କିଏ ହେବେ ଭାରତର ନୂଆ ରାଷ୍ଟ୍ରପତି ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ ରାଷ୍ଟ୍ରପତି ନିର୍ବାଚନ। ଏବେଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଜୁଲାଇ ମାସରେ ହିଁ ରାଷ୍ଟ୍ରପତି ନିର୍ବାଚନ ହେବ।...
school-college

ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ତାରିଖରୁ ଆରମ୍ଭ ହୋଇଛି ସକାଳୁଆ ପାଠପଢ଼ା। ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ଆଜିଠାରୁ ଏହି ନିୟମ ଲାଗୁ...

ରାଜ୍ୟରେ ମହଙ୍ଗା ହେବ ବସ୍ ଯାତ୍ରା, ବଢ଼ିଲା ଭଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା। ଦେଶ ତଥା ରାଜ୍ୟରେ ଲଗାତର ୧୦ ଦିନ ହେଲା ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବସ୍ ଭଡ଼ାରେ...

ବାୟୋଟେକ୍ନୋଲୋଜି ଓ ଫ୍ୟାସନ ଟେକ୍ନୋଲୋଜିରେ ଇଂଜିନିଅରିଂ ପାଇଁ ଗଣିତ ବାଧ୍ୟତାମୂଳକ ନୁହେଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଂଜିନିଅରିଂ ପାଠପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଇଂଜିନିଅରିଂ ପାଠପଢ଼ିବାକୁ ହେଲେ ପୂର୍ବରୁ ଗଣିତ ପାଠପଢ଼ିଥିବା ବାଧ୍ୟତାମୂଳକ ନୁହେଁ। ଏକ ତୃତୀୟାଂଶ ଇଂଜିନିଅରିଂ ପାଠପଢ଼ା ପାଇଁ ଗଣିତ ବାଧ୍ୟତାମୂଳକ...

ଆଜି ସରିବ ବିଧାନସଭା ବଜେଟ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାର ଶେଷ ହେବ ବିଧାନସଭା ବିଜେଟ ଅଧିବେଶନ। ଆଜି ଅଧିବେଶନର ଶେଷ ଦିନରେ ଗୃହରେ ବ୍ୟୟ ମଞ୍ଜୁରି ବିଲ ପାରିତ ହେବ। ଗତ ବୁଧବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କାମଚଳା...

ରାଉରକେଲାରେ ଖୋଲିଲା ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ‘ମିଲେଟ୍ ଶକ୍ତି କାଫେ’ – ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ମିଳିବ...

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସହରରେ ଖୋଲିଲା ‘ମିଲେଟ୍ ଶକ୍ତି କାଫେ’। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ, ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କୋଏଲ ନଗରଠାରେ ଏହି କାଫେ ଖୋଲିଛି। ଏହା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ...

କୋଭିଡ ସମୟରେ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇଛି – ମନ୍ତ୍ରୀ ଅରୁଣ ସାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ମହାମାରୀ ସମୟରେ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇଛି। ଛତୁ ଏବଂ ଲେମ୍ବୁ ଉତ୍ପାଦନରେ ଓଡ଼ିଶା ୧ ନମ୍ବର, ବାଇଗଣ ଉତ୍ପାଦନରେ ୨ ନମ୍ବର ଏବଂ ଚାଉଳ ଉତ୍ପାଦନରେ ୪...

୨୦୨୨-୨୩ ପାଇଁ ଆସିଲା କାମଚଳା ବଜେଟ: କେଉଁ ଯୋଜନାକୁ କେତେ?

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବୁଧବାର କାମଚଳା ବଜେଟ ଆଗତ କରିଛନ୍ତି। କାମଚଳା ବଜେଟର ପରିମାଣ ୧ ଲକ୍ଷ ୬ ହଜାର ୪୯୬ କୋଟି...

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(ଡିଏ) ୩ ପ୍ରତିଶତ ବୃଦ୍ଧି ପାଇଛି। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିବା...

ଅସହ୍ୟ ହେବ ତାତି: ଏପ୍ରିଲ ୨ ପର୍ଯ୍ୟନ୍ତ ୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ଆଗକୁ ତାତି ଆହୁରି ଅସହ୍ୟ ହେବ। ଆସନ୍ତା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ...