ପ୍ରଶାସନର ନୂଆ କାର୍ଯ୍ୟକ୍ରମ ‘ଶିଶୁ ଅନୁକୂଳ ସୁନ୍ଦରଗଡ଼’: ପିଲାଙ୍କ ଉପଯୋଗୀ ହେବ ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିଶୁ ଓ କିଶୋର ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ଜୀବନ ଓ ସ୍ୱପ୍ନକୁ ସୁରକ୍ଷିତ କରିବା ପାଇଁ ଆମ ସମାଜକୁ ପିଲାଙ୍କ ଉପଯୋଗୀ କରିବାକୁ ହେବ। ଶିଶୁମାନଙ୍କର ଅଧିକାରକୁ ସୁନିଶ୍ଚିତ...
ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଶୁଦ୍ଧତା ପାଇଁ ରାଉରକେଲାର ତାରିଣୀ ମାତା ମନ୍ଦିର ପ୍ରସାଦକୁ ମିଳିଲା ଏଫଏସଏସଏଆଇ ‘ଭୋଗ’ ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=mzLjFnbsvCI]ରାଉରକେଲାର ପାନପୋଷ ରୋଡରେ ଥିବା ତାରିଣୀ ମାତା ମନ୍ଦିରର ପ୍ରସାଦକୁ ମିଳିଲା ନୂଆ ପରିଚୟ। ପ୍ରସାଦ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଶୁଦ୍ଧତା ପାଇଁ ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ...
ଅଭିନବ ପଦକ୍ଷେପ: ରିମୋଟ୍ ସେନ୍ସିଂ କୌଶଳରେ ମିଳିବ କୃଷି ସମ୍ପର୍କିତ ତଥ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି ବିଭାଗକୁ ଯୋଜନା ପ୍ରସ୍ତୁତିରେ ସହାୟକ ହେବ
ପ୍ରତି ୩ ମାସରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
କୃଷିର ବିକାଶ ପାଇଁ ଏହାର ପାରିପାର୍ଶ୍ଵିକ ସ୍ଥିତିର ମନିଟରିଂ ଅତି ଜରୁରୀ। ଜମିର...
ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଓ ମହିଳା ହକି ଟୁର୍ନାମେଣ୍ଟ ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରାମାଞ୍ଚଳରୁ ହକି ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ
ପୁରୁଷ ଓ ମହିଳା ବର୍ଗରେ ୮ ଦଳ ସାମିଲ୍
ହକିର ଅନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଅନେକ କ୍ରୀଡ଼ା ପ୍ରତିଭା ଲୁଚି...
ସୁନ୍ଦରଗଡ଼ ଜିଲ୍ଲାରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଖୋଲା ଯାଉଛି ପାଠାଗାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବହି ସବୁବେଳେ ମଣିଷର ଜ୍ଞାନର ପରିସୀମାକୁ ବଢ଼ାଇ ଥାଏ। କିନ୍ତୁ, ଆଜିର ଡିଜିଟାଲ୍ ଓ ମୋବାଇଲ୍ ସମୟରେ ଲୋକଙ୍କର ବହି ପଢ଼ିବାର ଅଭ୍ୟାସ କମିଯାଉଛି। ତେଣୁ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର...
ସୁନ୍ଦରଗଡ଼: ହେମଗିରି ବ୍ଲକରେ ଜୀବନ କୌଶଳ ତାଲିମ କାର୍ଯ୍ୟକ୍ରମ, ସଫଳ ମହିଳା ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧନା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ହେମଗିରି ବ୍ଲକର ବିଭିନ୍ନ ଗାଁରେ ମହିଳା ଏବଂ କିଶୋରୀମାନଙ୍କୁ ଜୀବନ କୌଶଳ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ତାଲିମ ଦିଆଯାଇ ସେମାନଙ୍କର ଜୀବିକାକୁ ସୁନିଶ୍ଚିତ କରାଯାଇପାରିଛି। ଏଭଳି...
ସୁନ୍ଦରଗଡ଼ ପୌରପାଳିକାର ମହେଶଡିହିଠାରେ ଖୋଲିଲା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ପୌରପାଳିକାର ମହେଶଡିହିଠାରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ୟୁପିଏଚସି)ର ଲୋକାର୍ପଣ ହୋଇଛି। ଶୁକ୍ରବାର ଦିନ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର...
ପକ୍ଷାଘାତ ରୋଗୀ ଉଦିତ ଚନ୍ଦ୍ରଙ୍କ ଜୀବନକୁ ସ୍ୱାଭାବିକ କରିବାରେ ସହାୟକ ହେଲା ସୁନ୍ଦରଗଡ଼ର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ରୋବୋଟିକ୍ସ ଫିଜିଓଥେରାପି ସେବା
୨୦୨୧ ଅକ୍ଟୋବର ମାସ ସୁଦ୍ଧା ୨୫୮ ଜଣଙ୍କୁ ମିଳିଛି କୃତ୍ରିମ ଅଙ୍ଗ
୧୮୮ ଜଣଙ୍କୁ ମୋଟ ୨,୮୪୨...
ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ରାଜ୍ୟରେ ସୁନ୍ଦରଗଡ଼ ଶ୍ରେଷ୍ଠ ଜିଲ୍ଲା: ଆବର୍ଜନାମୁକ୍ତ ସହର ଭାବେ ରାଉରକେଲାକୁ ‘ୱାନ୍ ଷ୍ଟାର’ ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ମାନ୍ୟତା ପାଇଛି। ସହରାଞ୍ଚଳରେ ପରିମଳ ପରିଚାଳନା...
ସୁନ୍ଦରଗଡ଼ରେ ମାତୃଜ୍ୟୋତି: କୋଇଡ଼ା, ଲହୁଣୀପଡ଼ା ଓ ହେମଗିରି ବ୍ଲକର ଗର୍ଭବତୀ ମା’ଙ୍କ ଉପରେ ଫୋକସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର ୩ଟି ବ୍ଲକର ଗର୍ଭବତୀ ମା’ମାନଙ୍କ ସୁବିଧା ପାଇଁ କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ଘରୋଇ କ୍ଲିନିକ୍ ସହ ବୁଝାମଣା ସ୍ୱାକ୍ଷରିତ।
ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆଦିବାସୀ...





















