ମୟୂରଭଞ୍ଜ: ଚୈତ୍ର ପର୍ବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଯାଇଛି। ଉଦଘାଟନୀ ପୂର୍ବରୁ ଶୁକ୍ରବାର ଅପରାହ୍ଣରେ ବାରିପଦାର ଅଧିଷ୍ଠାତ୍ରୀ ଦେବୀ ମା’ ଅମ୍ବିକାଙ୍କ ମନ୍ଦିର ସମ୍ମୁଖରେ...
ତଳି ଅଣ୍ଟାରେ ଯନ୍ତ୍ରଣା ହେଉଛି କି, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=0rDARfvv7ic
ସାଧାରଣତଃ ହିପ୍ ପେନ୍ ଆର୍ଥ୍ରାଇଟିସ୍, ଭୁଲଶୈଳୀରେ ଶୋଇବା ବା ଆଘାତ ଲାଗିବା କାରଣରୁ ହୋଇପାରେ। କେତେକ କ୍ଷେତ୍ରରେ ସର୍ଜରୀର ମଧ୍ୟ ଆବଶ୍ୟକତା ପଡ଼ିଥାଏ।
ତେବେ ତଳି ଅଣ୍ଟା ବା ହିପ୍ ଯନ୍ତ୍ରଣା...
ଓଡ଼ିଶାରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଯୋଜନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଯୋଜନା। କଟକର ବାଲିଯାତ୍ରା ପଡ଼ିଆଠାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଏହି ଯୋଜନା ଦ୍ଵାରା ରାଜ୍ୟର...
ଶରୀରରେ ଇଲେକ୍ଟ୍ରୋଲାଇଟ୍ର ଅଭାବକୁ କିପରି ଦୂର କରିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=nDnPWfIk0So&t=1s
ଶରୀରରେ କ୍ୟାଲସିୟମ୍, ସୋଡିୟମ୍, ପୋଟାସିୟମ୍, ମାଙ୍ଗାନିଜ୍ ଭଳି ଅନେକ ପ୍ରକାରର ଇଲେକ୍ଟ୍ରୋଲାଇଟ୍ ଥାଏ, ଯାହା ଶରୀରକୁ ସଠିକ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟରୁ ଯେକୌଣସି ବି...
ଭାରି ସୁଆଦିଆ ନୟାଗଡ଼ ଛେନାପୋଡ଼
ନିଶିକାନ୍ତ ରଥ
https://www.youtube.com/watch?v=YPPjfO_KcXw
ଆଜି ବିଶ୍ଵ ଛେନାପୋଡ଼ ଦିବସ। ବିଶ୍ଵକୁ ଓଡ଼ିଶାର ସଂସ୍କୃତି ଏବଂ ଖାଦ୍ୟ ପରମ୍ପରାର ବାର୍ତ୍ତା ଦେଉଛି ନୟାଗଡ଼ର ଏହି ପ୍ରସିଦ୍ଧ ମିଠା।
ଦଶପଲ୍ଲାର ସାତପଟଣାରେ ନୟାଗଡ଼ ଛେନାପୋଡ଼ର ଜନ୍ମ
ଆକସ୍ମିକ ଭାବେ ତିଆରି ହୋଇଥିଲା ଏହି ସୁଆଦିଆ ମିଠା
ଏବେ ବି ରାଜ୍ୟ ବାହାରକୁ ନୟାଗଡ଼ରୁ ରପ୍ତାନି ହେଉଛି ଛେନାପୋଡ଼
ଜିଆଇ ଟ୍ୟାଗ୍ ପାଇଁ ହୋଇଛି ଆବେଦନ
“ଆସ କିଏ ଖାଇବ ହୋ ଆମ ରାଜା ବାବୁଘର...
ଗୋଆ ଆନ୍ତର୍ଜାତିକ ସମ୍ମିଳନୀରେ ଚମକିଲା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଆ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୃଷି ଏବଂ ଶିକ୍ଷା ଉପରେ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଅନେକ ସମ୍ମାନରେ ସମ୍ମାନିତ...
ବାଲେଶ୍ୱର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ପକ୍ଷ ପାଳନ ଅବସରରେ ବାଲେଶ୍ଵରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜାତୀୟ ସେବା...
ବାଲେଶ୍ଵର: ଶାନ୍ତିକାନନରେ ଉନ୍ମୋଚିତ ହେଲା ଶାଶୂ-ବୋହୂ ସମ୍ପର୍କକୁ ନେଇ ପୁସ୍ତକ ‘ସୁବର୍ଣ୍ଣ ସେତୁ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଶାନ୍ତିକାନନଠାରେ ମମତା ମହାପାତ୍ର ଓ ବିଜୟିନୀ ସିଂହଦେଓଙ୍କ ମିଳିତ ସମ୍ପାଦନାରେ ଶାଶୂ-ବୋହୂ ସମ୍ପର୍କକୁ ନେଇ ଲିଖିତ ପୁସ୍ତକ...
ପିରିୟଡସ୍ ବେଳେ ଅତ୍ୟଧିକ ଯନ୍ତ୍ରଣା କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=QtEDF2d6EGA&t=1s
ପିରିୟଡ୍ସ ବେଳେ ଅସହ୍ୟ ଯନ୍ତ୍ରଣାକୁ ଡିସ୍ମେନୋରିଆ କୁହାଯାଏ। ଏହାର କାରଣ ଭିନ୍ନ ଭିନ୍ନ ହୋଇଥାଏ।
ତେବେ ପିରିୟଡସ୍ ସମୟରେ ଅତ୍ୟଧିକ ଯନ୍ତ୍ରଣା କାହିଁକି ହୁଏ, ପିରିୟଡସ୍ ବେଳେ ଯନ୍ତ୍ରଣାକୁ କିପରି ରୋକିବେ...
ନୂଆଦିଲ୍ଲୀରେ ଇନଭେଷ୍ଟ ଓଡ଼ିଶା ସମ୍ମିଳନୀ: ଆସିଲା ୧ ଲକ୍ଷ ୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀରେ ଆୟୋଜିତ ଇନଭେଷ୍ଟ ଓଡ଼ିଶା ସମ୍ମିଳନୀରେ ଯୋଗଦେଇ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସମ୍ମିଳନୀରେ ଏକାଧିକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଦିଲ୍ଲୀରେ ଏହି...





















