ବାହାରିଲା ୟୁପିଏସସି ରେଜଲ୍ଟ, ଶକ୍ତି ଦୁବେ ଟପ୍ପର

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ୟୁନିୟନ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସସି) ରେଜଲ୍ଟ ୨୦୨୪। ଏଥିରେ ଟପ୍ପର ହୋଇଛନ୍ତି ଶକ୍ତି ଦୁବେ। ଦ୍ଵିତୀୟ ସ୍ଥାନରେ ରହିଛନ୍ତି ହର୍ଷିତା ଗୋୟଲ। ୟୁପିଏସସି ପରୀକ୍ଷାରେ ତୃତୀୟ ସ୍ଥାନରେ...

ଜଳୁଛି ଓଡ଼ିଶା, ୨୬ ଯାଏଁ ତାତିରୁ ତ୍ରାହି ନାହିଁ!

ଓଡ଼ିଶାଲାଇଭ୍ ବ୍ୟୁରୋ ଜଳୁଛି ସାରା ଓଡ଼ିଶା। ଏପ୍ରିଲ ୨୬ ଯାଏଁ ତାପମାତ୍ରାରେ ଆହୁରି ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ହିଟଓ୍ଵେଭ୍ ପାଇଁ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ...

କେମିତି ଭଲ ହେବ ପିଲାଙ୍କ ଲିଭର ଜଣ୍ଡିସ୍?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Z9l2Whg2PLU ଲିଭର ଜଣ୍ଡିସ୍‌ ହେଲେ ଆଖିର ଧଳାଭାଗ, ଜିଭ, ହାତ ପାଦ ଆଦି ହଳଦିଆ ପଡ଼ିଯାଏ, ଏହାଛଡ଼ା ଭୋକ ମଧ୍ୟ ଲାଗିନଥାଏ। କେବଳ ବଡ଼ ନୁହନ୍ତି ଛୋଟ ପିଲାଙ୍କୁ ମଧ୍ୟ ଜଣ୍ଡିସ...

ଏବେଠୁ ଅସହ୍ୟ ହେଲାଣି, ଆଗକୁ ଆହୁରି କଲବଲ କରିବ ତାତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆରମ୍ଭ ହେଲାଣି ଅସହ୍ୟ ଖରା। ଆଗକୁ ଆହୁରି ତାପମାତ୍ରାରେ ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏପ୍ରିଲ ୨୫ ତାରିଖ ଯାଏଁ ତାପମାତ୍ରା ବୃଦ୍ଧି ପାଇଁ...

ମୟୂରଭଞ୍ଜରେ ବଳାଙ୍ଗୀ ମହୋତ୍ସବ, ଝୁମର ନୃତ୍ୟରେ ଝୁମିଲେ ଦର୍ଶକ  

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦାଠାରେ ଆୟୋଜିତ ହୋଇଛି ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ବଳାଙ୍ଗୀ ମହୋତ୍ସବ। ପ୍ରତି ସନ୍ଧ୍ୟାରେ ଜମୁଛି ପାରମ୍ପରିକ ନୃତ୍ୟ ଗୀତର ଆସର। ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର...

କାହିଁକି ଫେଲ୍ୟୁଅର ହୁଏ ଲିଭର?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=owExlTDrkB4 ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଲିଭର ବିନା ବଞ୍ଚିବା ଅସମ୍ଭବ। ଆମେ ଖାଉଥିବା ଖାଦ୍ୟର ସାର ଅଂଶକୁ ଶରୀରର ବ୍ୟବହାର ଉପଯୋଗୀ କରିବା ସହିତ...

ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି: ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୫ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସୋମବାର ବୈଶାଖ କୃଷ୍ଣ ଅଷ୍ଟମୀରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ପାଇଁ...

ଲିଭର ସିରୋସିସ୍ କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=E1VhBSefP_c ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ।...

ଉନ୍ମୋଚିତ ହେଲା ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କ ‘ଷୋଡ଼ଶ’ ଗଳ୍ପ ସଂକଳନ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସହରର ଏସିପିଏଲ୍ ସମ୍ମିଳନୀ କକ୍ଷଠାରେ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କ ଗଳ୍ପ ସଙ୍କଳନ ‘ଷୋଡ଼ଶ’ ଉନ୍ମୋଚିତ ହୋଇଯାଇଛି। କବି ପ୍ରଶାନ୍ତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉନ୍ମୋଚନ କାର୍ଯ୍ୟକ୍ରମରେ...

ପରଲୋକରେ ବରିଷ୍ଠ ସାମ୍ବାଦିକ ଏସ୍‌ଏ କଲିମ

ଓଡ଼ିଶାଲାଇଭ୍ ବ୍ୟୁରୋ ପରଲୋକରେ ବରିଷ୍ଠ ସାମ୍ବାଦିକ ଏସ୍ଏ କଲିମ। ଶୁକ୍ରବାର ରାତିରେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି। ମାତ୍ର ୫୭ ବର୍ଷ ବୟରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶାଲାଇଭ୍...