୪ରୁ ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଯାଉଛି ‘ଇଣ୍ଡିଆ କ୍ଲିନ୍ କୁକ୍ ଷ୍ଟୋଭ୍ ଫୋରମ୍ ୨୦୧୭ ’। ଏଥିରେ ଓଡ଼ିଶା ସାମିଲ୍ ହେବ ବୋଲି ଇଣ୍ଡିଆ କ୍ଲିନ୍...
କୋଲକାତା-ପୁରୀ ପୁରୁଣା ଜଗନ୍ନାଥ ସଡ଼କର ଗବେଷଣା ଶେଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଣା ଜଗନ୍ନାଥ ସଡ଼କକୁ ପୁଣି ଜୀବନ୍ତ ହୋଇଉଠିଛି। ବାସ୍ତବ କ୍ଷେତ୍ରରେ ନୁହେଁ, ଇତିହାସ ଓ ଗବେଷଣାରେ। ଏକ ଗବେଷକ ଦଳ ଏହି କାମ ଶେଷ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ...





















