ଆସୁଛି ବାତ୍ୟା ‘ଅସାନି’: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ଏସଆରସିଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ‘ଅସାନି’ ପାଇଁ ଅଶାନ୍ତ ରହିଛି ସମୁଦ୍ର। ରାଜ୍ୟରେ ଏହା ପ୍ରଭାବରେ ବର୍ଷା ସହ ପବନ ମଧ୍ୟ ବହୁଛି। ଆସନ୍ତା ମେ’ ୧୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ...

ପାରମ୍ପରିକ ଧାନ ବିହନ ସଂଗ୍ରହ ପ୍ରେମରେ ପରିବେଶ ବିଜ୍ଞାନୀ ଡକ୍ଟର ଦେଓଲ ଦେଓ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କୃଷି ବିଜ୍ଞାନୀ ନହେଲେ ମଧ୍ୟ ନିଆରା ମଣିଷଟିଏ ହେଉଛନ୍ତି ପଶ୍ଚିମବଙ୍ଗର ବିଶିଷ୍ଟ ପରିବେଶ ବିଜ୍ଞାନୀ ଡକ୍ଟର ଦେଓଲ ଦେଓ। କେବଳ ପରୀକ୍ଷା କରି ଅନୁଭୂତି ସାଉଣ୍ଟିବା...

ବାତ୍ୟା ‘ଅସାନି’ ପ୍ରଭାବ: ଆଜିଠୁ ୩ ଦିନ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ‘ଅସାନି’ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ଆଗକୁ ଆହୁରି ବର୍ଷିବ। ମଙ୍ଗଳବାରଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ...

ପ୍ରମୋଦିନୀ ରାଉଳ ଏସିଡ ମାଡ଼ ମାମଲା: ୨ ଦୋଷୀଙ୍କୁ ୧୪ ବର୍ଷ ଜେଲଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ ମାଡ଼ ମାମଲାର ରାୟ ପ୍ରକାଶ ପାଇଛି। ସୋମବାର ଦୁଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜଗତସିଂହପୁର ଏଏସଜେ ମହିଳା କୋର୍ଟ। ଏହି...

ସମୁଦ୍ର ମଝିରେ ଫସିଥିବା ୧୧ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଛ ଧରିବାକୁ ଯାଇ ସମୁଦ୍ର ମଝିରେ ଫସି ରହିଥିବା ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ କରି ଉଦ୍ଧାର କରାଯାଇଛି। ମତ୍ସଜୀବୀମାନେ ଗଞ୍ଜାମ ଜିଲ୍ଲା ସୁନାପୁର ନିକଟ ସମୁଦ୍ରରେ ଫସି ରହିଥିଲେ। ରାଜ୍ୟ...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: କିଶୋର ପଟେଲ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି ଏବଂ ବିଜେଡି ପରେ କଂଗ୍ରେସ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇଛି। ଏହି ଆସନ ପାଇଁ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କ ନାଁ ସୋମବାର ଘୋଷଣା କରିଛି...

ଦାୟିତ୍ଵ ନେଲେ କଟକ ନୂଆ ଡିସିପି ପିନାକ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ନୂଆ ଡିସିପି ଭାବେ ଦାୟିତ୍ଵ ନେଲେ ପିନାକ ମିଶ୍ର। ସୋମବାର ଦିନ କଟକ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। କଟକ ଭଳି ପୁରୁଣା ଏବଂ ସଂସ୍କୃତି...

ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି(ବିଜେପି)। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାଁରେ ମୋହାର ମାରିଛି। ବ୍ରଜରାଜନଗର...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: ବିଜେଡିରୁ ପ୍ରାର୍ଥୀ ହେଲେ ଅଳକା ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁକଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ସୋମବାର ନବୀନ ନିବାସରେ ବିଧିବଦ୍ଧ ଭାବେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବେ...

ବିଦାୟ ବାଗ୍ମୀ ‘ପଦ୍ମଶ୍ରୀ ରଜତ କର’

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରବୀଣ ବକ୍ତା, ଭଞ୍ଜ ସାହିତ୍ୟର ଗବେଷକ, ଶିକ୍ଷାବିତ, ନାଟ୍ୟକାର ତଥା ଉଦ୍‌ଘୋଷକ ପଦ୍ମଶ୍ରୀ ରଜତ କରଙ୍କର ରବିବାର ସନ୍ଧ୍ୟାରେ ପରଲୋକ ଘଟିଛି। ୮୮ ବର୍ଷ ବୟସରେ ତାଙ୍କର ହୃଦଘାତରେ...