ଲୋକସଭା ନିର୍ବାଚନ ଦ୍ଵିତୀୟ ପର୍ଯ୍ୟାୟ ଭୋଟିଂ: ୮୮ ଆସନରେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଲୋକସଭା ନିର୍ବାଚନ ଲାଗି ଶୁକ୍ରବାର ଦ୍ଵିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟରମାନେ ନିଜ ଭୋଟ ମାଧ୍ୟମରେ ନେତାଙ୍କ...

ଏଥର ହେବ ଅରୁଣ-ପ୍ରତ୍ୟୁଷା କଡ଼ା ଟକ୍କର: ନୟାଗଡ଼ରେ କିଏ ଜିତିବ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନୟାଗଡ଼ ବିଧାନସଭା ଆସନକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ବିଜେଡିର ଗଡ଼ ରହି ଆସିଛି ଏହି ଆସନ। ୨୦୨୪ରେ ଏଠାରେ ବିଜେଡି ପୁଣି ବାଜି ମାରିବ ନା ବିଜେପି...

ଆନ୍ଧ୍ରପ୍ରଦେଶ ରାଜନୀତି: ପ୍ରାର୍ଥୀପତ୍ର ଦାଖଲ କଲେ ୱାଇ ଏସ ଜଗନମୋହନ ରେଡ୍ଡୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆଗାମୀ ସାଧାରଣ ନିର୍ବାଚନ ଲାଗି ଚଳଚଞ୍ଚଳ ହୋଇଉଠିଛି ଆନ୍ଧ୍ରପ୍ରଦେଶ ରାଜନୀତି। ଏହାର ମଧ୍ୟରେ ଶୁକ୍ରବାରଦିନ ରାଜନ୍ଦ୍ର ପୁଲିଭେନ୍ଦୁଲା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ...

କେନ୍ଦ୍ରାପଡ଼ାରେ ହେବ ରୋଚକ ଲଢ଼େଇ: କାହା ଖାତାକୁ ଯିବ ଲୋକସଭା ଆସନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=Jtl4lz3kTsM କେନ୍ଦ୍ରାପଡ଼ାର ରାଜନୀତି ଉପରେ କେନ୍ଦ୍ରୀଭୂତ ହେବ ସାରା ରାଜ୍ୟର ନଜର, ବିଜେପି, ବିଜେଡି ନା କଂଗ୍ରେସ, ଏଥର ବାଜି କାହା ହାତକୁ ଯିବ? ଦଳବଦଳକୁ ନେଇ ଅସ୍ଥିର ହୋଇପଡ଼ିଛି କେନ୍ଦ୍ରାପଡ଼ାର ରାଜନୀତି।...

ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବ ବିଜେପିର ଡବଲ ଇଞ୍ଜିନ ସରକାର – ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସିଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ଗୁରୁବାର ସେ ସୋନପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ରାଜ୍ୟରେ ଦଳର ନିର୍ବାଚନୀ ବିଗୁଲ୍ ଫୁଙ୍କିଛନ୍ତି। ଏଠାରେ ସେ...

ଦିଗପହଣ୍ଡି ବିଧାନସଭା ଆସନରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରାର୍ଥୀ ଚୟନ ଏବଂ ଟିକେଟ ବଣ୍ଟନକୁ ନେଇ ବିଭିନ୍ନ ଦଳ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ। ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି...

ଚାନ୍ଦବାଲିରେ କିଏ ମାରିବେ ବାଜି: ମନମୋହନ ନା ବ୍ୟୋମକେଶ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଥର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଆସନରେ ଜୋରଦାର ଲଢ଼େଇ ହେବାକୁ ଯାଉଛି। ହ୍ୟାଟ୍ରିକ ଆଶାରେ ନିର୍ବାଚନ ମଇଦାନରେ ଅଛନ୍ତି ବିଜେଡିର ବ୍ୟୋମକେଶ ରାୟ। ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ...

ପ୍ରଣବ ବନାମ ଧର୍ମେନ୍ଦ୍ର: କାହାର ହେବ ସମ୍ବଲପୁର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସମ୍ବଲପୁର ଲୋକସଭା ଆସନ ହାତେଇବାକୁ ଏଥର ଜମିବ ଲଢ଼େଇ, ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଧର୍ମେନ୍ଦ୍ର ପ୍ରଧାନ-ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ଆସନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା।...

୫ ବର୍ଷରେ ୪୫ ପ୍ରତିଶତ ବଢ଼ିଛି ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ସମ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ସମ୍ପତ୍ତି ୫ ବର୍ଷରେ ବଢ଼ିଛି ୪୫ ପ୍ରତିଶତ। ନାରା ଲୋକେଶଙ୍କ ସମ୍ପତ୍ତିର...

କିଏ ମାରିବ ବାଲେଶ୍ଵର ବାଜି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=7pRpm_x6VwQ&t=79s ଏଥର ବାଲେଶ୍ୱର ଲୋକସଭା ଆସନରେ ଅଭିଜ୍ଞ ପ୍ରତାପ ଷଡ଼ଙ୍ଗୀ ଓ ଶ୍ରୀକାନ୍ତ ଜେନାଙ୍କୁ ଟକ୍କର ଦେବେ ନିର୍ବାଚନ ରାଜନୀତିକୁ ପ୍ରଥମ ଥର ପାଇଁ ଓହ୍ଲାଇଥିବା ଲେଖାଶ୍ରୀ ସାମନ୍ତସିଂହାର। ବାଲେଶ୍ୱର ଲୋକସଭା କ୍ଷେତ୍ରରେ...