ଅମ୍ପନ ପ୍ରଭାବ – କେନ୍ଦ୍ରାପଡ଼ା ପୁରୁଷୋତ୍ତମପୁର ଗାଁରେ ପଶିଲା ପାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ ପ୍ରଭାବରେ କେନ୍ଦ୍ରାପଡ଼ାରେ ସ୍ଥିତି ବେହାଲ ହୋଇଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକରେ ପାଟ୍ଟଶାଳା ନଦୀର ପାଣି ବନ୍ଧ ଡେଇଁ ଈଶ୍ୱରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ପଶିଯିବାରୁ ଲୋକେ ଭୟଭୀତ ହୋଇଯାଇଛନ୍ତି। ଗାଁର...
amphan update

ଅମ୍ପନ ଅପ୍‌ଡେଟ୍ – ଦିନ ୨ଟା ସୁଦ୍ଧା ବାତ୍ୟାର ଟିକିନିଖି ଖବର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ @2pmରୁ… ବାତ୍ୟା ଅମ୍ପନକୁ ନେଇ ତାଜା ଅପଡେଟ୍ ଦେଲେ ଆଇଏମଡି ସାଇକ୍ଲୋନ୍ ୱାର୍ଣ୍ଣିଂ ବିଭାଗର ମୁଖ୍ୟ...

ପାରାଦୀପରୁ ଦୂରଉଛି, ପଶ୍ଚିମବଙ୍ଗ ମୁହାଁଉଛି ଅମ୍ପନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପଠାରୁ ଧିରେ ଧିରେ ଦୂରେଇ ଯାଉଛି ବାତ୍ୟା ଅମ୍ପନ। ବର୍ତ୍ତମାନ ପାରାଦୀପଠାରୁ ୧୫୦ କିଲୋମିଟର ଦୂରରେ ରହିଛି ବାତ୍ୟା। ପାରାଦୀପଠାରୁ ଦୂରେଇ ଏହା ଏବେ ପଶ୍ଚିମବଙ୍ଗର ଦୀଘା ମୁହାଁ ହୋଇଛି। ଏହାସହ...

ସନ୍ଧ୍ୟା ୬ଟାରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ – ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଜିଲ୍ଲାକୁ ପ୍ରଭାବ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ଅମ୍ପନ ଆଜି ସନ୍ଧ୍ୟା ୬ଟା ବେଳକୁ ଲ୍ୟାଣ୍ଡଫଲ୍ କରିବ। ପଶ୍ଚିମବଙ୍ଗ ଓ ବାଂଲଦେଶ ମଧ୍ୟରେ ଥିବା ସୁନ୍ଦରବନ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିବ। ଏନେଇ ଏବେ ତାଜା ସୂଚନା ଦେଇଛନ୍ତି...

ପାରାଦୀପରେ କମୁଛି ପବନର ବେଗ – ଏବେ ବାଲେଶ୍ୱର, ଭଦ୍ରକରେ ବଢ଼ିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପରେ ଏବେ ପବନର ବେଗ କମୁଛି। ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ପବନର ବେଗ ଅଧିକ ରହିବ। ଅମ୍ପନ ଏବେ ଦକ୍ଷିଣରୁ ଉତ୍ତର ଦିଗକୁ ଗତି କରୁଛି। ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି...
amphan update

ଅମ୍ପନ ଅପ୍‌ଡେଟ୍ – ଦିନ ୧୨ଟା ସୁଦ୍ଧା ବାତ୍ୟାର ଟିକିନିଖି ଖବର ଜାଣନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ରୁ… ପାରାଦୀପଠାରୁ ୧୨୦ କିଲୋମିଟର ଦୂରରେ ବାତ୍ୟା ଅମ୍ପନ। ବାତ୍ୟା ଏବେ ଦକ୍ଷିଣରୁ ଉତ୍ତର ଆଡ଼କୁ ଗତି...

ଯାଜପୁରରେ ପ୍ରବଳ ବର୍ଷା, ପବନ – ୭ ହଜାର ଲୋକ ସ୍ଥାନାନ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପଠାରୁ ୧୨୦ କିଲୋମିଟର ଦୂରରେ ରହିଛି ବାତ୍ୟା ଅମ୍ପନ। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ପବନ ଲାଗି ରହିଛି। ଯାଜପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଗତକାଲି ରାତିରୁ ଲାଗି...

ଆସୁଛି ବାତ୍ୟା ଅମ୍ପନ, ଆଗାମୀ ୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ଓଡ଼ିଶାରେ ପବନ ବଢ଼ିବା ସହିତ ବାତ୍ୟା ଅମ୍ପନ ଧୀରେ ଧୀରେ ସ୍ଥଳଭାଗର ନିକଟତର ହେଉଛି। ଖୁବଶୀଘ୍ର ଏହା ପାରାଦୀପ ବନ୍ଦର ଦେଇ ଅତିକ୍ରମ କରିବ ବୋଲି ଏସଆରସି ପ୍ରଦୀପ ଜେନା...

ଦୀଘାରେ କୂଳ ଲଙ୍ଘିଲା ସମୁଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ ଯେତିକି ନିକଟତର ହେଉଛି ଭୟ ସେତିକି ବଢୁଛି। ବର୍ଷା ଓ ପବନର ପରିମାଣ ମଧ୍ୟ ବଢ଼ି ଚାଲିଛି। ଗତକାଲି ରାତିରୁ ଆଜି ସକାଳ ଯାଏଁ ପାରାଦୀପରେ ବର୍ଷା ଓ...

ରାତି ସାଢ଼େ ୮ରୁ ସାଢ଼େ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ

ଓଡ଼ିଶାଲାଇଭ୍ ବ୍ୟୁରୋ ସମୁଦ୍ର ମଧ୍ୟରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏହା ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ଥିବା...