ରୁଷ-ୟୁକ୍ରେନ ଯୁଦ୍ଧ ଅପ୍‌ଡେଟସ୍ : ସନ୍ଧ୍ୟା ୫ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ଅଷ୍ଟମ ଦିନରେ ପହଞ୍ଚିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ନିଜ ଜୀବନ ବଞ୍ଚାଇବା ଆଶାରେ ଦେଶ ଛାଡ଼ୁଛନ୍ତି ଲକ୍ଷ ଲକ୍ଷ ୟୁକ୍ରେନ ନାଗରିକ। ଅନ୍ୟପଟେ ୟୁକ୍ରେନରେ ଫସି...

ରୁଷ-ୟୁକ୍ରେନ ଯୁଦ୍ଧ ଅପ୍‌ଡେଟସ୍ : ଦିନ ୧୧ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ-ୟୁକ୍ରେନ ଯୁଦ୍ଧ ଉଗ୍ର ରୂପ ଧାରଣ କରିଛି। ରୁଷ ଆକ୍ରମଣର କଡ଼ା ଜବାବ ଦଉଛି ୟୁକ୍ରେନ। ରୁଷ ଆଲୋଚନା ପାଇଁ ପ୍ରସ୍ତାବ ଦେଉଥିବାବେଳେ ଅସ୍ତ୍ରତ୍ୟାଗ କରିବାକୁ ଅମଙ୍ଗ ହୋଇଛି ୟୁକ୍ରେନ। ରୁଷ-ୟୁକ୍ରେନ...

ରୁଷ-ୟୁକ୍ରେନ ଯୁଦ୍ଧ ଅପ୍‌ଡେଟ : ସନ୍ଧ୍ୟା ୫ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁକ୍ରେନକୁ ଚାରିପଟୁ ଘେରି ଆକ୍ରମଣ କରିବାରେ ଲାଗିଛି ରୁଷ। ଉଭୟ ରୁଷ ଏବଂ ୟୁକ୍ରେନ ସେନାଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଏବେ ଭୟଙ୍କର ରୂପ ନେବାକୁ ବସିଛି। ଏହି ପରିସ୍ଥିତିରେ ୟୁକ୍ରେନ...

ରୁଷ-ୟୁକ୍ରେନ ଯୁଦ୍ଧ ଅପ୍‌ଟେଡସ୍: ଦିନ ୧୧ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭ ଦିନରେ ପହଞ୍ଚିଛି। ଲାଗୁ ଥିଲା ଉଭୟ ଦେଶ ମଧ୍ୟରେ ବୁଝାମଣା ହୋଇ ଯୁଦ୍ଧର ସମାପ୍ତି ଘଟିବ। କିନ୍ତୁ ଦୁଇ ଦେଶ ନିଜ ନିଜ ଜିଦ୍‌ରେ...

ରୁଷ-ୟୁକ୍ରେନ ଯୁଦ୍ଧ ଅପଡେଟସ୍ : ଦିନ ୨ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ-ୟୁକ୍ରେନ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି। ୟୁକ୍ରେନ ରାଜଧାନୀ କ୍ଵିଭ ଏବଂ ଖାରକିଭ ସହର ଉପରେ ରୁଷ ସେନାଙ୍କ ଆକ୍ରମଣ ଜାରି ରହିଛି। ଏହି ପରିସ୍ଥିତିରେ ଭାରତ ସରକାର ୟୁକ୍ରେନରେ ଫସି...

ରୁଷ-ୟୁକ୍ରେନ ଯୁଦ୍ଧ ଅପଡେଟସ୍ : ଦିନ ୧୧ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ-ୟୁକ୍ରେନ ଯୁଦ୍ଧ ଶୁକ୍ରବାର ନବମ ଦିନରେ ପହଞ୍ଚିଛି। ୟୁକ୍ରେନ ଉପରେ ରୁଷର ଅତର୍କିତ ଆକ୍ରମଣ ଜାରି ରହିଛି। ଇତି ମଧ୍ୟରେ ବେଲାରୁଷରେ ରୁଷ ଏବଂ ୟୁକ୍ରେନ ପ୍ରତିନିଧିମଣ୍ଡଳଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ...

ରୁଚିକା ଆତ୍ମହତ୍ୟା ଘଟଣା: ରୁଚିକାଙ୍କ ମା’ଙ୍କୁ ଧାରଣାସ୍ଥଳରୁ ଉଠାଇନେଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ୧୦ ଦିନ ହେଲାଣି। ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ। ନ୍ୟାୟ ପାଇଁ ବିଜେବି କଲେଜ ଆଗରେ ଧାରଣାରେ ବସିଥିବା ରୁଚିକାଙ୍କ ମା’ଙ୍କୁ ଆଜି...

ରିତୁ କୁମାର: ଦେଶୀ ଫ୍ୟାସନିଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ "ପରିଶ୍ରମ ସହିତ ଧୈର୍ଯ୍ୟ ରଖିଲେ ମହିଳାମାନେ ସଫଳତାର ଶୀର୍ଷ ଛୁଇଁପାରିବେ", ଦୃଢତାର ସହିତ କହିଛନ୍ତି ରିତୁ କୁମାର। ଭାରତୀୟ ସଂସ୍କୃତିକୁ ବେଶ ପୋଷାକ ମଧ୍ୟରେ ଚିରଦିନ ଅକ୍ଷୁର୍ଣ୍ଣ ରଖିବାରେ ଯେଉଁ କେତେକ ଡ଼ିଜାଇନର...

ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା: କଂଗ୍ରେସର ବିକ୍ଷୋଭ, ବିଜେପି କହିଲା ତଦନ୍ତକାରୀ ସଂସ୍ଥା ଉପରେ ଚାପ ପକାଇବାକୁ ଚେଷ୍ଟା...

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ଇଡି। ଗତ ୧ ତାରିଖରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)...

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଶେଷକୃତ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କର ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ହୋଇଛି। ଶନିବାର ତାଙ୍କ ମରଶରୀରକୁ କଂଗ୍ରେସ ଭବନ ଏବଂ ବିଧାନସଭା ପରିସରକୁ ଅଣାଯିବା ପରେ ବିଭିନ୍ନ ଦଳର ରାଜନେତା ତଥା...