ପ୍ରକାଶ ପାଇଲା ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ: ସୁଜଲ ଶୁଭ୍ରଜିତ ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ପ୍ରକାଶ ପାଇଛି ବାଲେଶ୍ଵରସ୍ଥିତ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳାଫଳ।
ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ...
ଜୁନ ୬ରୁ ୯ ଯାଏଁ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’: ପ୍ରଦର୍ଶନ ହେବ ଓଡ଼ିଆ ସହିତ ୯ଟି ଭାଷାର ଚଳଚ୍ଚିତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୋଗଦେବେ ବଲିଉଡ ଓ ଓଲିଉଡ ସିନେମା ଜଗତର ପ୍ରମୁଖ ବ୍ୟକ୍ତିତ୍ୱ
ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଫିଲ୍ମ ସ୍କ୍ରିନିଂ
ଅଭିନୟ ଓ ଚିତ୍ରନାଟ୍ୟ ରଚନା ଉପରେ ସ୍ୱତନ୍ତ୍ର ମାଷ୍ଟରକ୍ଲାସ
(ଭୁବନେଶ୍ୱର): ଜୁନ ୬ରୁ ୯ ତାରିଖ...
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଗୋଟିଏ ରାତିରେ ୫ ରୋଗୀଙ୍କ ମୃତ୍ୟୁ କେମିତି ହେଲା?
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଗୋଟିଏ ରାତିରେ ୫ ଜଣ ଚିକିତ୍ସାଧୀନ ରୋଗୀଙ୍କର ମୃତ୍ୟୁ ହୋଇଛି। ତେବେ ଗୋଟିଏ ରାତିରେ ୫ ଜଣ ରୋଗୀଙ୍କର...
ଚିନ୍ତା ବଢ଼ାଉଛି ମୁଣ୍ଡଫଟା ଖରା: ଓଡ଼ିଶାକୁ ହିଟ୍ ଓ୍ଵେଭ୍ ଓ୍ଵାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହ୍ୟ ଖରାରେ ଆଉଟ ପାଉଟ ହେଉଛନ୍ତି ରାଜ୍ୟବାସୀ। ଆଗକୁ ତାପମାତ୍ରାରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ଜୁନ ୯ ତାରିଖ ଯାଏଁ ସମଗ୍ର ରାଜ୍ୟକୁ ହିଟ୍ ଓ୍ଵେଭ୍ ଓ୍ଵାର୍ଣ୍ଣିଂ ଜାରି...
ପିସିଓଏସ୍ ସମସ୍ୟା ଥିଲେ କ’ଣ ଖଇବେ, କ’ଣ ନୁହେଁ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=RwJH1C2LRhQ
ପିସିଓଏସ୍ ହେଉଛି ଜୀବନଶୈଳୀ ଜନିତ ସମସ୍ୟା। ଏହି ସମସ୍ୟା ଯୋଗୁଁ ଋତୁସ୍ରାବରେ ଅନିୟମିତତା, ଓଜନ ବୃଦ୍ଧି ଏବଂ ଅନ୍ୟ ସମସ୍ୟା ହୋଇପାରେ। ତେଣୁ, ଡାଏଟ୍ ପ୍ରତି ଅଧିକ ଧ୍ୟାନ ଦେବା...
କେମିତି ପଢ଼ିଲେ ରହିବ ଭଲ ମାର୍କ – ଟିପ୍ସ ଦେଲେ ଇକୋନୋମିକ୍ସ ଟପ୍ପର ସଂସ୍କୃତି ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/xfbLo7sUFls
ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଇକୋନୋମିକ୍ସ ଟପ୍ପର ହୋଇଛନ୍ତି ଭୁବନେଶ୍ୱର ଲକ୍ଷ୍ମୀସାଗରରେ ରହୁଥିବା ସଂସ୍କୃତି ମହାପାତ୍ର। ଇକୋନୋମିକ୍ସ ଅନର୍ସରେ ୯.୦୩ ସିଜିପିଏ ରଖି ଏହି ସଫଳତା ହାସଲ କରିଛନ୍ତି ସଂସ୍କୃତି।
ଦୃଢ଼ ଇଚ୍ଛାଶକ୍ତି ଏବଂ...
ବାଲେଶ୍ଵରରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷଠାରେ ରଥଯାତ୍ରା ନିମନ୍ତେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ବାଲେଶ୍ୱରର ସାଂସଦ...
ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ୨ ବାଣିଜ୍ୟ ଟପ୍ପର ବିଜୟଲକ୍ଷ୍ମୀ ପରିଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=tuu5qoK5Ogg
ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ୨ ବାଣିଜ୍ୟ ବିଭାଗର ଟପ୍ପର ହୋଇଛନ୍ତି ବିଜୟଲକ୍ଷ୍ମୀ ପରିଡ଼ା। ୬୦୦ରୁ ୫୭୫ ମାର୍କ ରଖି ତାଙ୍କୁ ମିଳିଛି ଏହି ସଫଳତା। ପରିଶ୍ରମ ବହୁତ...
ବାଲେଶ୍ଵର ଶାନ୍ତିକାନନରେ ପାଳିତ ହେଲା କବି ବ୍ରଜନାଥ ରଥଙ୍କ ପୁଣ୍ୟତିଥି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ କବି ଡକ୍ଟର ବ୍ରଜନାଥ ରଥଙ୍କ ଏକାଦଶ ତମ ପୁଣ୍ୟତିଥି ଶାନ୍ତିକାନନ ପରିସରସ୍ଥ ସଭାଗୃହରେ ପାଳିତ ହୋଇଯାଇଛି।
ପରିଷଦର ସଭାପତି...
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ରେଜଲ୍ଟ: ରଜିତ ଗୁପ୍ତା ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/07W1jEF_gw4
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ୨୦୨୫ ରେଜଲ୍ଟ। ଏଥିରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ରାଜସ୍ଥାନର ରଜିତ ଗୁପ୍ତା। ମୋଟ ୩୬୦ରୁ ୩୩୨ ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି...





















